ମନୋରଞ୍ଜନ

ହୃଦଘାତରେ ଆଖି ବୁଜିଲେ ବଲିଉଡର 'କ୍ରାନ୍ତିବୀର' ବର୍ଷୀୟାନ ଅଭିନେତା ନାନା ପାଟେକର
ଚେକ୍ ବାଉନ୍ସ ମାମଲା: ସୁପ୍ରିମକୋର୍ଟରେ ହାଜର ହେଲେ ରାଜପାଲ ଯାଦବ, ୧.୧୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ
ଇଣ୍ଡୋନେସିଆରେ ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚାଙ୍କ ବଡ଼ ଦୁର୍ଘଟଣା: ମେରୁଦଣ୍ଡରେ ଫ୍ରାକ୍ଚର, ଏୟାର ଆମ୍ବୁଲାନ୍ସରେ ଫେରିବେ ଭାରତ
ଏଆଇ କମ୍ପାନୀ ବିରୋଧରେ କୋର୍ଟରେ ପହଞ୍ଚିଲେ ଉର୍ବଶୀ ରୌତେଲା, ମାଗିଲେ ୭୦୦୦ କୋଟି ଟଙ୍କାର କ୍ଷତିପୂରଣ
ବଲିଉଡ୍ ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ, ୫୭ ବର୍ଷ ବୟସରେ କ୍ୟାନ୍‌ସରରେ ଆଖି ବୁଜିଲେ ଅଭିନେତା
ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଲେ ୟାମି ଗୌତମ; କହିଲେ, ‘ଏବେ ବି ନିଜକୁ ନୂଆ କଳାକାର ଭଳି ଲାଗୁଛି’

ଜୀବନଚର୍ଯ୍ୟା

କ'ଣ ଜୁମ୍ବା ପ୍ରକୃତରେ ଏକ ଫୁଲ୍-ବଡି ୱାର୍କଆଉଟ୍ ହୋଇପାରେ? ଜାଣନ୍ତୁ ଫିଟନେସ୍ ବିଶେଷଜ୍ଞଙ୍କ ମତ
ଦିନ ତମାମ ପରିଶ୍ରମ ପରେ ଶାନ୍ତିରେ ଶୋଇବା ପାଇଁ ଅସୁବିଧା ହେଉଛି କି? ଶୋଇବା ପୂର୍ବରୁ କରନ୍ତୁ ଏହି ସହଜ ଯୋଗାସନ
କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେବ ପିଆଜ ଚୋପା, ଜାଣନ୍ତୁ କଳା ଏବଂ ଘନ କେଶ ପାଇଁ ଏହାର ବ୍ୟବହାର
ଲିଭର ପାଇଁ ବରଦାନ ସାଜିବ କଫି: ୧୩ ବର୍ଷର ରିସର୍ଚ୍ଚରୁ ମିଳିଲା ବଡ଼ ଖୁସି ଖବର
ମଦ୍ୟପାନକୁ 'ନା' କହୁଛି ଆଜିର ଯୁବପିଢ଼ି: ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ପାଇଁ ବଦଳୁଛି ଜୀବନଶୈଳୀ
ଗର୍ଭାବସ୍ଥାର ତୃତୀୟ ତ୍ରୈମାସିକରେ ନିଦ୍ରାହୀନତା ସମସ୍ୟା ଦେଖାଦେଉଛି କି? ଜାଣନ୍ତୁ ବିଶେଷଜ୍ଞ ଡାକ୍ତର ସୁଶ୍ରୁତା ମୋକଦମ୍‌ଙ୍କ ପରାମର୍ଶ

ଝାରସୁଗୁଡ଼ା

ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ । ଜୁଏଲାରୀ ଦୋକାନ ଓ ସପିଂ ମଲରେ ଲାଗିଲା ନିଆଁ । ବୁଧବାର ସକାଳେ ଓଡ଼ିଶାର ଝାରସୁଗୁଡ଼ା ସହର ଉପକଣ୍ଠ ସରବାହାଲ ସ୍ଥିତ ଏକ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ରିପୋର୍ଟ ଅନୁଯାୟୀ, ୩ ମହଲା ବିଶିଷ୍ଟ...
ଓଡ଼ିଶା  ଝାରସୁଗୁଡ଼ା 

ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ଏସପିଙ୍କ ଅତର୍କିତ ଚଢ଼ାଉ: ବିପୁଳ ନିଶାଦ୍ରବ୍ୟ ଓ ନିଷିଦ୍ଧ ସାମଗ୍ରୀ ଜବତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ଆଜି ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଅତର୍କିତ ଚଢ଼ାଉ କରାଯାଇଛି। ଏହି ସର୍ଚ୍ଚ ଅପରେସନ୍ ବେଳେ ଜେଲ୍ ପରିସରରୁ ବିପୁଳ ପରିମାଣର ନିଷିଦ୍ଧ ସାମଗ୍ରୀ ଏବଂ ନିଶାଦ୍ରବ୍ୟ ଜବତ ହୋଇଥିବା ଜଣାପଡ଼ିଛି। ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଅପରେସନ୍ କରାଯାଇଥିଲା। ଏକ ସ୍ୱତନ୍ତ୍ର ପୋଲିସ୍...
ଓଡ଼ିଶା  ଝାରସୁଗୁଡ଼ା 

ଝାରସୁଗୁଡ଼ାରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଏନକାଉଣ୍ଟର । ପୋଲିସର ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ । ଜୟ ଚୌହାନର ଡାହାଣ ଗୋଡ଼ରେ ବାଜିଛି ଗୁଳି । ଡକାୟତି ଯୋଜନା ବେଳେ ଝାରସୁଗୁଡା ପୋଲିସର ଏନ୍‌କାଉଣ୍ଟର । ଜୟ ଚୌହାନ ନାଁରେ ରହିଛି ୧୦ରୁ ଅଧିକ ସଙ୍ଗୀନ ମାମଲା । ଏନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି...
ଓଡ଼ିଶା  ବଡ ଖବର  ଝାରସୁଗୁଡ଼ା 

ଝାରସୁଗୁଡ଼ାରେ ଲଜ୍ଜ୍ୟା: ମୁଖ୍ୟ ଡାକ୍ତରଖାନାରୁ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ, ମହିଳାଙ୍କ ସମେତ ୩ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଲଜ୍ଜ୍ୟା । ରୋଗୀଙ୍କ ସହ ଆସିଥିବା ନାବାଳିକା ଆଟେଣ୍ଡାଣ୍ଟଙ୍କୁ ଦୁଷ୍କର୍ମ ଅଭିଯୋଗ । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ସହଯୋଗୀ ଭାବେ ଆସିଥିବା ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ମହିଳାଙ୍କ ସମେତ ୩ ଗିରଫ ଜଣଙ୍କୁ ବାନ୍ଧିଲା ପୋଲିସ...
ଓଡ଼ିଶା  ଝାରସୁଗୁଡ଼ା 

ଝାରସୁଗୁଡ଼ାରେ ପୋଲିସର ଏନକାଉଣ୍ଟର; ୨ ଅପରାଧୀ ଆହତ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ୨ ଅପରାଧୀ ଆହତ । ଆହତ ଦୁଇ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର । ବେଲପାହାଡ଼ ଫାଟକରେ ମର୍ଡର ଘଟଣାରେ ସମ୍ପୃକ୍ତ ଥିଲେ ଉକ୍ତ ଦୁଇ ଅଭିଯୁକ୍ତ । ଏନକାଉଣ୍ଟରରେ ଆହତ ଦୁଇ ଅପରାଧୀଙ୍କୁ ଝାରସୁଗୁଡ଼ା ଡିଏଚ୍‌ଏସରେ ଭର୍ତ୍ତି କରିଛି ପୋଲିସ ।...
ଓଡ଼ିଶା  ବଡ ଖବର  ଝାରସୁଗୁଡ଼ା 

ବେଦାନ୍ତ ଆଲୁମିନିୟମ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଗ୍ନି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛି

ଝାରସୁଗୁଡ଼ା:  ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ଅଗ୍ନି ଜାଗୃକ୍ତ ତାଲିମ ପଦକ୍ଷେପ ଅଧୀନରେ ସରବାହାଲର ସରକାରୀ ହାଇସ୍କୁଲରେ ଏକ ବ୍ୟାପକ ଅଗ୍ନି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି ଅଧିବେଶନରେ ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ଅଗ୍ନି ନିବାରଣ କୌଶଳ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ପ୍ରୋଟୋକଲ ବିଷୟରେ ସଚେତନ ହୋଇଥିଲେ। କାର୍ଯ୍ୟକ୍ରମଟି ପାରସ୍ପରିକ ଆଲୋଚନା ଏବଂ ଲାଇଭ୍ ପ୍ରଦର୍ଶନ ମାଧ୍ୟମରେ […]
ଓଡ଼ିଶା  ଝାରସୁଗୁଡ଼ା 

ବେଦାନ୍ତ ଆଲୁମିନିୟମର ପ୍ରୋଜେକ୍ଟ ବିଦ୍ୟାଗ୍ରହ ଝାରସୁଗୁଡାର ଗ୍ରାମୀଣ ଶ୍ରେଣୀଗୃହରେ ଡିଜିଟାଲ୍ ଶିକ୍ଷଣର ଶୁଭାରମ୍ଭ କରିଛି

ଝାରସୁଗୁଡା : ପ୍ରତ୍ୟେକ ପିଲାକୁ ଗୁଣାତ୍ମକ ଶିକ୍ଷା ସମ୍ବଳରୁ ଶିଖିବାର ସମାନ ସୁଯୋଗ ଦିଆଗଲେ ସମାଜରେ ପ୍ରକୃତ ପ୍ରଗତି ଆରମ୍ଭ ହୁଏ। ଏହି ବିଶ୍ୱାସ ବେଦାନ୍ତ ଆଲୁମିନିୟମର ପ୍ରୟାସକୁ ପ୍ରୋଜେକ୍ଟ ବିଦ୍ୟାଗ୍ରହ ମାଧ୍ୟମରେ ମାର୍ଗଦର୍ଶନ କରିଛି, ଯାହାକି ଏକ ଅଗ୍ରଣୀ ଡିଜିଟାଲ୍ ଶିକ୍ଷଣ ପଦକ୍ଷେପ ମାଧ୍ୟମରେ ଝାରସୁଗୁଡା ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଗତ ପ୍ରବେଶକୁ ପରିବର୍ତନ କରିଛି। ୨୦୨୨ ମସିହାରେ ଏହାର ଶୁଭାରମ୍ଭ ହେବା ପରଠାରୁ, ପ୍ରୋଜେକ୍ଟ ବିଦ୍ୟାଗ୍ରହ ଗଣିତ, ବିଜ୍ଞାନ ଏବଂ ଇଂରାଜୀରେ […]
ଓଡ଼ିଶା  ଝାରସୁଗୁଡ଼ା 

ବଜ୍ରପାତରେ ୨ ଯୁବକଙ୍କ ମୃତ୍ୟୁ, ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତରେ ଚାଲିଗଲା ଜୀବନ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ କାଳିବାହାଲ ଗ୍ରାମରେ ଆଜି ବଜ୍ରାଘାତରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ କାଳିବାହାଲ ଗ୍ରାମର ଦୁଃଖବନ୍ଧୁ ମାଝୀ (୨୫) ଏବଂ ବୀର କିଷାନ (୪୫) ବୋଲି ପୁଲିସ ସୂଚନା ଦେଇଛି। ଦିନ ପ୍ରାୟ ୨ ଟା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡି ହେବାରୁ ଚାଷ କରିବାକୁ ଯାଇଥିବା ଉଭୟ ଦୁଃଖବନ୍ଧୁ, ଏବଂ ବୀର କିଶୋର ପାଖରେ ଥିବା ଏକ ମହୁଲ […]
ଓଡ଼ିଶା  ଝାରସୁଗୁଡ଼ା 

ବ୍ରଜରାଜନଗର ନାବାଳକ ଯୌନ ନିର୍ଯ୍ୟାତନା ମାମଲା : ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ

ଝାରସୁଗୁଡା : ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଏବଂ ଦୁଷ୍କର୍ମ କରିଥିବାନେଇ ମାମଲା ରୁଜୁ ହେବାର ମାତ୍ର ୫୫ ଦିନରେ ଆସିଛି ରାୟ । ଅଭିଯୁକ୍ତ ଅଜିତ ନାଗକୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ସଶ୍ରମ କରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଫାଇନ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକସୋ ଜଜ୍ ପୂଜା ଷଡ଼ଙ୍ଗୀ। ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋସ୍କୋ ଜଜ୍ ପୂଜା ଷଡ଼ଙ୍ଗୀ […]
ଓଡ଼ିଶା  ଝାରସୁଗୁଡ଼ା 

ଝାରସୁଗୁଡାରେ ୪୬ ଟପିଲା ତାତି, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଭୁବନେଶ୍ବର : ତାତି ଭାଙ୍ଗୁଛି ରେକର୍ଡ। ଗତକାଲି ଝାରସୁଗୁଡା ୪୫.୪ ଡିଗ୍ରୀ ସହ ବିଶ୍ୱର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗି ୪୬ ଡିଗ୍ରୀ ପାର୍‌ କରିଛି ପାରଦ। ୧୯୫୩ ପରଠାରୁ ରେକର୍ଡ ହୋଇଥିବା ଅପ୍ରେଲ ମାସର ସର୍ବକାଳୀନ ରେକର୍ଡ ପୂର୍ବରୁ ୪୬.୧ ଡିଗ୍ରୀ ରହିଥିଲା ଯାହା ୨୦ ଅପ୍ରେଲ ୨୦୧୦ରେ ରେକର୍ଡ ହୋଇଥିଲା , ଆଜି ଏହି ରେକର୍ଡ ଭାଙ୍ଗି ୪୬.୨ ଡିଗ୍ରୀ ରେକର୍ଡ ହୋଇଛି। ଆଜି ଝାରସୁଗୁଡା ପରେ […]
ଓଡ଼ିଶା  ବଡ ଖବର  ଝାରସୁଗୁଡ଼ା 

ଝାରସୁଗୁଡ଼ାରେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର। ସେଖ୍‌ ଆସିଫ ସହ ଅଭିଷେକ ବାରିକକୁ ଏନ୍‌କାଉଣ୍ଟର। ଝାରସୁଗୁଡା ଜିଲ୍ଲା ବେଲପାହାଡ ବ୍ରଜରାଜନଗର ମଧ୍ୟରେ ଥିବା ଚୁଁଆକାନି ଜଙ୍ଗଲରେ ବେଲପାହାଡ଼ ପୁଲିସର ଏନ୍‌କାଉଣ୍ଟର । ଏ ନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜିଙ୍କ ସହ ଝାରସୁଗୁଡ଼ା ଏସ୍‌ପି। ଉଭୟ ଅଭିଯୁକ୍ତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ଧରିବାକୁ ଯାଇଥିବା ବେଳେ ଆକ୍ରମଣ କରିଥିଲେ। ପୂର୍ବରୁ ଆସିଫ ନାଁରେ ୨ଟି ମାମଲା ରହିଛି। ଦୁର୍ଷ୍କମ ମାମଲାରେ […]
ଓଡ଼ିଶା  ବଡ ଖବର  ଝାରସୁଗୁଡ଼ା 

ବେଦାନ୍ତ ଆଲୁମିନିୟମର ‘ପ୍ରକଳ୍ପ ବିଦ୍ୟା’ ଏବଂ ‘ପ୍ରକଳ୍ପ ନିର୍ମଳ’ ଉଦଘାଟିତ

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ ଏବଂ ଝାରସୁଗୁଡ଼ା ଜିଲ୍ଲାର ହେମଗିର ଏବଂ କୁରାଲୋଇ ଅଞ୍ଚଳରେ ଶିକ୍ଷା, ଜଳ ଯୋଗାଣ ଏବଂ ପରିମଳ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ଜୀବନର ଉନ୍ନତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। କମ୍ପାନୀ ଦୁଇଟି ପ୍ରଭାବଶାଳୀ ସିଏସ୍ଆର୍ କାର୍ୟ୍ୟକ୍ରମ ଆରମ୍ଭ କରିଛି । ‘‘ପ୍ରକଳ୍ପ ବିଦ୍ୟା’’ ଏବଂ ‘‘ପ୍ରକଳ୍ପ ନିର୍ମଳ’’ ୩୦,୦୦୦ ରୁ ଅଧିକ ଲୋକଙ୍କୁ ଉପକୃତ କରୁଛି । ମୁଣ୍ଡେରଖେଟରେ ଆୟୋଜିତ ଉଦଘାଟନୀ କାର୍ୟ୍ୟକ୍ରମରେ ଅତିରିକ୍ତ […]
ଓଡ଼ିଶା  ସୁନ୍ଦରଗଡ଼  ଝାରସୁଗୁଡ଼ା