ମନୋରଞ୍ଜନ

ହୃଦଘାତରେ ଆଖି ବୁଜିଲେ ବଲିଉଡର 'କ୍ରାନ୍ତିବୀର' ବର୍ଷୀୟାନ ଅଭିନେତା ନାନା ପାଟେକର
ଚେକ୍ ବାଉନ୍ସ ମାମଲା: ସୁପ୍ରିମକୋର୍ଟରେ ହାଜର ହେଲେ ରାଜପାଲ ଯାଦବ, ୧.୧୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ
ଇଣ୍ଡୋନେସିଆରେ ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚାଙ୍କ ବଡ଼ ଦୁର୍ଘଟଣା: ମେରୁଦଣ୍ଡରେ ଫ୍ରାକ୍ଚର, ଏୟାର ଆମ୍ବୁଲାନ୍ସରେ ଫେରିବେ ଭାରତ
ଏଆଇ କମ୍ପାନୀ ବିରୋଧରେ କୋର୍ଟରେ ପହଞ୍ଚିଲେ ଉର୍ବଶୀ ରୌତେଲା, ମାଗିଲେ ୭୦୦୦ କୋଟି ଟଙ୍କାର କ୍ଷତିପୂରଣ
ବଲିଉଡ୍ ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ, ୫୭ ବର୍ଷ ବୟସରେ କ୍ୟାନ୍‌ସରରେ ଆଖି ବୁଜିଲେ ଅଭିନେତା
ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଲେ ୟାମି ଗୌତମ; କହିଲେ, ‘ଏବେ ବି ନିଜକୁ ନୂଆ କଳାକାର ଭଳି ଲାଗୁଛି’

ଜୀବନଚର୍ଯ୍ୟା

କ'ଣ ଜୁମ୍ବା ପ୍ରକୃତରେ ଏକ ଫୁଲ୍-ବଡି ୱାର୍କଆଉଟ୍ ହୋଇପାରେ? ଜାଣନ୍ତୁ ଫିଟନେସ୍ ବିଶେଷଜ୍ଞଙ୍କ ମତ
ଦିନ ତମାମ ପରିଶ୍ରମ ପରେ ଶାନ୍ତିରେ ଶୋଇବା ପାଇଁ ଅସୁବିଧା ହେଉଛି କି? ଶୋଇବା ପୂର୍ବରୁ କରନ୍ତୁ ଏହି ସହଜ ଯୋଗାସନ
କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେବ ପିଆଜ ଚୋପା, ଜାଣନ୍ତୁ କଳା ଏବଂ ଘନ କେଶ ପାଇଁ ଏହାର ବ୍ୟବହାର
ଲିଭର ପାଇଁ ବରଦାନ ସାଜିବ କଫି: ୧୩ ବର୍ଷର ରିସର୍ଚ୍ଚରୁ ମିଳିଲା ବଡ଼ ଖୁସି ଖବର
ମଦ୍ୟପାନକୁ 'ନା' କହୁଛି ଆଜିର ଯୁବପିଢ଼ି: ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ପାଇଁ ବଦଳୁଛି ଜୀବନଶୈଳୀ
ଗର୍ଭାବସ୍ଥାର ତୃତୀୟ ତ୍ରୈମାସିକରେ ନିଦ୍ରାହୀନତା ସମସ୍ୟା ଦେଖାଦେଉଛି କି? ଜାଣନ୍ତୁ ବିଶେଷଜ୍ଞ ଡାକ୍ତର ସୁଶ୍ରୁତା ମୋକଦମ୍‌ଙ୍କ ପରାମର୍ଶ

ଯାଜପୁର

ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବ୍ୟାସନଗର କଲେଜରେ ବୋମାମାଡ଼: ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ଓ ହଷ୍ଟେଲକୁ ଟାର୍ଗେଟ, ଛାତ୍ରଛାତ୍ରୀ ଭୟଭୀତ

ଯାଜପୁର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ କଲେଜ କ୍ୟାମ୍ପସ । ଯାଜପୁର ସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଗତ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ଏବଂ ଛାତ୍ରାବାସକୁ ଲକ୍ଷ୍ୟ କରି କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ଏହି ଘଟଣା ପରେ କଲେଜ ପରିସରରେ ତୀବ୍ର ଉତ୍ତେଜନା ଓ...
ଓଡ଼ିଶା  ଯାଜପୁର 

ସ୍ତ୍ରୀକୁ ନେବାକୁ ଆସିଥିଲା ସ୍ୱାମୀ, ମୁହଁରେ ରଙ୍ଗ ବୋଳି ବେକରେ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲା ଶ୍ୱଶୁର

ବିଞ୍ଝାରପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ଜଣେ ଜ୍ୱାଇଁଙ୍କୁ ମାଡ଼ ମାରିବା ସହ ତାଙ୍କ ମୁଣ୍ଡରେ ରଙ୍ଗ ବୋଳି ବେକରେ ଜୋତାମାଳ ପିନ୍ଧାଇ ଗ୍ରାମରେ ବୁଲାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ଆନନ୍ଦ ଦାସ କଳିଝଗଡ଼ା ପରେ ବାପ ଘରକୁ ଚାଲିଆସିଥିବା ନିଜ ସ୍ତ୍ରୀଙ୍କୁ ନେବା ପାଇଁ କଲ୍ୟାଣପୁରସ୍ଥିତ...
ଓଡ଼ିଶା  ଯାଜପୁର 

ପ୍ରସ୍ତାବିତ ଠିପି ଖୋଲା ବିଦେଶୀ ମଦ ଦୋକାନକୁ ବିରୋଧ, ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ମହିଳା

ଯାଜପୁର: ପ୍ରସ୍ତାବିତ ଠିପି ଖୋଲା ବିଦେଶୀ ମଦ ଦୋକାନକୁ ବିରୋଧ କରି ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ମହିଳାଙ୍କ ସମେତ ଗ୍ରାମବାସୀ। ଯାଜପୁର ଜ଼ିଲ୍ଲା ଦଶରଥପୁରବ୍ଲକ ମଲ୍ଲୀକାପୁର ପଂଚାୟତ ମହାନ୍ତିପଟଣା ଗ୍ରାମରେ ଯାଜପୁର ଜ଼ିଲ୍ଲା ପ୍ରଶାସନ ଏକ ବିଦେଶୀ ଠିପି ଖୋଲା ମଦ ଦୋକାନ ଖୋଲିବା ନିମନ୍ତେ ଲାଇସେନ୍ସ ପ୍ରଦାନ କରିଛନ୍ତି। ପ୍ରସ୍ତାବିତ ମଦ ଦୋକାନ...
ଓଡ଼ିଶା  ଯାଜପୁର 

ଯାଜପୁରରେ ବର୍ଷା ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ନିଆରା ପ୍ରଥା: ପରସ୍ପରକୁ ବିବାହ କଲେ ଦୁଇ ପୁରୁଷ

ଯାଜପୁର: ରାଜ୍ୟରେ ମୌସୁମୀର ଆଗମନ ଓ ଭଲ ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ଯାଜପୁର ଜିଲ୍ଲାରେ ବର୍ଷା ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଜିଲ୍ଲାର କୋରାଇ ବ୍ଲକ ଅନ୍ତର୍ଗତ ଗହ୍ମାରିଆ ଗ୍ରାମରେ ଭଲ ବର୍ଷା ଆଶାରେ...
ବିଶେଷ  ଓଡ଼ିଶା  ଯାଜପୁର 

ପୁଅର ମୃତ୍ୟୁ ଖବର ଶୁଣି ସହିପାରିଲେନି ବାପା, ଗଛରେ ରଶି ଲଗାଇ ଜୀବନ ହାରିଦେଲେ

ଯାଜପୁର: ଏମିତି ବି ଆସେ ମୃତ୍ୟୁ । ପୁଅର ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କଲେ ବାପା । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କନିକାପଡ଼ା ପଞ୍ଚାୟତର ମାନସିପାଟଣା ଗାଁରେ ଘଟିଛି ଏପରି ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା । ଗୋଟିଏ ରାତିରେ ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟଙ୍କ ମୃତ୍ୟୁ ସମଗ୍ର...
ଓଡ଼ିଶା  ବଡ ଖବର  ଯାଜପୁର 

ଦହିବରା ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣା: ଯାଜପୁର ପୌରାଞ୍ଚଳରେ ୭ ଦିନ ପାଇଁ ସମସ୍ତ ଦହିବରା ଓ ଫାଷ୍ଟଫୁଡ଼ ଦୋକାନ ବନ୍ଦ ନିର୍ଦ୍ଦେଶ

ଯାଜପୁର: ଯାଜପୁର ଦଶରଥପୁରରେ ଦହିବରା ଖାଇ ବହୁ ଲୋକ ଆକ୍ରାନ୍ତ ଘଟଣା।  ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ପଦକ୍ଷେପ । ପୋୖରାଞ୍ଚଳରେ ଦହିବରା ଦୋକାନୀ, ବୁଲା ବିକାଳି ଓ ଫାଷ୍ଟଫୁଡ଼ ସେଣ୍ଟର ଉପରେ ଚଢାଉ ସହ ଆସନ୍ତା ୭ ଦିନ ପାଇଁ ଦୋକାନ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି ।  ସ୍ୱାସ୍ଥ୍ୟ ଅଧିକାରୀ ଡ ପ୍ରଦୀପ ଖୁଣ୍ଟିଆଙ୍କ...
ଓଡ଼ିଶା  ଯାଜପୁର 

ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ହାଇୱାକୁ ପଛରୁ ପିଟିଲା ବୋଲେରୋ, ୫ ମୃତ

ଯାଜପୁର: ବିବାହ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ, ବାଟରେ ଜଗିଥିଲା ଯମ । ହାଇୱାକୁ ପଛରୁ ପିଟିଲା ବୋଲେରୋ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ବିବାହ ସାରି ବରଯାତ୍ରୀ ଗାଡି ଫେରିବା ବେଳେ ଯାଜପୁର ଜିଲ୍ଲା ୫୩ନଂ ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡକ...
ଓଡ଼ିଶା  ବଡ ଖବର  ଯାଜପୁର 

ଯାଜପୁର କାଳୀମେଘା ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା: ୫ ଅଭିଯୁକ୍ତ ଗିରଫ, ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ

ଯାଜପୁର: ଯାଜପୁର ଟାଉନ ଥାନା କାଳୀମେଘା ନିକଟରେ ଗୁଳିମାଡ଼ରେ ସୌମ୍ୟ ସାମଲଙ୍କ ମୃତ୍ୟୁ ଘଟଣା । ସୌମ୍ୟଙ୍କ ପତ୍ନୀ ଶୁଭଶ୍ରୀ ବେହେରାଙ୍କ ସହ ୫ ଜଣଙ୍କୁ ଗିରଫ କଲା ପୋଲିସ । ଏହାସହିତ ମେଡିକାଲ କଲେଜ ପଛରୁ ମିଳିଛି ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ । ଗତ ୬ ତାରିଖ ରାତିରେ ଯାଜପୁର କାଳିମେଘା ନିକଟରେ ଯୁବକଙ୍କ...
ଓଡ଼ିଶା  ଯାଜପୁର 

ପୁଣି ଅଶାନ୍ତ ଯାଜପୁର: ଗୁଳିମାଡ଼ରେ ଯୁବକ ମୃତ, ପୋଲିସର ତଦନ୍ତ ଜାରି

ଯାଜପୁର: ଯାଜପୁର ସହରରେ ଗୁଳି ମାଡ଼। ଗୁଳି ମାଡ଼ରେ ଯୁବକ ମୃତ l ଘଟଣା ସ୍ଥଳଳେ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ ଆରମ୍ଭ l ଯାଜପୁର ସହର ର କାଳିମେଘା ନିକଟରେ ଗତକାଲି ବିଳମ୍ବିତ ରାତିରେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ।  ଗୁରୁତର ଯୁବକ ଜଣକ ହେଲେ କୁଆଁସରପୁର ଅଂଚଳର ସୋମ୍ୟ ରଞ୍ଜନ ସାମଲ...
ଓଡ଼ିଶା  ଯାଜପୁର 

ଭୁଲ୍ ଇଞ୍ଜେକ୍ସସନ ଯୋଗୁଁ ରୋଗୀ ମୃତ୍ୟ ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ୍ ଇଞ୍ଜେକ୍ସସନ ଯୋଗୁଁ ରୋଗୀ ମୃତ୍ୟ ଅଭିଯୋଗ। ମୃତକ ହେଲେ କୁଆଖିଆ ଥାନା ବାଉଁଶଅଣ୍ଟା ଗାଁର ଭରତ କୁମାର ଦାସ। ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର।
ଓଡ଼ିଶା  ଯାଜପୁର 

ଯାଜପୁରରେ ନାବାଳିକା ହକି ଖେଳାଳିଙ୍କୁ ଗଣଦୁଷ୍କର୍ମ, ପ୍ରଶିକ୍ଷକଙ୍କ ସମେତ ୪ ଅଭିଯୁକ୍ତ ଅଟକ

ଯାଜପୁର : ସାରା ରାଜ୍ୟରେ ଏବେ ନାରୀ ନିର୍ଯାତନାକୁ ନେଇ ହୁଲସ୍ତୁଲ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଯାଜପୁରରେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ହକି ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷକଙ୍କ ଦ୍ୱାରା ଜଣେ ନାବାଳିକା ଖେଳାଳିଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଅଭିଯୋଗ ମୁତାବକ, ଯାଜପୁର ଥାନା ଅଞ୍ଚଳର […]
ଓଡ଼ିଶା  ଯାଜପୁର 

ଡ଼ାଇରିଆ ସଂକ୍ରମଣ; ୨ ଜିଲ୍ଲାରେ ବଢିଲା ସ୍କୁଲ ଛୁଟି….

ଭଦ୍ରକ/ ଯାଜପୁର: ଡ଼ାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସ୍କୁଲ ଛୁଟିକୁ ବୃଦ୍ଧି କରାଯାଇଛି।  ଭଦ୍ରକରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପଳ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜଗୁଡିକୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।  ଆସନ୍ତା ୨୩ ତାରିଖରେ ଜିଲ୍ଲାରେ ଖୋଲିବ ସ୍କୁଲ ଓ କଲେଜ।  ଏହି ସମୟରେ ସ୍କୁଲ ଗୁଡିକର ପରିବେଶକୁ ସଫା ସୁତୁରା ରଖିବା ସହିତ ପାନୀୟ […]
ଓଡ଼ିଶା  ବଡ ଖବର  ଭଦ୍ରକ  ଯାଜପୁର