ରାୟଗଡ଼ା
<% catList.forEach(function(cat){ %> <%= cat.label %> <% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %> <%= node_description %>
<% } %> <% catList.forEach(function(cat){ %> <%= cat.label %> <% }); %>
ରାୟଗଡ଼ାରେ ଅଭାବନୀୟ ଘଟଣା: ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ
Published On
By Madhusudan Das
ରାୟଗଡ଼ା: ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ଶାନ୍ତିନଗର ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇ ଦୁଇ ଜଣ ନାବାଳିକାଙ୍କର ପ୍ରାଣହାନି ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକ ଦ୍ୱୟ ହେଲେ ପୂଜାରୀଗୁଡ଼ା ପଞ୍ଚାୟତ ଅଧୀନସ୍ଥ ବଡ଼ନାୟକଗୁଡ଼ା ଗ୍ରାମର ୧୨ ବର୍ଷୀୟା...
କ୍ରିକେଟ୍ ଖେଳୁଥିବା ବେଳେ ଟଳିପଡ଼ିଲେ ରାଜସ୍ୱ ନିରୀକ୍ଷକ, ହୃଦଘାତରେ ମୃତ୍ୟୁ ସନ୍ଦେହ
Published On
By Madhusudan Das
ରାୟଗଡ଼ା: କ୍ରିକେଟ ଖେଳ ହେଲା କାଳ । କ୍ରିକେଟ ଖେଳୁଥିବା ବେଳେ ହୃଦଘାତରେ ଚାଲିଗଲା RIଙ୍କ ଜୀବନ । କ୍ରିକେଟ୍ ଖେଳୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କର ମୃତ୍ୟୁ ହୋଇଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ନାମ ପି. ରାଜେଶ ବୋଲି ଜଣାପଡ଼ିଛି। ସେ...
MMDR ସଂଶୋଧନ ବିରୋଧରେ ରାୟଗଡରେ ବିଜେଡିର ବିଶାଳ ବିକ୍ଷୋଭ, ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ
Published On
By Madhusudan Das
ରାୟଗଡ: ସଂଶୋଧିତ ଏମଏମଡିଆର ଆଇନ-୨୦୨୬କୁ ବିରୋଧ କରି ରାୟଗଡ ସଦରମହକୁମାରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ରାୟଗଡ ସହରର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସେଠାରୁ ବିଶାଳ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।...
ରାୟଗଡ଼ାରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୧୨ ଗ୍ରାମବାସୀ ଗିରଫ
Published On
By Madhusudan Das
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣୁପୁର ପୁଲିସ ଏକ ବର୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି। ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୁଲିସ ଏହି ଘଟଣାରେ ୧୨ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି। ଗୋଠାଲପଦର ପଞ୍ଚାୟତ ଅନ୍ତର୍ଗତ କାକିତରା ଗାଁର ମାଟିଆ ପାଟିକା ଗତ ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ। ପରଦିନ ସକାଳେ...
ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ
Published On
By Madhusudan Das
ରାୟଗଡ: ଟ୍ରେନ ଧକ୍କାରେ ଚାଲିଗଲା ଦନ୍ତା ହାତୀର ଜୀବନ । ରାୟଗଡ ଜିଲ୍ଲା ବିଷମକଟକ ବନ ବିଭାଗ ଅଧୀନରୁ ଆସିଛି ଏପରି ଏକ ଦୁଃଖଦ ଖବର। ବିଷମକଟକ ଓ ଥେରୁବାଲି ରେଳ ଷ୍ଟେସନ ମଧ୍ୟରେ ବଡ଼ ବୃନ୍ଦାବାଡ଼ି ନିକଟ ରେଳଧାରଣାର କିଲୋମିଟର ୩୧୨/୫-୭ରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ବିଷମକଟକ ଷ୍ଟେସନରୁ ଥେରୁବାଲି ଅଭିମୁଖେ...
ରାୟଗଡ଼ା ଭିଡ଼ ହିଂସା ଓ ବର୍ବରତା: ଏନ୍ଜିଓ କର୍ମୀଙ୍କୁ ମାଡ଼ ଘଟଣାରେ ଆଉ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫ ସଂଖ୍ୟା ୨୦କୁ ବୃଦ୍ଧି
Published On
By Madhusudan Das
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଠାରେ ଘଟିଥିବା ଭିଡ଼ ହିଂସା ଓ ବର୍ବରତା ଘଟଣାରେ ପୋଲିସ ନିଜର କାର୍ଯ୍ୟାନୁଷ୍ଠାନକୁ କଡ଼ାକଡ଼ି କରିଛି। ଏନ୍ଜିଓ କର୍ମୀଙ୍କୁ ମାଡ଼ ଅଭିଯୋଗରେ ପୋଲିସ ଆହୁରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଗିରଫଦାରୀକୁ ମିଶାଇ ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ ୨୦ଜଣଙ୍କୁ ଗିରଫ କରିଛି ପୋଲିସ...
ନିଖିଲ ହାଡ଼ପା ହତ୍ୟାକାଣ୍ଡ ଘଟଣା: ବନ୍ଧାହେଲେ ଆଉ ୪ ଅଭିଯୁକ୍ତ, ଗିରଫ ସଂଖ୍ୟା ୧୬କୁ ବୃଦ୍ଧି
Published On
By Madhusudan Das
ରାୟଗଡା: ନିଖିଲ ହାଡ଼ପା ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ବଡ଼ ସଫଳତା । ଗତ ମେ ୯ତାରିଖରେ ରାୟଗଡା ସହର ଇନ୍ଦିରା କଲୋନୀରେ ଘଟିଥିବା ନିଖିଲ ହାଡ଼ପା ହତ୍ୟାକାଣ୍ଡ ଓ ଫାୟାରିଂ ଘଟଣାରେ ରାୟଗଡା ପୋଲିସ ଆଉ ୪ଜଣଙ୍କୁ ଗିରଫ କରିଛି । ପୂର୍ବରୁ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ, ଏବେ...
ନିଖିଲ ହତ୍ୟାକାଣ୍ଡକୁ କେନ୍ଦ୍ର କରି ରାୟଗଡ଼ାରେ ପୁଣି ଉତ୍ତେଜନା: ଥାନା ଆଗରେ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର
Published On
By Madhusudan Das
ରାୟଗଡ଼ା: ନିଖିଲ ହତ୍ୟାକାଣ୍ଡକୁ କେନ୍ଦ୍ର କରି ରାୟଗଡ଼ା ସହରରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ରାତିରେ ରାୟଗଡ଼ା ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି। ଏହି ଘଟଣାରେ ପଥରମାଡ଼ ଏବଂ ଆକ୍ରମଣ ଯୋଗୁଁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କିଛି ଦିନତଳେ ନିଖିଲ ହାଡ଼ପାକୁ ଗୁଳି କରି ହତ୍ୟା...
ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
Published On
By Madhusudan Das
ରାୟଗଡା: ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ରାତିରେ ଆସି ଘରର କବାଟ ଭାଙ୍ଗି ଆଲମିରାରୁ ସୁନା ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବ୍ୟବସାୟୀ ଶଙ୍କର ସେନାପତିଙ୍କ ଘରୁ ୮ ଭରି ସୁନା ଓ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ...
ଝରଣା ପାଣି ପିଇବାବେଳେ ପେଟକୁ ପଳାଇଲା ଜୋକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
Published On
By Madhusudan Das
ରାୟଗଡା: ପାଣି ସହ ପେଟକୁ ପଳାଇଲା ଜୋକ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ଯୁବକ । ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ବ୍ଲକ ରାଇଲିମା ଗାଁରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, ଜାଳେଣୀ କାଠ ଆଣିବାକୁ ଶ୍ୟାମ ହୁଈକା ସାଙ୍ଗମାନଙ୍କ ସହ ଜଙ୍ଗଲକୁ ଯାଇଥିଲେ । ଖରାରେ ଜୋରରେ ଶୋଷ ଲାଗିଥିଲା...
ରାୟଗଡ଼ାରେ ଅମାନବୀୟତା: ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର
Published On
By Tapas Ranjan Nanda
ରାୟଗଡ଼ା ସହରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ନବଜାତ ଶିଶୁ ପୁତ୍ରକୁ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିବା ବେଳେ ସେଠାରୁ ତା’ର ମୃତଦେହ ଉଦ୍ଧାର କରାଯାଇଛି। ସହରର ଗୋଦାବରୀଶ ନଗର ଅଞ୍ଚଳରେ ଏହି ଅମାନବୀୟ ଘଟଣା ଘଟିଥିବା ଜଣାପଡିଛି। ଆଜି ସକାଳୁ ଗୋଦାବରୀଶ ନଗର ଅଞ୍ଚଳର କିଛି ସ୍ଥାନୀୟ ଲୋକେ ରାସ୍ତା କଡ଼ରେ...
ରାୟଗଡ଼ାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଟ୍ୟାଙ୍କର ଧକ୍କାରେ ୩ ବାଇକ୍ ଆରୋହୀ ମୃତ
Published On
By Madhusudan Das
ରାୟଗଡ଼ା: ଟ୍ୟାଙ୍କର ଧକ୍କାରେ ଚାଲିଗଲା ୩ ବାଇକ୍ ଆରୋହୀଙ୍କ ଜୀବନ । ରାୟଗଡ଼ା ଜିଲ୍ଲା ଟିକିରି ମଶୁରିପଦର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ ୩ ବାଇକ୍ ଆରୋହୀଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି । ମୃତକ ମାନେ ହେଲେ ଟିକିରି ଥାନା ଅନ୍ତର୍ଗତ ମହତପୁଟ ଖୁରିଗାଁର ଗୋବିନ୍ଦ...



