ମନୋରଞ୍ଜନ

ହୃଦଘାତରେ ଆଖି ବୁଜିଲେ ବଲିଉଡର 'କ୍ରାନ୍ତିବୀର' ବର୍ଷୀୟାନ ଅଭିନେତା ନାନା ପାଟେକର
ଚେକ୍ ବାଉନ୍ସ ମାମଲା: ସୁପ୍ରିମକୋର୍ଟରେ ହାଜର ହେଲେ ରାଜପାଲ ଯାଦବ, ୧.୧୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ
ଇଣ୍ଡୋନେସିଆରେ ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚାଙ୍କ ବଡ଼ ଦୁର୍ଘଟଣା: ମେରୁଦଣ୍ଡରେ ଫ୍ରାକ୍ଚର, ଏୟାର ଆମ୍ବୁଲାନ୍ସରେ ଫେରିବେ ଭାରତ
ଏଆଇ କମ୍ପାନୀ ବିରୋଧରେ କୋର୍ଟରେ ପହଞ୍ଚିଲେ ଉର୍ବଶୀ ରୌତେଲା, ମାଗିଲେ ୭୦୦୦ କୋଟି ଟଙ୍କାର କ୍ଷତିପୂରଣ
ବଲିଉଡ୍ ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ, ୫୭ ବର୍ଷ ବୟସରେ କ୍ୟାନ୍‌ସରରେ ଆଖି ବୁଜିଲେ ଅଭିନେତା
ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଲେ ୟାମି ଗୌତମ; କହିଲେ, ‘ଏବେ ବି ନିଜକୁ ନୂଆ କଳାକାର ଭଳି ଲାଗୁଛି’

ଜୀବନଚର୍ଯ୍ୟା

କ'ଣ ଜୁମ୍ବା ପ୍ରକୃତରେ ଏକ ଫୁଲ୍-ବଡି ୱାର୍କଆଉଟ୍ ହୋଇପାରେ? ଜାଣନ୍ତୁ ଫିଟନେସ୍ ବିଶେଷଜ୍ଞଙ୍କ ମତ
ଦିନ ତମାମ ପରିଶ୍ରମ ପରେ ଶାନ୍ତିରେ ଶୋଇବା ପାଇଁ ଅସୁବିଧା ହେଉଛି କି? ଶୋଇବା ପୂର୍ବରୁ କରନ୍ତୁ ଏହି ସହଜ ଯୋଗାସନ
କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେବ ପିଆଜ ଚୋପା, ଜାଣନ୍ତୁ କଳା ଏବଂ ଘନ କେଶ ପାଇଁ ଏହାର ବ୍ୟବହାର
ଲିଭର ପାଇଁ ବରଦାନ ସାଜିବ କଫି: ୧୩ ବର୍ଷର ରିସର୍ଚ୍ଚରୁ ମିଳିଲା ବଡ଼ ଖୁସି ଖବର
ମଦ୍ୟପାନକୁ 'ନା' କହୁଛି ଆଜିର ଯୁବପିଢ଼ି: ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ପାଇଁ ବଦଳୁଛି ଜୀବନଶୈଳୀ
ଗର୍ଭାବସ୍ଥାର ତୃତୀୟ ତ୍ରୈମାସିକରେ ନିଦ୍ରାହୀନତା ସମସ୍ୟା ଦେଖାଦେଉଛି କି? ଜାଣନ୍ତୁ ବିଶେଷଜ୍ଞ ଡାକ୍ତର ସୁଶ୍ରୁତା ମୋକଦମ୍‌ଙ୍କ ପରାମର୍ଶ

କଳାହାଣ୍ଡି

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ୮ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ପାଷ୍ଟର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ପ୍ରାର୍ଥନା କରିବା ବାହାନାରେ ଜଣେ ଧର୍ମଯାଜକ ବା ପାଷ୍ଟର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ଜିଲ୍ଲାର ପାଷ୍ଟୀକୁଡ଼ି ଅଞ୍ଚଳରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୭ ତାରିଖ ଦିନ...
ଓଡ଼ିଶା  କଳାହାଣ୍ଡି 

ଜମିବାଡ଼ି ବିବାଦର କରୁଣ ପରିଣତି: ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା, ୨ ଗିରଫ

କଳାହାଣ୍ଡି: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗଡ଼ିଲା ମୁଣ୍ଡ । ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା । କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଷ୍ଟେସନ ଅନ୍ତର୍ଗତ କୁମାଜୋର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ ନେଇ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ଭାବେ...
ଓଡ଼ିଶା  କଳାହାଣ୍ଡି 

ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୬ ଜୀବନ, ଜଣେ ଗୁରୁତର

କଳାହାଣ୍ଡି: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ଘଟିଛି ଏପରି ଅଘଟଣ । ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ କାଢିବା ବେଳେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି...
ଓଡ଼ିଶା  ବଡ ଖବର  କଳାହାଣ୍ଡି 

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଆର୍ ଆଣ୍ଡ ବି ଡିଭିଜନର AEE ଅର୍ଥାତ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ସବରଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଚଢାଉ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ବିଭାଗ । ଆଜି ସକାଳ ୬ଟାରୁ...
ଓଡ଼ିଶା  କଳାହାଣ୍ଡି 

କଳାହାଣ୍ଡିର ୪୧ଟି ଗାଁରେ ୮୦୦ରୁ ଅଧିକ ଏକର ଜମିରେ ଜଳସେଚନ ସୁନିଶ୍ଚିତ କରିଛି ବେଦାନ୍ତ

ଭୁବନେଶ୍ଵର: ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ କୃଷି ଜୀବିକା ଓ ଜଳ ନିରାପତ୍ତାକୁ ସୁନିଶ୍ଚିତ କରିଛି ବେଦାନ୍ତ ଆଲୁମିନିୟମ୍। କମ୍ପାନି ନିଜର ପ୍ରକଳ୍ପ ସଙ୍ଗମ ମାଧ୍ୟମରେ ୪୧ଟି ଗାଁରେ ପ୍ରାୟ ୮୦୦ ଏକର କୃଷିଜମିରେ ଜଳସେଚନ ସୁବିଧା ପ୍ରଦାନ କରି ୯ ହଜାରରୁ ଅଧିକ ଲୋକଙ୍କୁ ଉପକୃତ କରିଛି।  ଏହି ପଦକ୍ଷେପରେ ୬୧ଟି ଜଳ ସଂରଚନାର ବିକାଶ...
ଓଡ଼ିଶା  କଳାହାଣ୍ଡି 

ବେଦାନ୍ତ ଆଲୁମିନିୟମ୍‌ ଲାଞ୍ଜିଗଡ ଦକ୍ଷତା ତାଲିମ କେନ୍ଦ୍ରର ୧୦୦% ନିଯୁକ୍ତି ସଫଳତା

କଳାହାଣ୍ଡି: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ପରିଚାଳିତ ଦକ୍ଷତା ତାଲିମ କେନ୍ଦ୍ରର ଖାଦ୍ୟ ଓ ପାନୀୟ (ଏଫ୍‌ଆଣ୍ଡ୍‌ବି)ର ୨୭ତମ ବ୍ୟାଚ୍‌ ୧୦୦% ନିଯୁକ୍ତି ସହ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସମାବେଶୀ ବିକାଶ ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ପ୍ରମାଣିତ କରିଥିବା ଏହି ବ୍ୟାଚ୍‌ରେ ୭ ଜଣ ଦିବ୍ୟାଙ୍ଗ...
ଓଡ଼ିଶା  କଳାହାଣ୍ଡି 

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଲାଞ୍ଜିଗଡ଼ କାର୍ଯ୍ୟକ୍ଷେତ୍ରରେ କର୍କଟ ସଚେତନତା ଅଭିଯାନ

ଲାଞ୍ଜିଗଡ଼: ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଲାଞ୍ଜିଗଡ଼ ଆଲୁମିନା ବିଶୋଧନ କେନ୍ଦ୍ର ନିକଟସ୍ଥ ଅଞ୍ଚଳରେ ଏକ ବିସ୍ତୃତ ଦୁଇ ଦିନିଆ କର୍କଟ ସଚେତନତା ଅଭିଯାନ ଆୟୋଜନ କରିଛି। ଏହି ପଦକ୍ଷେପ ଗ୍ରାମୀଣ ଓଡ଼ିଶା ଏବଂ ଛତିଶଗଡ଼ରେ ରୋଗୀ ଅନୁକୂଳ କର୍କଟ ସେବା ପ୍ରତି କମ୍ପାନି ନିଜର ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାକୁ ସୁଦୃଢ...
ଓଡ଼ିଶା  କଳାହାଣ୍ଡି 

ବେଦାନ୍ତ ଆଲୁମିନିୟମର 'ମିଲାପ’ କିପରି କଳାହାଣ୍ଡିରେ ଗୋଷ୍ଠୀଗତ ଯୋଗଦାନକୁ ନୂଆ ରୂପ ଦେଉଛି

କଳାହାଣ୍ଡି ଜିଲ୍ଲାରେ ଲୋକଙ୍କ ସହ ସମ୍ପର୍କ ବଢାଇବାର ସେତୁ ପାଲଟିଛି ବେଦାନ୍ତ ଆଲୁମିନିୟମର ‘ମିଳାପ’ ପ୍ରକଳ୍ପ । ବେଦାନ୍ତ ଆଲୁମିନିୟମର ଲାଞ୍ଜିଗଡ ପ୍ରକଳ୍ପ ଅଞ୍ଚଳରେ ଏହା କାର୍ଯ୍ୟକାରୀ ଏହି ଗୋଷ୍ଠି ସମ୍ପର୍କ ଅଭିଯାନ ଜରିଆରେ ଲୋକଙ୍କ ଭିତରେ ସ୍ଥିରତା, ବିଶ୍ୱାସ ଏବଂ ବିଶ୍ୱସନୀୟତା ବୃଦ୍ଧି ପାଇବାରେ ଲାଗିଛି ।ଡିସେମ୍ବର ୨୦୨୩ ରେ ଆରମ୍ଭ ହୋଇଥିବା...
କଳାହାଣ୍ଡି 

ବେଦାନ୍ତ ଆଲୁମିନିୟମର ପରିବର୍ତ୍ତନଶୀଳ ସାମୁଦାୟିକ ପ୍ରଦର୍ଶନୀ କଳାହାଣ୍ଡି ଉତ୍ସବ ୨୦୨୬ରେ ଦର୍ଶକଙ୍କୁ ଆକର୍ଷିତ କରିଛି

ଭବାନୀପାଟନା/ଲାଞ୍ଜିଗଡ଼: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଉତ୍ସବ-ଘୁମୁରା ୨୦୨୬ ର ୨୮ତମ ସଂସ୍କରଣରେ ଅଂଶଗ୍ରହଣ କରି ଏହାର ଲାଞ୍ଜିଗଡ଼ ବିଶୋଧନାଗାରର ପରିଚାଳନା ଏବଂ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମର ପ୍ରମୁଖ ଦିଗକୁ ପ୍ରଦର୍ଶିତ କରିଥିଲା। କମ୍ପାନୀର ପ୍ୟାଭିଲିୟନକୁ ୩୦,୦୦୦ ରୁ ଅଧିକ ପରିଦର୍ଶକଙ୍କ ଆଗମନ ରେକର୍ଡ କରାଯାଇଥିଲା ଯେଉଁଠାରେ ବକ୍ସାଇଟ୍ ରୁ ଆଲୁମିନିୟମ୍...
କଳାହାଣ୍ଡି 

ବେଦାନ୍ତ ବଦଳାଇ ଦେଲା ରଚନାଙ୍କ ଭାଗ୍ୟ: କଳାହାଣ୍ଡିର କୃଷକଙ୍କ ଝିଅ ହେଲେ ଜାତୀୟ ସ୍ତରର ତୀରନ୍ଦାଜ

ଭୁବନେଶ୍ବର : କଳାହାଣ୍ଡି ଜିଲ୍ଲାର ଚାନାଲିମା ଗାଁର ଶାନ୍ତ ପରିବେଶର ଆଦିବାସୀ ଝିଅ ରଚନା ଆଜି ଜାତୀୟ ସ୍ତରର କ୍ରୀଡାବିତ୍‍ । ଏକଦା ବିଦ୍ୟାଳୟ, ଘର କାମ ଏବଂ ତାଙ୍କ ମାଆଙ୍କୁ ସେମାନଙ୍କର ଛୋଟ ଚାଷଜମିରେ ସାହାଯ୍ୟ କରିବା ଚାରିପଟେ ଘୂରି ବୁଲୁଥିବା ଏହି ୧୭ ବର୍ଷୀୟା ରଚନା ରାଜ୍ୟର ସବୁଠାରୁ ପ୍ରତିଭାବାନ ଯୁବ ତୀରନ୍ଦାଜଙ୍କ...
ଓଡ଼ିଶା  କଳାହାଣ୍ଡି 

ବେଦାନ୍ତ ଆଲୁମିନିୟମର ଦକ୍ଷତା ପଦକ୍ଷେପ ମାଧ୍ୟମରେ ଆଧୁନିକ କାର୍ଯ୍ୟକ୍ଷେତ୍ରକୁ ପଦାର୍ପଣ କରୁଛନ୍ତି କଳାହାଣ୍ଡିର ଯୁବପିଢ଼ି

ସମୃଦ୍ଧ ପରମ୍ପରା ଏବଂ ଅବ୍ୟବହୃତ ସମ୍ଭାବନାର ଭୂମି କଳାହାଣ୍ଡି ଏବେ ଏକ ଉଲ୍ଲେଖନୀୟ ପରିବର୍ତ୍ତନର ସାକ୍ଷୀ ହେଉଛି। ଏହାର ଶାନ୍ତ ଭୂମିରେ, ମହତ୍ତ୍ୱାକାଂକ୍ଷା, ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତାର ଏକ ନୂତନ କାହାଣୀ ରୂପ ନେଉଛି - ଯାହାର ନେତୃତ୍ୱ ନେଉଛି ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ, ଯାହା ବର୍ତ୍ତମାନ ସୁଦ୍ଧା ଭବାନୀପାଟଣା ଏବଂ ଲାଞ୍ଜିଗଡ଼ର...
କଳାହାଣ୍ଡି 

ପାଣିରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ

କଳାହାଣ୍ଡି: ପାଣିରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର ଗାଁରେ ଅଘଟଣ। ଗାଁ ମୁଣ୍ଡ ପୋଖରୀକୁ ଗାଧୋଇବକୁ ଯାଇଥିବାବେଳେ ପାଣିରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ସୂଚନା। ଘଟଣା ସ୍ଥଳରେ ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କରିଥିବା ବେଳେ ଜଣଙ୍କର ବୟସ ୯ ଓ ଅନ୍ୟଜଣଙ୍କର ବୟସ ୧୨ ବର୍ଷ ବୋଲି ଜଣାପଡିଛି।
ଓଡ଼ିଶା  କଳାହାଣ୍ଡି