କୋରାପୁଟ
<% catList.forEach(function(cat){ %> <%= cat.label %> <% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %> <%= node_description %>
<% } %> <% catList.forEach(function(cat){ %> <%= cat.label %> <% }); %>
ବୋଲେରୋର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ; ୨୧୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
Published On
By Madhusudan Das
କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବୋଲେରୋ ପିକ୍ଅପ୍ ଭ୍ୟାନର ସ୍ୱତନ୍ତ୍ର ଭାବେ ନିର୍ମିତ ସିକ୍ରେଟ୍ ଚାମ୍ବରରେ ଚାଲାଣ ହେଉଥିବା ୨୧୪ କିଲୋଗ୍ରାମ ଗଞ୍ଜେଇକୁ ପୋଲିସ ଜବତ କରିଛି। ଏହି ଘଟଣାରେ ପୋଲିସ ଗାଡ଼ିର ଡ୍ରାଇଭରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା...
ଜୟପୁର ସରକାରୀ ଆର୍ଟ ବିଦ୍ୟାଳୟରେ ଅଗ୍ନିକାଣ୍ଡ: କମ୍ପ୍ୟୁଟର ଓ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପୋଡ଼ି ନଷ୍ଟ
Published On
By Madhusudan Das
କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଶ୍ରୀ ବିକ୍ରମ ସରକାରୀ କଳା ଓ ହସ୍ତଶିଳ୍ପ ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଘଟଣାରେ ବିଦ୍ୟାଳୟର କମ୍ପ୍ୟୁଟର, ଟେଲିଭିଜନ୍ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ୍ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ବିଦ୍ୟାଳୟର ୨ଟି କମ୍ପ୍ୟୁଟର...
ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ
Published On
By Madhusudan Das
କୋରାପୁଟ: ରାସ୍ତା ନଥିବାରୁ ଉଛୁଳା ନଈ ପାରି ହୋଇ ଶବ ସତ୍କାର ପାଇଁ ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି ସମ୍ପର୍କୀୟ।ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡା ଗାଁ ରେ। ଏହି ଗାଁର ପାତେ ଖରା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଥିଲା। ଶ୍ମଶାନ ଯିବାକୁ କୌଣସି...
ମୋତେ ଚାକିରି ଫେରାଇ ଦିଅନ୍ତୁ… ମୁଁ କେମିତି ବଞ୍ଚିବି….ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଭୋ ଭୋ ହୋଇ କାନ୍ଦିଲେ ଯୁବତୀ
Published On
By Madhusudan Das
କୋରାପୁଟ: ମୋତେ ଚାକିରି ଫେରାଇ ଦିଅନ୍ତୁ… ମୁଁ କେମିତି ବଞ୍ଚିବି….। କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଭୋ ଭୋ ହୋଇ କାନ୍ଦି କିଛି ଏମିତି ଗୁହାରି ଜଣାଇଲେ ଜଣେ ଯୁବତୀ । କୋରାପୁଟର ମାନସ ବିଦ୍ୟାଳୟରେ ୧୨ ବର୍ଷ ଧରି ପିଅନ ଭାବେ କାମ କରୁଥିଲେ ସଙ୍ଗୀତା ମୁଦୁଲି । ତେବେ ନିୟମିତ କର୍ମଚାରୀ ଆସିବା...
'ସାମ୍ବାଦିକ ଜନ ସମସ୍ୟାକୁ ପ୍ରାଥମିକତା ଦିଅନ୍ତୁ': ‘ସକାଳ’ ଜୟପୁର ସଂସ୍କରଣର ବନ୍ଧୁମିଳନରେ ଅଧ୍ୟକ୍ଷ ମାନସଙ୍କ ଆହ୍ବାନ
Published On
By Madhusudan Das
କୋରାପୁଟ: ନନ୍ଦପୁର ବ୍ଲକ୍ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଛି ‘ସକାଳ’ ଜୟପୁର ସଂସ୍କରଣର ବନ୍ଧୁମିଳନ କାର୍ଯ୍ୟକ୍ରମ। ସଂସ୍କରଣ ମୁଖ୍ୟ ରାକେଶ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗ ଦେଇ ଜନ ସମସ୍ୟା ସମ୍ବଳିତ...
'ପରବ 2025'ର ଭବ୍ୟ ଶୁଭାରମ୍ଭ, ବେଦାନ୍ତ ଆଲୁମିନିୟମ କୋରାପୁଟର ଜୀବନ୍ତ ସାଂସ୍କୃତିକ ଐତିହ୍ୟକୁ ପାଳନ କରୁଛି
Published On
By Madhusudan Das
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ପରବ-2025ର ସମାରୋହରେ ଯୋଗ ଦେଇଛି, ଏହା କୋରାପୁଟର ପ୍ରତୀକାତ୍ମକ ସାଂସ୍କୃତିକ ମହୋତ୍ସବର 28ତମ ସଂସ୍କରଣ ଯାହା ଏହି ଅଞ୍ଚଳର ସ୍ପନ୍ଦନଶୀଳ ପରମ୍ପରା, ଆଦିବାସୀ କଳା ଏବଂ ସମୃଦ୍ଧ ଐତିହ୍ୟକୁ ସମ୍ମାନିତ କରେ। ପାଞ୍ଚ ଦିନିଆ ଆଦିବାସୀ ମହୋତ୍ସବ ଦକ୍ଷିଣ ଓଡ଼ିଶାର କାଳଜୟୀ ସାଂସ୍କୃତିକ ଐତିହ୍ୟକୁ ସମ୍ମାନ...
ଭିିଜିଲାନ୍ସ ଜାଲରେ ଲାଞ୍ଚୁଆ ପୁଲିସ, ମାମଲା ରଫାଦଫା ପାଇଁ ନେଉଥିଲେ ଲାଞ୍ଚ...
Published On
By Deviprasad Mohanty
କୋରାପୁଟ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୁଲିସ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅଧିକାରୀ ସୁକମା ହାଁସଦାଙ୍କୁ ଗୁରୁବାର ଭିଜିଲାନ୍ସ ବିଭାଗ କାବୁ କରିଛି। ଏକ ମାମଲାର ରଫାଦଫା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ଅତର୍କିତ ଚଢ଼ଉ କରି ତାଙ୍କୁ ଧରିବାରେ ସଫଳ ହୋଇଛି। ମିଳିଥିବା ସୂଚନା...
ବିଦ୍ୟାଳୟର ନାମଫଳକ ଖସି ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର...
Published On
By Deviprasad Mohanty
କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଗାନ୍ଧୀନଗର ସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଦ୍ୟାଳୟର ନାମଫଳକ (ସାଇନ୍ ବୋର୍ଡ) ଖସିପଡିବାରୁ ତାହା ତଳେ ଚାପି ହୋଇ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ମୃତ...
ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ! , ସାହି ଲୋକଙ୍କ ପାଇଁ ବଞ୍ଚିଲା ଝିଅର ଜୀବନ ...
Published On
By Deviprasad Mohanty
ଜୟପୁର: ଜୟପୁର ଇରିଗେସନ କଲୋନୀରେ ଜଣେ ମାନସିକ ବିକାରଗ୍ରସ୍ତ ମାଆ ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକଙ୍କ ପାଇଁ ଝିଅର ଜୀବନ ବଞ୍ଚି ଯାଇଛି। ପ୍ରକାଶ ଯେ, ମାଆ ଅମ୍ୱିକା ଖୋସଲା ଜଣେ ବିଧବା ଓ ସେ ଇରିଗେସନ କଲୋନୀ ସ୍ଥିତ ଏକ ବସ୍ତି ଅଞ୍ଚଳରେ ନିଜର ୨ ପୁଅ...
ମଧ୍ୟାହ୍ନ ଭୋଜନରେ ଝିଟିପିଟି ! ବିଷାକ୍ତ ଖାଦ୍ୟ ଖାଇ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ
Published On
By Madhusudan Das
ଲକ୍ଷ୍ମୀପୁର: ସ୍କୁଲ ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି। ସେହି ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ସ୍କୁଲର ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ସରକାରୀ ୟୁପି ସ୍କୁଲରେ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି। ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା...
ଭୁଶୁଡ଼ି ପଡ଼ିଲା ଦୋକାନ ଘର, ଉଦ୍ଧାର ଉଦ୍ୟମ ଜାରି..
Published On
By The Sakala
କୋରାପୁଟ: ଭୁଶୁଡ଼ିଲା ଦୋକାନ ଗୃହ। କୋରାପୁଟ ବସ୍ଷ୍ଟାଣ୍ଡ ନିକଟରେ ଭୁଶୁଡ଼ି ପଡ଼ିଲା ଦୋକାନ ଘର । ୨ରୁ ୩ ଜଣ ଚାପି ହୋଇ ରହିଥିବା ଅନୁମାନ । ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର ଉଦ୍ୟମ ଜାରି ରହିଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା।
କୋରାପୁଟରେ ଆଦି କର୍ମଯୋଗୀ ଅଭିଯାନ ଉପରେ ଚାରି ଦିନିଆ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା ଆରମ୍ଭ
Published On
By The Sakala
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅଧିନସ୍ଥ ଆଦି କର୍ମଯୋଗୀ ଅଭିଯାନ ଉପରେ ଏକ ଚାରି ଦିନିଆ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା (ଏସପିଏଲ) ଆଜିଠାରୁ କୋରାପୁଟରେ ଆରମ୍ଭ ହୋଇଛି। ଏହା ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିବ। ଏହି କର୍ମଶାଳା ଭାରତ ଗ୍ରାମୀଣ ଜୀବିକା ଫାଉଣ୍ଡେସନ (ବିଆର୍ଏଲଏଫ) ଦ୍ୱାରା ସମର୍ଥିତ ଏବଂ ଏହା ଓଡ଼ିଶାର ରାୟଗଡା, କୋରାପୁଟ, ଗଜପତି ଏବଂ ମାଲକାନଗିରି ଜିଲ୍ଲାରୁ ୫୨ ଜଣ ଅଂଶଗ୍ରହଣକାରୀଙ୍କୁ ତାଲିମ ପ୍ରଦାନ କରିବ। […]



