ଗଞ୍ଜାମ
<% catList.forEach(function(cat){ %> <%= cat.label %> <% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %> <%= node_description %>
<% } %> <% catList.forEach(function(cat){ %> <%= cat.label %> <% }); %>
ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୨ ମୃତ, ୬ ଆକ୍ରାନ୍ତ
Published On
By Madhusudan Das
ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଧରାକୋଟ ଅନ୍ତର୍ଗତ ପାଠଶାଳା ମଲିକ ସାହିରେ ଝାଡ଼ାବାନ୍ତି ଆତଙ୍କ ଖେଳାଇଛି। ଏହି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା କାରଣରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥିତ ଏମକେସିଜି (MKCG) ମେଡିକାଲ କଲେଜ...
ଗଣେଶ ଭସାଣିବେଳେ ଅଘଟଣ, ଜେନେରେଟରରେ ନିଆଁ ଲାଗି ୫ ଶିଶୁ ଗୁରୁତର
Published On
By Madhusudan Das
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମପୁର ସହରରେ ଗଣେଶ ମୂର୍ତ୍ତି ଭସାଣି ଶୋଭାଯାତ୍ରା ସମୟରେ ଏକ ବଡ଼ ଅଘଟଣ ଘଟିଛି। ଏହି ଶୋଭାଯାତ୍ରାରେ ବ୍ୟବହୃତ ଏକ ଜେନେରେଟରରେ ହଠାତ୍ ନିଆଁ ଲାଗିଯିବା ଫଳରେ ୫ ଜଣ ଶିଶୁ ଗୁରୁତର ଭାବେ ପୋଡ଼ି ହୋଇଯାଇଛନ୍ତି। ଆହତ ହୋଇଥିବା ଶିଶୁମାନେ ହେଲେ ସୀତାରାମପୁର ଅଗ୍ରହାରମ୍ ସାହିର ବାସିନ୍ଦା ୪...
ଗଞ୍ଜାମରେ ଅଭାବନୀୟ ଘଟଣା: ଲିଫ୍ଟ ନଦେବାରୁ ଯୁବକଙ୍କ ବେକ କାଟିଲେ ଦୁର୍ବୃତ୍ତ
Published On
By Madhusudan Das
ଗଞ୍ଜାମ: ଲିଫ୍ଟ ନଦେବାରୁ ଯୁବକଙ୍କ ବେକ କାଟିଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖଣ୍ଡୁର ଛକ ନିକଟରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ବାଇକରେ ଲିଫ୍ଟ ନଦେବାରୁ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ବେକ କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ...
ପୁରୁଷ ବନ୍ଧୁଙ୍କ ଘରୁ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
Published On
By Madhusudan Das
ଦିଗପହଣ୍ଡି: ପୁରୁଷ ବନ୍ଧୁଙ୍କ ଘରୁ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏପରି ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ତାଙ୍କ ପୁରୁଷ ବନ୍ଧୁଙ୍କ ଘରୁ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି...
ବ୍ରହ୍ମପୁରରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ଖଣିମନ୍ତ୍ରୀଙ୍କ ପୁତୁରା ଗିରଫ
Published On
By Madhusudan Das
ବ୍ରହ୍ମପୁର: ଗୋଳନ୍ଥରା ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ଜନୈକ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା ବିଶ୍ୱଜିତ୍ ଜେନାଙ୍କୁ ଗିରଫ କରିଛି ପୁଲିସ। ସମ୍ପୃକ୍ତ ଛାତ୍ରୀଙ୍କୁ ବିଶ୍ୱଜିତ୍ ପ୍ରେମ କରୁଥିଲେ ଓ ଶାରୀରିକ ସମ୍ପର୍କ ରଖିବାକୁ ବିଶ୍ୱଜିତ୍ ସମ୍ପୃକ୍ତ ଛାତ୍ରୀଙ୍କୁ ବାରମ୍ବାର ବାଧ୍ୟ କରୁଥିଲେ। ବିଶ୍ୱଜିତ୍ଙ୍କ ଚାପ ଓ ମାନସିକ ନିର୍ଯାତନାରେ ଅତିଷ୍ଠ...
Viral Video: ବିଡିଓଙ୍କ ଦବଙ୍ଗଗିରି: ସରପଞ୍ଚଙ୍କ ସ୍ୱାମୀଙ୍କୁ ଅଫିସରୁ ତଡିଲେ, କହିଲେ- 'ରାସ୍କେଲ୍, ଗେଟ୍ ଆଉଟ୍'
Published On
By Tapas Ranjan Nanda
ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଜଣେ ସରକାରୀ ଅଧିକାରୀଙ୍କ ଦବଙ୍ଗଗିରି ଘଟଣା ସାମ୍ନାକୁ ଆସିଛି। ବ୍ଲକର ବିଡିଓ ମୌଳଭଞ୍ଜା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି। ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟର ବିଲ୍ ବିଷୟରେ ଆଲୋଚନା କରିବାକୁ ଯାଇଥିବା ବେଳେ ବିଡିଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା...
ବାଳକୁମାରୀ ପୀଠରୁ ଦର୍ଶନ ସାରି ଫେରୁଥିଲେ: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ସ୍କୁଟି; ୧ମୃତ, ୨ ଗୁରୁତର
Published On
By Deviprasad Mohanty
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବାଳକୁମାରୀ ପୀଠରୁ ଦର୍ଶନ ସାରି ସ୍କୁଟିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ସ୍କୁଟିଟି ଘାଟି ତଳକୁ ଖସିଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ କତୁରୁ ନୂଆଗାଁ ଗ୍ରାମର ଶିବ ଶଙ୍କର ସାହୁ (୩୪)। ଗୁରୁତର ମାନେ...
ଲକ୍ଷ୍ମୀପୁର ଗାଁରେ ବୁଲୁଛି ବାଘ, ଲୋକେ ଭୟଭୀତ
Published On
By Sakala Desk
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକରେ ପ୍ରଥମ ଥର ପାଇଁ ବାଘ ଦେଖାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ବ୍ଲକର ଲକ୍ଷ୍ମୀପୁର ଗ୍ରାମର ଚାଷ ଜମିରେ ବାଘ ବୁଲୁଥିବା ନେଇ ସ୍ପଷ୍ଟ ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟର କଥା, ଛତ୍ରପୁର କିମ୍ବା ଏହାର ଆଖପାଖ ଅଞ୍ଚଳରେ କୌଣସି ଜଙ୍ଗଲ ନଥିବା ବେଳେ ବାଘ...
ବଚସାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା…
Published On
By The Sakala
ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋଠ ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ପି.ଜଗନ୍ନାଥ ପୁର ଗ୍ରାମର ଚନ୍ଦନ ବିଷୋୟୀ। ସେ କଙ୍କରଡ଼ା ଗ୍ରାମରେ ଭଡ଼ାରେ ରହୁଥିଲେ। ଗତ ବିଳମ୍ବିତ ରାତିରେ ଚନ୍ଦନ କିଛି ଯୁବକ ସହ ଗୋଠ ଗାଁ ସରପଞ୍ଚ କୃଷ୍ଣ ସୁଆଁସିଆଙ୍କ ଘର ସମ୍ମୁଖରେ ପାଟି ତୁଣ୍ଡ କରିଥିଲେ। ସେଠାରେ ବଚସା ପରେ ଘଟଣା ଉଗ୍ର […]
ପୁଣି ଅଶାନ୍ତ ହେଲା ଗଞ୍ଜାମ; ଘରୁ ଡାକି ନେଇ ବିଭତ୍ସ ହତ୍ୟା …
Published On
By The Sakala
ଗଞ୍ଜାମ: ପୁଣି ଥରେ ଅଶାନ୍ତ ହେଲା ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସୋରଡ଼ାପଲୀ ଠାରେ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ୩ ଣ ଯୁବକ ମିଶି ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ହତ୍ଯା କରଥିବା ଅଭିଯୋଗ ହୋଇଛି। ସାଙ୍ଗ ହୋଇ ମଦ ପିଇ କୋଦାଳରେ ଆକ୍ରମଣ କରିଛନ୍ତି ୩ ଯୁବକ। ସୋରଡ଼ା ପଲ୍ଲୀ ଗ୍ରାମର କୈଳାସ ଶବର ନାମକ ଯୁବକଙ୍କୁ ହତ୍ୟା କରିଛନ୍ତି ୩ ଯୁବକ। କୋଦାଳରେ ମୁଣ୍ଡକୁ […]
କିରାସିନି ଢାଳି ନିଜକୁ ଜାଳିଦେଲେ ବୃଦ୍ଧ
Published On
By The Sakala
ଦିଗପହଣ୍ଡି: କିରାସିନି ଢାଳି ନିଆଁ ଲଗାଇ ଜୀଅନ୍ତା ଜଳିଗଲେ ବୃଦ୍ଧ। ସୁଇସାଇଡ୍ ନୋଟ୍ ଲେଖି ନିଜକୁ ଜାଳିଦେଲେ ବୃଦ୍ଧ। ପାଟପୁର ଥାନା ଅନ୍ତର୍ଗତ ଦୟାନିଧିପୂର ପଞ୍ଚାୟତ ବଢିଆଓସ୍ତା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତାଙ୍କୁ ଉଦ୍ଧାର କରାଯାଇ ଆଡପଡ଼ା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃକଙ୍କ ନାଁ ପୀତବାସ ଆଚାର୍ଯ୍ୟ ବୋଲି ଜଣାପଡ଼ିଛି।
ଘରୁ ଟେକିନେଇ ୩ ଦିନ ଦୁଷ୍କର୍ମ, ଜଣେ ନାବଳକକୁ ଗିରଫ କରିଛି ପୁଲିସ
Published On
By The Sakala
ସାନଖେମୁଣ୍ଡି: ଗଞ୍ଜାମରେ ପୁଣି ଲଜ୍ଜା। ଘରୁ ଟେକିନେଇ ଏକ ପରିତ୍ୟକ୍ତ ଘରେ ବାରମ୍ବାର ଦୁଷ୍କର୍ମ କରିବା ପରେ ପାଖ ଜଙ୍ଗଲରେ ଏକୁଟିଆ ଛାଡ଼ି ଚାଲିଗଲେ ଦୁଷ୍କର୍ମକାରୀ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅଞ୍ଚଳରୁ ଶନିବାର ଏପରି ଏକ ଛାତିଥରା ଘଟଣା ପଦାକୁ ଆସିଛି। ଜଣେ ନାବାଳିକା ୩ ଦିନ ଧରି ଏଭଳି ପାଶବିକ ଅତ୍ୟାଚାରର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍ ନମ୍ବର ୩୪୦/୨୫ରେ ଏକ ମାମଲା ରୁଜୁ କରି ଗତକାଲି ଜଣେ ନାବାଳକକୁ […]



