ମନୋରଞ୍ଜନ

ହୃଦଘାତରେ ଆଖି ବୁଜିଲେ ବଲିଉଡର 'କ୍ରାନ୍ତିବୀର' ବର୍ଷୀୟାନ ଅଭିନେତା ନାନା ପାଟେକର
ଚେକ୍ ବାଉନ୍ସ ମାମଲା: ସୁପ୍ରିମକୋର୍ଟରେ ହାଜର ହେଲେ ରାଜପାଲ ଯାଦବ, ୧.୧୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ
ଇଣ୍ଡୋନେସିଆରେ ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚାଙ୍କ ବଡ଼ ଦୁର୍ଘଟଣା: ମେରୁଦଣ୍ଡରେ ଫ୍ରାକ୍ଚର, ଏୟାର ଆମ୍ବୁଲାନ୍ସରେ ଫେରିବେ ଭାରତ
ଏଆଇ କମ୍ପାନୀ ବିରୋଧରେ କୋର୍ଟରେ ପହଞ୍ଚିଲେ ଉର୍ବଶୀ ରୌତେଲା, ମାଗିଲେ ୭୦୦୦ କୋଟି ଟଙ୍କାର କ୍ଷତିପୂରଣ
ବଲିଉଡ୍ ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ, ୫୭ ବର୍ଷ ବୟସରେ କ୍ୟାନ୍‌ସରରେ ଆଖି ବୁଜିଲେ ଅଭିନେତା
ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଲେ ୟାମି ଗୌତମ; କହିଲେ, ‘ଏବେ ବି ନିଜକୁ ନୂଆ କଳାକାର ଭଳି ଲାଗୁଛି’

ଜୀବନଚର୍ଯ୍ୟା

କ'ଣ ଜୁମ୍ବା ପ୍ରକୃତରେ ଏକ ଫୁଲ୍-ବଡି ୱାର୍କଆଉଟ୍ ହୋଇପାରେ? ଜାଣନ୍ତୁ ଫିଟନେସ୍ ବିଶେଷଜ୍ଞଙ୍କ ମତ
ଦିନ ତମାମ ପରିଶ୍ରମ ପରେ ଶାନ୍ତିରେ ଶୋଇବା ପାଇଁ ଅସୁବିଧା ହେଉଛି କି? ଶୋଇବା ପୂର୍ବରୁ କରନ୍ତୁ ଏହି ସହଜ ଯୋଗାସନ
କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେବ ପିଆଜ ଚୋପା, ଜାଣନ୍ତୁ କଳା ଏବଂ ଘନ କେଶ ପାଇଁ ଏହାର ବ୍ୟବହାର
ଲିଭର ପାଇଁ ବରଦାନ ସାଜିବ କଫି: ୧୩ ବର୍ଷର ରିସର୍ଚ୍ଚରୁ ମିଳିଲା ବଡ଼ ଖୁସି ଖବର
ମଦ୍ୟପାନକୁ 'ନା' କହୁଛି ଆଜିର ଯୁବପିଢ଼ି: ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ପାଇଁ ବଦଳୁଛି ଜୀବନଶୈଳୀ
ଗର୍ଭାବସ୍ଥାର ତୃତୀୟ ତ୍ରୈମାସିକରେ ନିଦ୍ରାହୀନତା ସମସ୍ୟା ଦେଖାଦେଉଛି କି? ଜାଣନ୍ତୁ ବିଶେଷଜ୍ଞ ଡାକ୍ତର ସୁଶ୍ରୁତା ମୋକଦମ୍‌ଙ୍କ ପରାମର୍ଶ

ସମ୍ବଲପୁର

ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ: ଗିରଫ ହେଲେ ୩ ଭାଇଭଉଣୀ

ସମ୍ବଲପୁର: ସମ୍ବଲପୁରରେ ଏକ ବଡ଼ ଧରଣର ସାଇବର ଠକେଇ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏକ ନକଲି ଫେସବୁକ୍ ଆକାଉଣ୍ଟ୍ ଜରିଆରେ ଜଣେ ବ୍ୟାଙ୍କ୍ ଅଧିକାରୀଙ୍କୁ ଟଙ୍କା ଦ୍ୱିଗୁଣିତ କରିବାର ପ୍ରଲୋଭନ ଦେଖାଇ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ସମ୍ବଲପୁର ସାଇବର ପୋଲିସ ଦୁଇ ଭଉଣୀ ଓ ଜଣେ ଭାଇଙ୍କୁ ଗିରଫ କରିଛି। ଗିରଫ...
ଓଡ଼ିଶା  ସମ୍ବଲପୁର 

ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୋମବାର ସକାଳେ ଜଣେ ସ୍କୁଲ୍ ଛାତ୍ରଙ୍କ ଉପରକୁ ତୀରମାଡ଼ ହୋଇଥିବା ବେଳେ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ତାଙ୍କ ବ୍ୟାଗରେ ଥିବା ଏକ ଟିଫିନ୍ ପ୍ଲେଟ୍ କାରଣରୁ ଛାତ୍ରଜଣକ ଏହି ମାରଣାନ୍ତକ ଆକ୍ରମଣରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି...
ଓଡ଼ିଶା  ସମ୍ବଲପୁର 

ସମ୍ବଲପୁରରେ କେରଳର ପ୍ରବାସୀ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ଘଟଣା: ୫ରୁ ଅଧିକ ଗିରଫ

ସମ୍ବଲପୁର: କେରଳ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ୫ରୁ ଅଧିକ ଗିରଫ । ଏ ନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି । ଆକ୍ରମଣର ଶିକାର ହୋଇଥିବା ଶ୍ରମିକଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ତାଙ୍କୁ ଟ୍ରେନ୍‌ ଯୋଗେ ପୋଲିସ କେରଳ ପଠାଇ ଦେଇଥିବା ସୂଚନା ମିଳିଛି ।  ସୂଚନାଯୋଗ୍ୟ, ରବିବାର ଦିନ ସମ୍ବଲପୁର ଜିଲ୍ଲା...
ଓଡ଼ିଶା  ସମ୍ବଲପୁର 

ସମ୍ବଲପୁରରେ ଶୀତଳଷଷ୍ଠୀ ପାଇଁ ଜୁନ୍ ୨୦ରେ ଛୁଟି ଘୋଷଣା, ସୁରକ୍ଷା ପାଇଁ ୮୦ ପ୍ଲାଟୁନ୍ ପୋଲିସ ମୁତୟନ

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ ପାଇଁ ଆସନ୍ତା ଜୁନ୍ ୨୦ ତାରିଖରେ ଛୁଟି ଘୋଷଣା ହୋଇଛି । ଉତ୍ତରାଞ୍ଚଳ ଆର୍‌ଡିସି (RDC)ଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ସମ୍ବଲପୁର ଉପଖଣ୍ଡର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କିନ୍ତୁ ଜିଲ୍ଲାର ଅନ୍ୟ ଅଞ୍ଚଳରେ ହେବନି ଛୁଟି । କୁଚିଣ୍ଡା ଓ...
ଓଡ଼ିଶା  ସମ୍ବଲପୁର 

ବିବାହ ପ୍ରସ୍ତାବ ଭାଙ୍ଗିଯିବାରୁ ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ପ୍ରେମିକ ଗିରଫ

ସମ୍ବଲପୁର: ଜଣେ ମହିଳାଙ୍କ ଅଶ୍ଲୀଳ/ବ୍ୟକ୍ତିଗତ ଫଟୋ ଭାଇରାଲ କରିବା ଅଭିଯୋଗରେ ସାଇବର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନା, ସମ୍ୱଲପୁର କେସ୍‌‌ ନଂ. ୯/୧୮-୩-୨୦୨୬ ଦଫା ୭୮/୭୯/୩୧୯(୨) ବିଏନ୍‌‌ଏସ୍‌‌/ ଧାରା ୬୭/୬୭(ଏ) ଆଇଟି ଆଇନ୍‌‌ ଅନୁଯାୟୀ ୭୮/୭୯/୩୧୯(୨) ବିଏନ୍‌‌ଏସ୍‌‌/ ଧାରା ୬୬(ସି)/୬୭/୬୭(ଏ)...
ଓଡ଼ିଶା  ସମ୍ବଲପୁର 

ସମ୍ବଲପୁର ଅବକାରୀ ବିଭାଗରେ ମହାଘୋଟାଲା: ୩.୬୭ କୋଟି ଟଙ୍କା ହେରଫେର୍, ୨ଗିରଫ

ସମ୍ବଲପୁର: ସମ୍ବଲପୁର ଅବକାରୀ ବିଭାଗରେ ମହାଘୋଟାଲା ।  ସରକାରୀ ଖଜଣାରୁ ୩କୋଟି ୬୭ ଲକ୍ଷ ଟଙ୍କା  ହେରଫେର୍ ମାମଲାରେ ୨ଜଣ ଗିରଫ । ଅବକାରୀ କାର୍ଯ୍ୟାଳୟରେ ଆର୍ଥିକ ଅନିୟମିତତା ସମ୍ବନ୍ଧୀୟ ୩.୬୭ କୋଟି ଟଙ୍କା ଘୋଟାଲା ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ୨୩ ଲକ୍ଷ ୪୬ ହଜାର...
ଓଡ଼ିଶା  ବଡ ଖବର  ସମ୍ବଲପୁର 

ତ୍ରିକୋଣୀୟ ପ୍ରେମକୁ ନେଇ ରାସ୍ତା ମଝିରେ ହାଟନାଟ; ପୁଅର ମୁହଁକୁ ଝିଅ ଛେପ ପକାଇବା ପରେ ସାଙ୍ଘାତିକ ଝଗଡା

ସମ୍ବଲପୁର: ତ୍ରିକୋଣୀୟ ପ୍ରେମକୁ ନେଇ ରାସ୍ତା ମଝିରେ ତୁମୁଳକାଣ୍ଡ । ମୁହାଁମୁହିଁ ହୋଇଗଲେ ବୟଫ୍ରେଣ୍ଡ ସହ ଦୁଇ ପ୍ରେମିକା । ଦ୍ଵିତୀୟ ପ୍ରେମିକାଙ୍କୁ ନେଇ ପୁରୁଷ ବନ୍ଧୁ ଯାଉଥିବା ସମୟରେ ଭେଟ ହୋଇଗଲା ପ୍ରଥମ ପ୍ରେମିକା । ଆଉ ତା' ପରେ ରାସ୍ତା ମଝିରେ ଆରମ୍ଭ ହୋଇଗଲା ହାଇଭୋଲଟେଜ୍ ଡ୍ରାମା । କଥା କଟାକଟିରୁ ଆରମ୍ଭ...
ଓଡ଼ିଶା  ସମ୍ବଲପୁର 

ଡିଜିଏମ୍ଏସ୍ ବାର୍ଷିକ ଖଣି ସୁରକ୍ଷା ପକ୍ଷରେ ବେଦାନ୍ତ ଆଲୁମିନିୟମ ଜାମଖାନି କୋଇଲା ଖଣିର ରେକର୍ଡ

ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ସମ୍ବଲପୁରରେ ଆୟୋଜିତ ବାର୍ଷିକ ଖଣି ସୁରକ୍ଷା ପକ୍ଷ (ଏଏମ୍ଏସ୍ଏଫ୍) ପୁରସ୍କାର ସମାରୋହରେ ନିଜର ସୁରକ୍ଷା ନେତୃତ୍ୱକୁ ପ୍ରଦର୍ଶିତ କରିଛି। ଜାମଖାନି କୋଇଲା ଖଣି ସାମଗ୍ରିକ ଭାବେ ଶ୍ରେଷ୍ଠ ଖଣି ପୁରସ୍କାର ହାସଲ କରିଥିଲା ଏବଂ ଠିକାଦାର (ଏମଡିଓ) ବର୍ଗରେ ପ୍ରଥମ...
ଓଡ଼ିଶା  ସମ୍ବଲପୁର 

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ତହସିଲଦାର

ସମ୍ବଲପୁର: ଲାଞ୍ଚ ନେଇ ଧରାପଡିଲେ ତହସିଲଦାର। ବାମର ତହସିଲଦାର ଅଶ୍ଵିନୀ ପଣ୍ଡା ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରିଲା ଭିଜିଲାନ୍ସର ସ୍ଵତନ୍ତ୍ର ଟିମ୍। ଜମି ମ୍ୟୁଟେଶନ ପାଇଁ ଲାଞ୍ଚ ନେଉଥିଲେ ତହସିଲଦାର।
ଓଡ଼ିଶା  ବଡ ଖବର  ସମ୍ବଲପୁର 

ସତର୍କ ରୁହନ୍ତୁ ତଳିଆ ଅଞ୍ଚଳର ଲୋକେ, ଖୋଲିଲା ହୀରାକୁଦର ୧୬ ଗେଟ୍‌

କଟକ/ସମ୍ବଲପୁର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୁତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଗତକାଲିଠୁ ରାଜ୍ୟରେ ବର୍ଷା ଲାଗିରହିଛି। ରାଜ୍ୟରେ ଏହି ଲଘୁଚାପ ଜନିତ ବର୍ଷା ଆଉ ଦୁଇ ଦିନ ଲାଗି ରହିବ। ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ,ହୀରାକୁଦ ଜଳଭଣ୍ଡାରରେ ଧୀରେଧୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ […]
ବଡ ଖବର  ସମ୍ବଲପୁର 

ସ୍କୁଲରେ ଥାର୍ଡ ଡିଗ୍ରୀ, ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର

ସମ୍ବଲପୁର: ସ୍କୁଲରେ ଥାର୍ଡ ଡିଗ୍ରୀ। ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର । ସମ୍ବଲପୁର ଶାସନ ଥାନା ଅଞ୍ଚଳର ଏକ ଘୋରୋଇ ସ୍କୁଲରେ ଶିକ୍ଷକଙ୍କ ମାଡରେ ଛାତ୍ରଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିବା ଜଣାପଡ଼ିଛି। ସିଟି ସ୍କାନରେ ଆସିଲା ରିପୋର୍ଟ। ଛାତ୍ରଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବା ଛାତ୍ରଙ୍କ ପରିବାର ଲୋକଙ୍କ ସାଙ୍ଘାତିକ ଅଭିଯୋଗ। ଲେଖିବାରେ ବିଳମ୍ବ କରିବାରୁ ମୁଣ୍ଡକୁ ମାଡ ମାରିଥିଲେ ଶିକ୍ଷକ।
ଓଡ଼ିଶା  ସମ୍ବଲପୁର 

କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କଲା ପୁଲିସ, ବାମ ଗୋଡ଼ରେ ବାଜିଛି ଗୁଳି

ସମ୍ବଲପୁର: ସମ୍ବଲପୁରରେ ପୁଲିସ ଜଣେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କରିଥିବା ଜଣାଯାଇଛି। ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ମହମ୍ମଦ ସାମଦକୁ ଏନକାଉଣ୍ଟର କରିଛି ପୁଲିସ। ତାର ବାମ ଗୋଡ଼ରେ ଗୁଳି ବାଜିଛି। ସୂଚନା ଅନୁଯାୟୀ, ଗତ ରାତିରେ ମହମ୍ମଦ ସାମଦ ଓ ତାର ଭାଇ ମହମ୍ମଦ ଓ୍ବାସିମ ଛୁରାମାଡ଼ କରି ଆସଫ ଖାନଙ୍କୁ ହତ୍ୟା କରିଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବାବେଳେ ପୁଲିସ ଉପରକୁ ଗୁଳିଚାଳନା କରିଥିଲା ଅଭିଯୁକ୍ତ। ଏହାପରେ ପୁଲିସ ପାଲଟା ଗୁଳି ଚଳାଇଥିଲା […]
ଓଡ଼ିଶା  ବଡ ଖବର  ସମ୍ବଲପୁର