ମନୋରଞ୍ଜନ

ରାଜନୀତିରେ ମଧ୍ୟ ନିଜକୁ 'ବାହାର ଲୋକ' ଭାବୁଛନ୍ତି କଙ୍ଗନା ରଣାୱତ! ଅଶ୍ଳୀଳ ଆରୋପ ଉପରେ ହେଟର୍ସଙ୍କୁ ଦେଲେ କଡ଼ା ଜବାବ
ସୁକେଶ ଠକେଇ ମାମଲା: ଇଡି ଜେରା ସମୟକୁ ମନେ ପକାଇ କ୍ୟାମେରା ସାମ୍ନାରେ କାନ୍ଦିଲେ ନୋରା ଫତେହୀ
ଅଡୁଆରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ: ଆତ୍ମସମର୍ପଣ ନକରିବାରୁ ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ବଲିଉଡ୍‌ରେ ପୁଣି ମୁହାଁମୁହିଁ କଙ୍ଗନା-ତାପସୀ: 'ସସ୍ତି କପି' କହି ଟାର୍ଗେଟ କଲେ କଙ୍ଗନା ରଣାୱତ
'ମହାକାଳୀ'ରେ ଅକ୍ଷୟ ଖାନ୍ନାଙ୍କ ଦମଦାର ଅବତାର: ଅସୁର ଗୁରୁ ଶୁକ୍ରାଚାର୍ଯ୍ୟ ଭୂମିକାରେ ଆସିବେ ନଜର
ଭାରତୀୟ ବାୟୁସେନା ଅଧିକାରୀଙ୍କ ଚେତାବନୀ: 'ଅପରେସନ୍ ସଫେଦ୍ ସାଗର'ରେ ଧୀର ଗତିରେ ଚାଲୁଥିବା ହିରୋ ଭାବେ ନଦେଖାଇବାକୁ ପରାମର୍ଶ

ଜୀବନଚର୍ଯ୍ୟା

ଦୀର୍ଘ ସମୟ ଧରି ବସି ରହୁଛନ୍ତି କି? ଫିଟନେସ୍ କୋଚ୍ ଡାନ୍ ଗୋ'ଙ୍କଠାରୁ ଶିଖନ୍ତୁ ସୁସ୍ଥ ରହିବାର '୫-ମିନିଟ୍ ଏକ୍ସରସାଇଜ୍ ସ୍ନାକ୍' ଫଣ୍ଡା
ଏକ ସୁସ୍ଥ ଜୀବନଶୈଳୀ ଥାଇ ମଧ୍ୟ ଖରାପ ନିଦ୍ରା ହୃଦୟର କ୍ଷତି କରିପାରେ କି? ଜାଣନ୍ତୁ କାର୍ଡିଓଲୋଜିଷ୍ଟଙ୍କ ମତ
ବର୍ଷା ଜଳ କ'ଣ ଆପଣଙ୍କ ତ୍ୱଚାର କ୍ଷତି କରି ବ୍ରଣ ସୃଷ୍ଟି କରିପାରେ? ଜାଣନ୍ତୁ ଚର୍ମରୋଗ ବିଶେଷଜ୍ଞଙ୍କ ମତ
ସ୍କିନକେୟାର ପ୍ରଡକ୍ଟ ସହ୍ୟ କରିପାରୁନି ଏକ ତୃତୀୟାଂଶ ଭାରତୀୟଙ୍କ ତ୍ୱଚା: ଡର୍ମାଟୋଲୋଜିଷ୍ଟ ଦେଲେ ସତର୍କ ସୂଚନା
ଘରେ ପ୍ରସ୍ତୁତ କରନ୍ତୁ କୋଲାଜେନ୍ ସେରମ୍: କୁଞ୍ଚିତ ଚର୍ମରୁ ମୁକ୍ତି ସହ ପାଇବେ ଉଜ୍ଜ୍ୱଳ ଏବଂ ଯୁବସୁଲଭ ତ୍ୱଚା
ସକାଳୁ ଉଠିବା ମାତ୍ରେ ଫୋନ୍ ଦେଖୁଛନ୍ତି କି? ଏହି ଅଭ୍ୟାସ ଛାଡ଼ିବା ପାଇଁ ମନୋବିଜ୍ଞାନୀଙ୍କ ୬ଟି ସୁସ୍ଥ ବିକଳ୍ପ

କନ୍ଧମାଳ

ପାରିବାରିକ ବିବାଦର କରୁଣ ପରିଣତି: ବିଷ ପିଇ ଜୀବନ ହାରିଲେ ସିଆରପିଏଫ୍ ଯବାନ

କନ୍ଧମାଳ: ପାରିବାରିକ କଳହରୁ ଉପୁଜିଥିବା ମାନସିକ ଚାପ ସହି ନପାରି ଜଣେ ସିଆରପିଏଫ୍ (CRPF) ଯବାନ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହିରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତ ଯବାନଙ୍କ ନାମ ଅଶୋକ ବେହେରା ବୋଲି ଜଣାପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର...
ଓଡ଼ିଶା  କନ୍ଧମାଳ 

କନ୍ଧମାଳରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହାଣିଲା ପଡ଼ୋଶୀ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ଗାଟିଙ୍ଗିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ୪୨ ବର୍ଷୀୟ ଡକିଲା ମଲ୍ଲିକ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଜପ ମଲ୍ଲିକଙ୍କୁ...
ଓଡ଼ିଶା  କନ୍ଧମାଳ 

ଅମୃତଭଣ୍ଡା ତୋଳିବା ହେଲା କାଳ, ଚାଲିଗଲା ଜଣେ ମହିଳାଙ୍କ ଜୀବନ...

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଦେଖିବାକୁ ମିଳିଛି।  ଅମୃତଭଣ୍ଡା ତୋଳିବା ଜଣେ ମହିଳାଙ୍କ ପାଇଁ କାଳ ପାଲଟିଛି। ଗଛରୁ ଅମୃତଭଣ୍ଡା ଖସି ମହିଳାଙ୍କ ମୁଣ୍ଡ ଓ ଛାତିରେ ମାଡ଼ ହେବାରୁ ତାଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ା ଗ୍ରାମର...
ଓଡ଼ିଶା  କନ୍ଧମାଳ 

Kashmir Of Odisha; ଦାରିଙ୍ଗବାଡିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ: ୭ ଡ଼ିଗ୍ରୀରେ ଥରୁଛି ‘ଓଡ଼ିଶାର କାଶ୍ମୀର’, ହାଡ଼ଭଙ୍ଗା ଜାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ

ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ତୁଷାରପାତ। ​ସରକାରୀ ହିସାବରେ ପାରଦ ୭ ଡିଗ୍ରୀ, କିନ୍ତୁ ଅନୁଭୂତ ହେଉଛି ହାଡ଼ଭଙ୍ଗା ଜାଡ। ​ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ହେଲେ ଅସୁବିଧାରେ ଶ୍ରମିକ ଓ ଗରିବ ଶ୍ରେଣୀ।
ବଡ ଖବର  କନ୍ଧମାଳ 

ନାବାଳିକା ବଳାତ୍କାର ମାମଲା : ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ପୋସ୍କୋ କୋର୍ଟ

ଫୁଲବାଣୀ : ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫୫ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୯ ମାସ ଜେଲ ଭୋଗିବାକୁ ରାୟରେ ଉଳ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ କ. ନୂଆଗାଁ ଥାନା ଅଂଚଳର ସହଦେଵ ମଲ୍ଲିକ। ୨୦୨୪ ମସିହା ଜାନୁଆରୀ ୪ ତାରିଖରେ ନାବାଳିକା (୧୪) ଜଣକ ଘରେ […]
ଓଡ଼ିଶା  କନ୍ଧମାଳ 

ସାପ କାମୁଡ଼ାରେ ଦୁଇ ଯୁବକଙ୍କ ମୃତ୍ୟୁ

ଫୁଲବାଣୀ:  କନ୍ଧମାଳ ଜିଲ୍ଲାରେ ସାପ କାମୁଡ଼ାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖଲିବେଣି ଗ୍ରାମର ମାନସ ହଂସ (୨୫)। ସେ ଘରେ ପରିବାର ସହ ଶୋଇଥିବାବେଳେ ସାପ କମୁଡ଼ିଥିଲା। ଫୁଲବାଣୀ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ହେଲେ ଗୋଛାପଡ଼ା ଥାନା ଅନ୍ତର୍ଗତ ନିମା ବିନ୍ଧାଣି (୩୫) । ସେ ମଧ୍ୟ ଘରେ ଶୋଇଥିବାବେଳେ ସାପ କମୁଡ଼ିଥିଲା। ତାଙ୍କୁ ପ୍ରଥମେ ଗୋଛପଡ଼ା […]
ଓଡ଼ିଶା  କନ୍ଧମାଳ 

ପୁଣି ୨ ନାବାଳିକା ଛାତ୍ରୀ ଗର୍ଭବତୀ, ଥାନାରେ ଏତଲା ଦେଲେ ପ୍ରଧାନ ଶିକ୍ଷୟତ୍ରୀ…

ବାଲିଗୁଡ଼ା: ପୁଣି ୨ ନାବାଳିକା ଛାତ୍ରୀ ଗର୍ଭବତୀ। ଆଶ୍ରମ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଗର୍ଭବତୀ। କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ମାସିକ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏ ନେଇ ଜାଣିବାକୁ ପାଇଥିଲେ। ଛାତ୍ରୀଙ୍କ ପରିବାର ଲୋକଙ୍କୁ ଡକାଇ ଡାକ୍ତରୀ ପରୀକ୍ଷା କରାଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ପରିବାର ଲୋକଙ୍କ ଉପସ୍ଥିତିରେ ଡାକ୍ତରୀ ପରୀକ୍ଷାପରେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ବିଦ୍ୟାଳୟର […]
ଓଡ଼ିଶା  ବଡ ଖବର  କନ୍ଧମାଳ 

୫୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର ଘଟଣା: ପୂର୍ବତନ ପିଇଓ ଅକ୍ରୂର ମାଝୀ ଗିରଫ

ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରୀ ଅର୍ଥକୁ ବେଧଡକ ବ୍ୟାଙ୍କରୁ ଉଠାଣ କରି ଆତ୍ମସାତ କରିବା ଘଟଣାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗିରଫ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେଲେ ଅକ୍ରୁର ମାଝୀ। ତାଙ୍କୁ ଭିଜିଲାନ୍ସ ଏସମ୍ପର୍କରେ ଅଧିକା ପଚରାଉଚରା କରୁଥିବା ଜଣାପଡିଛି। ପ୍ରକାଶ ଯେ, ଗତ ୨୦୨୩/୨୪ ଆର୍ଥିକ ବର୍ଷରେ ସେ ଉକ୍ତ ବ୍ଲକର ୨ଟି ଅର୍ଥାତ ଝିଞ୍ଜିରୀଗୁଡା ଏବଂ ସରାମୁଳି ଦାୟିତ୍ୱରେ ଥିବା ସମୟରେ ପାଞ୍ଚଦସ […]
ଓଡ଼ିଶା  କନ୍ଧମାଳ 

ଏସିଡ ଫିଙ୍ଗା ମାମଲା : ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ

ଫୁଲବାଣୀ : ଶୁକ୍ରବାର ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ପ୍ରିତିଶ କୁମାର ରାଉତରାଇ ଏକ ଏସିଡ ଫିଙ୍ଗା ମାମଲାରେ ଆସାମୀ ପ୍ରମୋଦ କୁମାର ସାହୁଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୭ ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀ ବୟାନକୁ ଭିତ୍ତି କରି ଅଦାଲତ ପ୍ରମୋଦକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଦୋଷୀକୁ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି , ଜରିମାନା ଅନାଦେୟ […]
ଓଡ଼ିଶା  କନ୍ଧମାଳ 

ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଫୁଲବାଣୀ: ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳର ଅନନ୍ତ କୁଦେଇ ( ୩୧)। ଅଭଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୋଛାପଡା ପୁଲିସ। ଏ ନେଇ ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ଅର୍ଥାତ ୧୬  ତାରିଖ ବୁଧବାର ସନ୍ଧ୍ୟା ସମୟରେ ଅନନ୍ତ ଶିଶୁଟିର ଘରକୁ ଯାଇ ବିସ୍କୁଟ ଖାଇବୁ କାହି ଦୋକାନକୁ ନେବା ଆଳରେ […]
ଓଡ଼ିଶା  କନ୍ଧମାଳ 

ଡୋକ୍ରା କାରିଗରୀ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବାଲିଗୁଡା ବ୍ଲକ୍‌ର ବାରଖମା ଗ୍ରାମ

କନ୍ଧମାଳ (ସଞ୍ଜୟ ପାତ୍ର): ବିଭିନ୍ନ ପାରମ୍ପରିକ ଶିଳ୍ପକଳା ମଧ୍ୟରେ ଅନ୍ୟତମ ଡୋକ୍ରା କାରିଗରୀ। ଆମ ରାଜ୍ୟର ଅନେକ ସ୍ଥାନରେ ଡୋକ୍ରା କାରିଗରୀ ଚାଲିଥିଲେ ବି କନ୍ଧମାଳ ଜିଲ୍ଲା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବାଲିଗୁଡା ବ୍ଲକ୍‌ର ବାରଖମା ଗ୍ରାମ ଡୋକ୍ରା କାରିଗରୀ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଦିବାସୀଙ୍କର ପୁରାତନ ଏବଂ ପାରମ୍ପରିକ କଳାଭାବେ ବଂଶାନୁକ୍ରମିକ ଭାବରେ ଚାଲି ଆସିଛି ଡୋକ୍ରା କାରିଗରୀ। ପୂର୍ବରୁ ବାହାଘର ସମୟରେ ଝିଅମାନେ ଡୋକ୍ରା ମୂର୍ତ୍ତିକୁ ଉପହାର ସ୍ୱରୂପ […]
ବିଶେଷ  କନ୍ଧମାଳ 

ବନ୍ଦ ଘରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ: ଝୁଲନ୍ତା ଅବସ୍ଥାରେ ୧୫ ବର୍ଷର ନାବାଳକର ମୃତ ଦେହ ଜବତ। ପରିବାରର ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ଫୁଲବାଣୀ କେନ୍ଦୁପଦର ଅଭିଜିତ୍ ବଗର୍ତ୍ତୀ। ପୁଅର ବାପାକୁ ଅଟକ ରଖି ପଚାର ଉଚରା କରୁଛି ପୋଲିସ। ପ୍ରାଥମିକ ତଦନରୁ ଏହା ଏକ ଆତ୍ମ ହତ୍ୟା ଜଣା ପଡୁଥିବା ବେଳେ ଶବ ବ୍ୟବଛେଦ ପରେ ପ୍ରକୁତ ଘଟଣା ଜଣା ପଡିବ ବୋଲି କହିଛନ୍ତି ଥାନା ଅଧିକାରୀ ସ୍ୱରୂପ କିଦାନ।
ଓଡ଼ିଶା  କନ୍ଧମାଳ 

ମୁଖ୍ୟ ସମାଚାର

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କ ଦ୍ୱାରା ଗୃହୀତ
ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ବାରିପଦାର କୁଲସୁମ, ଶୀଘ୍ର ଖୋଜି ଆଣିବାକୁ ପ୍ରଶାସନ ନିକଟରେ ନିବେଦନ
ଦୀର୍ଘ ସମୟ ଧରି ବସି ରହୁଛନ୍ତି କି? ଫିଟନେସ୍ କୋଚ୍ ଡାନ୍ ଗୋ'ଙ୍କଠାରୁ ଶିଖନ୍ତୁ ସୁସ୍ଥ ରହିବାର '୫-ମିନିଟ୍ ଏକ୍ସରସାଇଜ୍ ସ୍ନାକ୍' ଫଣ୍ଡା
ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାରଙ୍କର ତୋଗଲକି ନୀତି ଦାୟୀ: ବିଜେଡି
ସମୁଦ୍ର ମଝିରେ ବୁଡ଼ିଲା କାର୍ଗୋ ଜାହାଜ: ମୃତ୍ୟୁ ସହ ଲଢ଼େଇ କରି ପାରାଦୀପରେ ପହଞ୍ଚିଲେ ଉଦ୍ଧାର ହୋଇଥିବା ୨ ଚୀନ୍ ନାବିକ
ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ, କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ ହାଇକୋର୍ଟ