ମନୋରଞ୍ଜନ

ହୃଦଘାତରେ ଆଖି ବୁଜିଲେ ବଲିଉଡର 'କ୍ରାନ୍ତିବୀର' ବର୍ଷୀୟାନ ଅଭିନେତା ନାନା ପାଟେକର
ଚେକ୍ ବାଉନ୍ସ ମାମଲା: ସୁପ୍ରିମକୋର୍ଟରେ ହାଜର ହେଲେ ରାଜପାଲ ଯାଦବ, ୧.୧୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ
ଇଣ୍ଡୋନେସିଆରେ ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚାଙ୍କ ବଡ଼ ଦୁର୍ଘଟଣା: ମେରୁଦଣ୍ଡରେ ଫ୍ରାକ୍ଚର, ଏୟାର ଆମ୍ବୁଲାନ୍ସରେ ଫେରିବେ ଭାରତ
ଏଆଇ କମ୍ପାନୀ ବିରୋଧରେ କୋର୍ଟରେ ପହଞ୍ଚିଲେ ଉର୍ବଶୀ ରୌତେଲା, ମାଗିଲେ ୭୦୦୦ କୋଟି ଟଙ୍କାର କ୍ଷତିପୂରଣ
ବଲିଉଡ୍ ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ, ୫୭ ବର୍ଷ ବୟସରେ କ୍ୟାନ୍‌ସରରେ ଆଖି ବୁଜିଲେ ଅଭିନେତା
ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଲେ ୟାମି ଗୌତମ; କହିଲେ, ‘ଏବେ ବି ନିଜକୁ ନୂଆ କଳାକାର ଭଳି ଲାଗୁଛି’

ଜୀବନଚର୍ଯ୍ୟା

କ'ଣ ଜୁମ୍ବା ପ୍ରକୃତରେ ଏକ ଫୁଲ୍-ବଡି ୱାର୍କଆଉଟ୍ ହୋଇପାରେ? ଜାଣନ୍ତୁ ଫିଟନେସ୍ ବିଶେଷଜ୍ଞଙ୍କ ମତ
ଦିନ ତମାମ ପରିଶ୍ରମ ପରେ ଶାନ୍ତିରେ ଶୋଇବା ପାଇଁ ଅସୁବିଧା ହେଉଛି କି? ଶୋଇବା ପୂର୍ବରୁ କରନ୍ତୁ ଏହି ସହଜ ଯୋଗାସନ
କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେବ ପିଆଜ ଚୋପା, ଜାଣନ୍ତୁ କଳା ଏବଂ ଘନ କେଶ ପାଇଁ ଏହାର ବ୍ୟବହାର
ଲିଭର ପାଇଁ ବରଦାନ ସାଜିବ କଫି: ୧୩ ବର୍ଷର ରିସର୍ଚ୍ଚରୁ ମିଳିଲା ବଡ଼ ଖୁସି ଖବର
ମଦ୍ୟପାନକୁ 'ନା' କହୁଛି ଆଜିର ଯୁବପିଢ଼ି: ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ପାଇଁ ବଦଳୁଛି ଜୀବନଶୈଳୀ
ଗର୍ଭାବସ୍ଥାର ତୃତୀୟ ତ୍ରୈମାସିକରେ ନିଦ୍ରାହୀନତା ସମସ୍ୟା ଦେଖାଦେଉଛି କି? ଜାଣନ୍ତୁ ବିଶେଷଜ୍ଞ ଡାକ୍ତର ସୁଶ୍ରୁତା ମୋକଦମ୍‌ଙ୍କ ପରାମର୍ଶ

ସୁବର୍ଣ୍ଣପୁର

ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତଃ ଲକ୍ଷ୍ମଣ ଶତପଥୀଙ୍କ ଶ୍ରାଦ୍ଧ ବାର୍ଷିକୀ

ଉଲୁଣ୍ଡା: ଉଲୁଣ୍ଡା ବ୍ଲକ କଳାପଥର ହାଇସ୍କୁଲରେ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ଶତପଥୀଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ସ୍ବର୍ଗତଃ ଲକ୍ଷ୍ମଣ ଶତପଥୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲା ସ୍ୱାଧୀନତା ସ୍ମୃତି କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ...
ସୁବର୍ଣ୍ଣପୁର 

ବୀରମହାରାଜପୁରର ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ

ବୀରମହାରାଜପୁର: ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ମାର୍ଗ ଦର୍ଶକ। ସେମାନଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଓ ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରିବା ବରିଷ୍ଠ ନାଗରିକ ଦିବସ ପାଳନ କରିବାର ମୂଳଲକ୍ଷ୍ୟ ବୋଲି ଶୁକ୍ରବାର ବୀରମହାରାଜପୁରର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଅତିଥି ମାନେ ପ୍ରକାଶ କରିଥିଲେ।ଏହି...
ସୁବର୍ଣ୍ଣପୁର 

ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଶ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ମୋ ବନ୍ଦୀ ଜୀବନ’ ଉନ୍ମୋଚିତ

ବୀରମହାରାଜପୁର: ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ପଞ୍ଚାୟତ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସର ଶୁଭ ଅବସରରେ ସୁବର୍ଣ୍ଣପୁରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଶ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଦ୍ୱାରା ଲିଖିତ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧୀୟ ପୁସ୍ତକ 'ମୋ ବନ୍ଦୀ ଜୀବନ' ଉନ୍ମୋଚିତ ହୋଇଯାଇଛି। କଳାପଥର ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ମେହେର, ପ୍ରଫେସର ଡ. ପ୍ରଫୁଲ୍ଲ କୁମାର...
ସୁବର୍ଣ୍ଣପୁର 

ରାସ୍ତାକଡ ଗଛରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ନା ଆତ୍ମହତ୍ୟା, ପୋଲିସ କରୁଛି ତଦନ୍ତ

ସୁବର୍ଣ୍ଣପୁର: ତଳେ ପଡିଛି ବ୍ୟାଗ ଓ ଚପଲ, ଗଛରେ ଝୁଲୁଛି ଯୁବକ ଯୁବତୀଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା ସିଲାଟି ରାସ୍ତା କଡରେ ଥିବା ଏକ ବରଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଭୟଙ୍କ ପରିଚୟ ମିଳିପାରି ନଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ...
ଓଡ଼ିଶା  ସୁବର୍ଣ୍ଣପୁର 

ଆଜି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ, ପ୍ରଭୁ ଶ୍ରୀରାମଙ୍କ ଫୋଟୋକୁ ଅପମାନ ଅଭିଯୋଗ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି । ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିରେ ଗାଡ଼ି ମଟର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଗତ ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଦିନ ଭୀମ...
ଓଡ଼ିଶା  ସୁବର୍ଣ୍ଣପୁର 

ଯାଞ୍ଚ ବେଳେ ଗାଡ଼ିରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ, ଦୁଇ ଗିରଫ

ସୋନପୁର: ସୋନପୁର ପୋଲିସ ଦ୍ୱାରା ବ୍ୟାପକ ନକଲି ନୋଟ୍ ଜବତ । ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ କରିଛି ପୋଲିସ । କାର୍‌ ଯାଞ୍ଚ ବେଳେ ବ୍ଲକ ଛକରୁ ୧୬୯୫ ଖଣ୍ଡ ଫେକ୍ ୫ ଶହ ଟଙ୍କିଆ ନୋଟ୍ ଜବତ ହୋଇଛି । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି...
ଓଡ଼ିଶା  ସୁବର୍ଣ୍ଣପୁର 

ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ ଅଭିଯୋଗ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ବୀରମହାରାଜପୁର ଥାନା ହିକୁଡ଼ି ITI ପଛ ପଟେ ଦୁର୍ବୃତ୍ତମାନେ ଏହି ଜଘନ୍ୟକାଣ୍ଡ କରିଥିବା ଜଣାପଡ଼ିଛି। ଯୁବତୀ ଜଣକ ପାଖରେ ଥିବା ଟାଟା ମୋଟର ସର୍ଭିସ ସେଣ୍ଟରରେ କାମ କରୁଥିଲେ। କାମ ସାରି ଘରକୁ ଫେରିବା ବେଳେ ବାଟରେ ୩ ଜଣ ଯୁବକ ଅଟକାଇଥିଲେ । ତା...
ଓଡ଼ିଶା  ବଡ ଖବର  ସୁବର୍ଣ୍ଣପୁର 

ପୂର୍‌ନୀ କନ୍ଦାରୁ ଜୀବିକା ଧନ୍ଦା ପାଲଟିଛି ଗରିବଙ୍କ ରୋଜଗାର ମାଧ୍ୟମ

ସୁବର୍ଣ୍ଣପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଦୈନିକ ବଜାରରେ ପାରମ୍ପରିକ ଖାଦ୍ୟ ପୂର୍‌ନୀ କନ୍ଦାର ବହୁତ ଚାହିଦା ରହିଛି। ପଦ୍ମଫୁଲ ଏକ ଜଳଜ ଉଦ୍ଭିଦ ହୋଇଥିବା ବେଳେ ଏହାର ଯେଉଁ ଅଂଶ ମାଟି ଭିତରେ ଥାଏ ତାହାକୁ ପୂର୍‌ନୀ କନ୍ଦା କୁହାଯାଏ। ଗ୍ରୀଷ୍ମ ଋତୁରେ ଯେଉଁ ପଦ୍ମ ପୋଖରୀ ଶୁଖିଯାଏ, ସେଠାରେ ମାଟି ଖୋଳି ଏହାକୁ ସଂଗ୍ରହ କରାଯାଏ। ପ୍ରାୟ ଏକ ଇଞ୍ଚରୁ ଦେଢ଼ ଇଞ୍ଚ ବ୍ୟାସ ବିଶିଷ୍ଟ ଟ୍ୟୁବ୍‌ ଆକୃତି ଇଷତ ମାଟିଆ ରଙ୍ଗର ଏହି […]
ବିଶେଷ  ସୁବର୍ଣ୍ଣପୁର 

ବିଦ୍ୟୁତ କର୍ମଚାରୀଙ୍କ ଗାଡି- ହାଇୱା ଧକ୍କା, ୩ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟୁପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବିଦ୍ୟୁ‌ତ୍‌ କର୍ମଚାରୀଙ୍କ ଗାଡ଼ିକୁ ଏକ ହାଇୱା ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ବିଦ୍ୟୁତ କର୍ମଚାରୀଙ୍କ ଗାଡି ବୋଲେରୋ ଓ ସାମ୍ନାପଟୁ ଆସୁଥିବା ଏକ ହାଇୱା ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ବୋଲେରୋରେ ଥିବା ୩ ବିଦ୍ୟୁତ୍‌ କର୍ମଚାରୀ ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଓଡ଼ିଶା  ବଡ ଖବର  ସୁବର୍ଣ୍ଣପୁର 

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ASI, ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଏଏସଆଇ ବୁଦୁ ଭୋଇ। ଏକ ଦୁର୍ଘଟଣା ମାମଲାରେ ଜବତ ହୋଇଥିବା ମୋଟରସାଇକେଲକୁ ଛାଡିବା ପାଇଁ ଜଣେ ଅଭିଯୋଗକାରୀଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଏହି ଲାଞ୍ଚ ଟଙ୍କା ନେଉଥିବାବେଲେ ମାଡିବସିଥିଲା ଭିଜିଲାନ୍ସ। ଖବର ଅନୁଯାୟୀ, ଗତ ଏକ ମାସ ଧରି ଅଭିଯୋଗକାରୀ ଏଏସଆଇ ବୁଦୁ ଭାଇଙ୍କୁ ତାଙ୍କ ମୋଟରସାଇକେଲ ଛାଡିବା ପାଇଁ ଅନୁରୋଧ କରି ଆସୁଥିଲେ। କିନ୍ତୁ ବୁଦୁ ଭୋଇ ଏହାକୁ ଛାଡିବା ପାଇଁ ୬ […]
ଓଡ଼ିଶା  ବଡ ଖବର  ସୁବର୍ଣ୍ଣପୁର 

ଭିଜିଲାନ୍ସ ଜାଲରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର, ଋଣ କରାଇ‌ଦେବାକୁ ନେଉଥିଲେ ୫ ହଜାର ଲାଞ୍ଚ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର । ଜଣେ ହିତାଧିକାରୀ ପିଏମ୍‌ଇଜିପି (ପିଏମ୍‌ ଏମ୍ପ୍ଲଏମେଣ୍ଟ ଜେନେରେସନ ପ୍ରୋଗ୍ରାମ୍‌)ରୁ ଋଣ କରାଇ ଦେବା ପାଇଁ ଜଣେ ହିତାଧିକାରୀଙ୍କ ନିକଟରୁ ୫ ହଜାର ଲାଞ୍ଚ ନେଇଥିବା ବେଳେ ଧରିଛି ଭିଜିଲାନ୍ସ ବିଭାଗ। ମିଳିଥିବା ସୂଚନା ଅନୁସାରେ ସୁନିଲ କୁମାର ମିଶ୍ର ପିଏମ୍‌ଇଜିପି ଋଣ ପାଇଁ ଆବେଦନ କରିଥିଲେ। ଏଥି ପାଇଁ ଅନେକ ଥର ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଯାଇଥିଲେ। ତାଙ୍କୁ ଋଣ ସହଜରେ ନମିଳିବାରୁ […]
ଓଡ଼ିଶା  ବଡ ଖବର  ସୁବର୍ଣ୍ଣପୁର 

ପ୍ରକୃତିର ଅପାର ଦାନ: ଦେଉଳଝରି

ସୁବର୍ଣ୍ଣପୁର (ଧରଣୀଧର ମିଶ୍ର): ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲାର ମଧ୍ୟ ଭାଗରେ ରହିଛି ଏକ ସୁନ୍ଦର ପ୍ରାକୃତିକ ସ୍ଥାନ ଦେଉଳଝରି। ଜଙ୍ଗଲ, ପର୍ବତ, ଝରଣା ସହ ପକ୍ଷୀଙ୍କ କାକଳି ଦେଉଳଝରିକୁ ଆକର୍ଷଣୀୟ କରି ଗଢି ତୋଳିଥିଲେ ମଧ୍ୟ ଏଯାଏଁ ଦେଉଳଝରିରେ ବିକାଶର ସୂର୍ଯ୍ୟ ଉଦୟ ହୋଇନି। ଅଗନା ଅଗନି ଜଙ୍ଗଲ ଭିତରେ ସୁଉଚ୍ଚ ପର୍ବତମାଳା। ଖୁବ୍‌ ମନୋରମ ପରିବେଶ। ଏହାରି ଭିତରେ ଠିକ ଦେଉଳ ଭଳି ଏକ ପାହାଡ଼ ରହିଛି। ପାହାଡ଼ ପାଦ ଦେଶରେ କୁଳୁ କୁଳୁ […]
ବିଶେଷ  ଓଡ଼ିଶା  ସୁବର୍ଣ୍ଣପୁର