ଗନ୍ଧମାର୍ଦ୍ଦନ ପାହାଡ଼ରେ ପୁଲିସ-ମାଓବାଦୀ ମୁହାଁମୁହିଁ
ବଲାଙ୍ଗିର: ଗନ୍ଧମାର୍ଦ୍ଦନ ପାହାଡ଼ରେ ପୁଲିସ-ମାଓବାଦୀ ମୁହାଁମୁହିଁ । ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଏବଂ ମାଓବାଦୀ । ମାଓବାଦୀ ଲୁଚିଥିବା ସୂଚନା ପାଇ କମ୍ବିଂ ଅପରେସନ ଆରମ୍ଭ କରିଥିଲା ପୁଲିସ । କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ତେବେ ଗତକାଲି ରାତିରୁ ଗୁଳି ବିନିମୟ ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନି । ଏହି ଅଞ୍ଚଳରେ ସର୍ଚ୍ଚ […]
ବଲାଙ୍ଗିର: ଗନ୍ଧମାର୍ଦ୍ଦନ ପାହାଡ଼ରେ ପୁଲିସ-ମାଓବାଦୀ ମୁହାଁମୁହିଁ । ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଏବଂ ମାଓବାଦୀ । ମାଓବାଦୀ ଲୁଚିଥିବା ସୂଚନା ପାଇ କମ୍ବିଂ ଅପରେସନ ଆରମ୍ଭ କରିଥିଲା ପୁଲିସ । କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ତେବେ ଗତକାଲି ରାତିରୁ ଗୁଳି ବିନିମୟ ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନି । ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଏସପି ଅବିଲାସ ଜି।
ଅନ୍ୟପଟେ, ଛତିଶଗଡ଼ର ସୁକମା ଜିଲ୍ଲାରେ ମଧ୍ୟ ଆଜି ସକାଳୁ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଗୁଳିବିନିମୟରେ ୧୬ ଜଣ ମାଓବାଦୀ ନିହତ ହୋଇଛନ୍ତି