ମନୋରଞ୍ଜନ

୧୬ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ ଓ ପିଛା କରିବା ଅଭିଯୋଗରେ ଟିଭି ଅଭିନେତା ରୋହିତ ଚନ୍ଦେଲ ଗିରଫ
ଚେକ୍ ବାଉନ୍ସ ମାମଲାରେ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ଝଟକା: ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ୩ ମାସର ଜେଲ ଦଣ୍ଡ
ଏକ୍ସ-ୱାଇଫ୍ ସୀମା ସଜଦେହଙ୍କୁ ଦେଖି ଛାଡ଼ପତ୍ର ପାଇଁ ନିଜକୁ ଦାୟୀ କଲେ ସୋହେଲ୍ ଖାନ୍: କହିଲେ 'ଯଦି କିଛି ଭୁଲ୍ ହୋଇଥାଏ...'
ଇଣ୍ଡିଆନ୍ ଆଇଡଲ୍‌ ଗ୍ରାଣ୍ଡ ଫିନାଲେରେ ଜ୍ୟୋତିର୍ମୟୀ: ଜାତୀୟ ମଞ୍ଚରେ ଚମକିଲା ଓଡ଼ିଶାର ଗର୍ବ
ଅଭିନୟ ଛାଡ଼ିବା ନିଷ୍ପତ୍ତିରୁ ଓହରିଲେ ରବି ମୋହନ: ପ୍ରଶଂସକଙ୍କୁ କ୍ଷମା ମାଗିବା ସହ କହିଲେ, 'ଆଉ କେବେ ନିରାଶ କରିବି ନାହିଁ'
ଦିଲଜିତଙ୍କ ଫିଲ୍ମ 'ସତଲୁଜ' ବିବାଦ: ପବ୍ଲିକ୍ ସ୍କ୍ରିନିଂ କରିବ ଦିଲ୍ଲୀ ଶିଖ୍ କମିଟି, ଖାଲଡ଼ାଙ୍କ ଉପରେ ହେବ ସେମିନାର

ନିଯୁକ୍ତି

ପୋଲିସ ବିଭାଗରେ ମାନବ ସମ୍ବଳ କମ୍‌ ରହିଛି, ଖାଲି ପଡ଼ିଛି ୩୩ ହଜାର ପଦବୀ: ଡିଜିପି

କଟକ: ଓଡ଼ିଶା ପୋଲିସରେ ଖାଲି ପଡ଼ିଛି ପ୍ରାୟ ୩୩ ହଜାର ପଦବୀ । ପୋଲିସ ବିଭାଗରେ ମାନବ ସମ୍ବଳ କମ୍ ରହିଛି ବୋଲି ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ. ବି. ଖୁରାନିଆ। ଏହା ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ...
ଓଡ଼ିଶା  ବଡ ଖବର  ନିଯୁକ୍ତି 

ଅକ୍ଟୋବର ସୁଦ୍ଧା ଶେଷ ହେବ ଓଡ଼ିଶା SI ପରୀକ୍ଷା ୨୦୨୬, ସୂଚନା ଦେଲେ OUSSSC ଅଧ୍ୟକ୍ଷ

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ସବ୍-ଇନ୍ସପେକ୍ଟର (SI) ପରୀକ୍ଷା ପ୍ରକ୍ରିୟା ଶେଷ କରାଯିବ ବୋଲି ଓଡ଼ିଶା ୟୁନିଫର୍ମଡ୍ ସର୍ଭିସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OUSSSC) ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟର ହଜାର ହଜାର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏହି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ବିଜ୍ଞପ୍ତି ପ୍ରକାଶ ପରେ ବୟସ ସୀମା...
ଓଡ଼ିଶା  ବଡ ଖବର  ନିଯୁକ୍ତି 

୬ ଲକ୍ଷରୁ ୨ କୋଟି ଟଙ୍କାର ବାର୍ଷିକ ପ୍ୟାକେଜ୍: ପୁଣେ ଯୁବତୀ ସେୟାର କଲେ ସଫଳତାର ଟିପ୍ସ

ବର୍ତ୍ତମାନ ସମୟରେ କ୍ୟାରିୟରକୁ ନେଇ ଅନେକ ଯୁବପିଢ଼ି ଚିନ୍ତିତ ଥିବା ବେଳେ ପୁଣେର ଜଣେ ସ୍ନାତକ (ଗ୍ରାଜୁଏଟ୍) ଯୁବତୀ ନିଜର ସଫଳତା ମାଧ୍ୟମରେ ଅନେକଙ୍କ ପାଇଁ ଉଦାହରଣ ସାଜିଛନ୍ତି। ନିକଟରେ ସେ ସାମାଜିକ ଗଣମାଧ୍ୟମରେ ନିଜର କ୍ୟାରିୟର ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କିପରି ଭାରତରେ ୬ ଲକ୍ଷ ଟଙ୍କାର ବାର୍ଷିକ...
ନିଯୁକ୍ତି 

ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ସୁଯୋଗ: ୭,୬୬୪ ପଦ ପାଇଁ ପ୍ରକ୍ରିୟା ଆରମ୍ଭ, ଏଥିରେ ରହିଛି ୯୩୩ଟି SI ପଦବୀ

ଭୁବନେଶ୍ୱର: ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ଘୋଷଣା । ୭,୬୬୪ ପଦ ପାଇଁ ପ୍ରକ୍ରିୟା ଆରମ୍ଭ । ଏଥର ଆଉ OPRB ନୁହେଁ OUSSSC କରିବ ପରୀକ୍ଷା । କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍‌-ଇନ୍ସପେକ୍ଟର (SI) ପର୍ଯ୍ୟନ୍ତ ମୋଟ ୭,୬୬୪ଟି ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ୍...
ଓଡ଼ିଶା  ବଡ ଖବର  ନିଯୁକ୍ତି 

ହାତରେ ଡିଗ୍ରୀ, ମାସିକ ଦରମା ମାତ୍ର ୧୦ ହଜାର: ନୋଏଡାରେ ଗ୍ରାଜୁଏଟମାନେ କାହିଁକି ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି?

ନୋଏଡାର ରାସ୍ତାରେ କର୍ମଚାରୀଙ୍କ କ୍ରୋଧ ଏବଂ ଆନ୍ଦୋଳନ କେବଳ ଦରମା ବୃଦ୍ଧିର ଦାବି ନୁହେଁ, ବରଂ ଏହା ଆମ ଶିକ୍ଷା ବ୍ୟବସ୍ଥାର ବିଫଳତାର ଏକ ଜ୍ୱଳନ୍ତ ଉଦାହରଣ। ନୋଏଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଏବେ ଏକ ଚକିତ କଲା ଭଳି ଦୃଶ୍ୟ ସାମ୍ନାକୁ ଆସିଛି। ବିଏ (BA), ବିକମ୍ (BCom) ଏବଂ ଏପରିକି ବିଟେକ୍...
ଦେଶ- ବିଦେଶ  ନିଯୁକ୍ତି 

ଭାରତୀୟ ସଂସଦରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ଜାଣନ୍ତୁ ଖାଲିଥିବା ପଦବୀ, ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା

ପ୍ରତ୍ୟେକ ଯୁବକଯୁବତୀଙ୍କ ପାଇଁ ସରକାରୀ ଚାକିରି କରିବା ଏକ ବଡ଼ ସ୍ୱପ୍ନ ହୋଇଥିବା ବେଳେ, ଦେଶର ସର୍ବୋଚ୍ଚ ଗଣତାନ୍ତ୍ରିକ ପୀଠ ଭାରତୀୟ ସଂସଦ (Indian Parliament)ରେ କାର୍ଯ୍ୟ କରିବା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଅନେକ ସମୟରେ ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ ଥାଏ ଯେ ସଂସଦରେ ଚାକିରି କିପରି ମିଳେ ଏବଂ ଏଥିପାଇଁ...
ବିଶେଷ  ନିଯୁକ୍ତି 

ପଶ୍ଚିମ ରେଳବାଇରେ ବଡ଼ ନିଯୁକ୍ତି ସୁଯୋଗ: ୫୩୪୯ ଆପ୍ରେଣ୍ଟିସ ପଦବୀ ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ ସବିଶେଷ ତଥ୍ୟ

ରେଳବାଇରେ ଚାକିରି କରିବାକୁ ଲକ୍ଷ୍ୟ ରଖିଥିବା ଯୁବକଯୁବତୀଙ୍କ ପାଇଁ ଏକ ଖୁସି ଖବର। ରେଳ ନିଯୁକ୍ତି ସେଲ୍ (RRC), ପଶ୍ଚିମ ରେଳବାଇ ପକ୍ଷରୁ ୨୦୨୬ ବର୍ଷ ପାଇଁ ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୫୩୪୯ଟି ପଦବୀ ପୂରଣ କରାଯିବ। ଆଜିଠାରୁ ଅର୍ଥାତ୍ ଫେବୃଆରୀ ୨୧ରୁ ଅନଲାଇନ୍...
ନିଯୁକ୍ତି 

ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର: RBIରେ ୬୫୦ ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଜାଣନ୍ତୁ କିପରି କରିବେ ଆବେଦନ

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। ଆରବିଆଇ ପକ୍ଷରୁ 'ଆସିଷ୍ଟାଣ୍ଟ' ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି (RBI Assistant Recruitment 2026) ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସମୁଦାୟ ୬୫୦ଟି ପଦବୀ ପୂରଣ କରାଯିବ। ଇଚ୍ଛୁକ ଓ ଯୋଗ୍ୟ...
ବିଶେଷ  ନିଯୁକ୍ତି 

RRB JE ୨୦୨୬: ବଦଳିଲା ପରୀକ୍ଷା ତାରିଖ, ଜାରି ହେଲା ସିଟି ଇଣ୍ଟିମେସନ୍ ସ୍ଲିପ୍; ଜାଣନ୍ତୁ କେବେ ମିଳିବ ଆଡମିଟ୍ କାର୍ଡ

ରେଳବାଇ ନିଯୁକ୍ତି ବୋର୍ଡ (RRB) ପକ୍ଷରୁ ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ବୋର୍ଡ ପକ୍ଷରୁ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯିବା ସହ ପରୀକ୍ଷାର୍ଥୀଙ୍କ ପାଇଁ City Intimation Slip (ସହର ସୂଚନା ସ୍ଲିପ୍) ଜାରି କରାଯାଇଛି। ଯେଉଁ ପ୍ରାର୍ଥୀମାନେ ଏହି...
ନିଯୁକ୍ତି 

ଜାଣନ୍ତୁ କାର୍ଯ୍ୟ ଚାପକୁ କିଭଳି ଭାବେ ନିୟନ୍ତ୍ରଣ କରିବେ…

ଏବର ସମୟରେ ଜେନେରେସନ ଜେଡ୍‌ ବା ଜେନ୍-ଜିଙ୍କ ସଂଖ୍ୟା ଦ୍ରୁତ ଭାବେ ବୃଦ୍ଧି ପାଉଛି। ଏହି ପିଢ଼ିଙ୍କ ପାଖରେ ଅଧିକ ଉତ୍ସାହ, ଆତ୍ମବିଶ୍ବାସ ଓ ଉର୍ଜା ଦେଖିବାକୁ ମିଳୁଛି। ଏହା ସତ୍ତ୍ବେ ବି ସେମାନେ କାର୍ଯ୍ୟ ଚାପକୁ ନେଇ ଚିନ୍ତିତ ରହୁଛନ୍ତି। ଏହି ପିଢ଼ିଙ୍କ କାମ କରିବା ତରିକା ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଥବା ବେଳେ ସେମାନେ କାର୍ଯ୍ୟ ଚାପକୁ କିଭଳି ଭାବେ ନିୟନ୍ତ୍ରଣ କରିବେ, ସେ ସମ୍ପର୍କରେ ଜାଣିବା। ଜରୁରି କାମକୁ ପ୍ରଥମେ କରନ୍ତୁ: ୧୯୯୭-୨୦୧୨ ମଧ୍ୟରେ […]
ନିଯୁକ୍ତି 

ଫ୍ରିଲାନ୍ସିଂ କରିବା ପୂର୍ବରୁ ଏହି ସବୁ ଦିଗ ଉପରେ ଦିଅନ୍ତୁ ଧ୍ୟାନ…

ଫ୍ରିଲାନ୍ସିଂରେ କ୍ୟାରିୟର କରିବାର ଅନେକ ବିକଳ୍ପ ଅଛି। ଏଥିରେ ସ୍ବାଧୀନ ଭାବେ କାମ କରାଯାଏ। ଫ୍ରିଲାନ୍ସିଂ ମାଧ୍ୟମରେ ଚାକିରି ସହିତ ଅତିରିକ୍ତ ଆୟ କରିବା ସମ୍ଭବପର। ତେବେ ଫ୍ରିଲାନ୍ସିଂ କରିବା ପୂର୍ବରୁ କେଉଁ ସବୁ ଦିଗ ଉପରେ ଧ୍ୟାନ ଦେବା ଦରକାର, ସେ ସମ୍ପର୍କରେ ଜାଣିବା। ଯେଉଁ କ୍ଷେତ୍ରରେ ରୁଚି ଅଛି ତାହାକୁ ପ୍ରଥମେ ଜାଣନ୍ତୁ। -ରୁଚି ଥିବା କାମରେ ଫ୍ରିଲାନ୍ସିଂ କରିବା ଭଲ। -ଅନଲାଇନ୍‌ ମାଧ୍ୟମରେ କିଛି କାମ ଶିଖି, ଫ୍ରିଲାନ୍ସିଂ କରିପାରିବେ। -ଫ୍ରିଲାନ୍ସିଂ ଯେଉଁ […]
ନିଯୁକ୍ତି 

ପାଠପଢ଼ା ପାଇଁ ଏଆଇ ଟୁଲ୍‌

ଏଆଇ ଯୁଗରେ ପଢ଼ାଲେଖା କରିବା ଖୁବ୍ ସହଜ ହୋଇଗଲାଣି। ସ୍କୁଲ ଏବଂ କଲେଜର ବିଦ୍ୟାର୍ଥୀମାନେ ପଢ଼ାରେ ଏଆଇର ସାହାଯ୍ୟ ନେଉଛନ୍ତି। ଅବଶ୍ୟ ଏଆଇ ଟୁଲ୍‌ର ଉପଯୋଗ ପଢ଼ାରେ କଲେ ବି ସମ୍ପୂର୍ଣ୍ଣ ଭାବେ ଏହା ଉପରେ ନିର୍ଭଶୀଳ ହେବା ଅନୁଚିତ। ଏହାକୁ ସୀମିତ ସମୟ ପାଇଁ ଉପଯୋଗ କରିବା ଭଲ। ସେହିପରି ଛାତ୍ରମାନେ ଶିକ୍ଷକଙ୍କୁ ଜଣାଇ ଏଆଇ ଟୁଲ୍‌ର ବ୍ୟବହାର କରିବା ଉଚିତ। ତେବେ ହୋମୱର୍କ, ପରୀକ୍ଷା ପ୍ରସ୍ତୁତି ଏବଂ ନୋଟ୍‌ ତିଆରି କରିବା ପାଇଁ କିଛି […]
ବିଶେଷ  ନିଯୁକ୍ତି