ମନୋରଞ୍ଜନ

ହୃଦଘାତରେ ଆଖି ବୁଜିଲେ ବଲିଉଡର 'କ୍ରାନ୍ତିବୀର' ବର୍ଷୀୟାନ ଅଭିନେତା ନାନା ପାଟେକର
ଚେକ୍ ବାଉନ୍ସ ମାମଲା: ସୁପ୍ରିମକୋର୍ଟରେ ହାଜର ହେଲେ ରାଜପାଲ ଯାଦବ, ୧.୧୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ
ଇଣ୍ଡୋନେସିଆରେ ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚାଙ୍କ ବଡ଼ ଦୁର୍ଘଟଣା: ମେରୁଦଣ୍ଡରେ ଫ୍ରାକ୍ଚର, ଏୟାର ଆମ୍ବୁଲାନ୍ସରେ ଫେରିବେ ଭାରତ
ଏଆଇ କମ୍ପାନୀ ବିରୋଧରେ କୋର୍ଟରେ ପହଞ୍ଚିଲେ ଉର୍ବଶୀ ରୌତେଲା, ମାଗିଲେ ୭୦୦୦ କୋଟି ଟଙ୍କାର କ୍ଷତିପୂରଣ
ବଲିଉଡ୍ ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ, ୫୭ ବର୍ଷ ବୟସରେ କ୍ୟାନ୍‌ସରରେ ଆଖି ବୁଜିଲେ ଅଭିନେତା
ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଲେ ୟାମି ଗୌତମ; କହିଲେ, ‘ଏବେ ବି ନିଜକୁ ନୂଆ କଳାକାର ଭଳି ଲାଗୁଛି’

ଜୀବନଚର୍ଯ୍ୟା

କ'ଣ ଜୁମ୍ବା ପ୍ରକୃତରେ ଏକ ଫୁଲ୍-ବଡି ୱାର୍କଆଉଟ୍ ହୋଇପାରେ? ଜାଣନ୍ତୁ ଫିଟନେସ୍ ବିଶେଷଜ୍ଞଙ୍କ ମତ
ଦିନ ତମାମ ପରିଶ୍ରମ ପରେ ଶାନ୍ତିରେ ଶୋଇବା ପାଇଁ ଅସୁବିଧା ହେଉଛି କି? ଶୋଇବା ପୂର୍ବରୁ କରନ୍ତୁ ଏହି ସହଜ ଯୋଗାସନ
କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେବ ପିଆଜ ଚୋପା, ଜାଣନ୍ତୁ କଳା ଏବଂ ଘନ କେଶ ପାଇଁ ଏହାର ବ୍ୟବହାର
ଲିଭର ପାଇଁ ବରଦାନ ସାଜିବ କଫି: ୧୩ ବର୍ଷର ରିସର୍ଚ୍ଚରୁ ମିଳିଲା ବଡ଼ ଖୁସି ଖବର
ମଦ୍ୟପାନକୁ 'ନା' କହୁଛି ଆଜିର ଯୁବପିଢ଼ି: ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ପାଇଁ ବଦଳୁଛି ଜୀବନଶୈଳୀ
ଗର୍ଭାବସ୍ଥାର ତୃତୀୟ ତ୍ରୈମାସିକରେ ନିଦ୍ରାହୀନତା ସମସ୍ୟା ଦେଖାଦେଉଛି କି? ଜାଣନ୍ତୁ ବିଶେଷଜ୍ଞ ଡାକ୍ତର ସୁଶ୍ରୁତା ମୋକଦମ୍‌ଙ୍କ ପରାମର୍ଶ

ଟେକ୍ନୋଲୋଜି

ରୁଷିଆରେ ସଫଳ ହେଲା ସ୍ୱଦେଶୀ 'କାବେରୀ ଡ୍ରାଏ ଇଞ୍ଜିନ୍'ର ପରୀକ୍ଷଣ: ଆମେରିକାକୁ ଲାଗିଲା ବଡ଼ ଝଟକା

ଭାରତର ସ୍ୱଦେଶୀ କାବେରୀ ଡ୍ରାଏ ଇଞ୍ଜିନ୍ (Kaveri dry engine) ରୁଷିଆରେ କଠିନ ହାଇ-ଅଲ୍ଟିଚ୍ୟୁଡ୍ ଏବଂ ଫ୍ଲାଇଟ୍ ଟ୍ରାଏଲ୍ ସଫଳତାର ସହ ଶେଷ କରିଛି। ଏହି ପରୀକ୍ଷଣ ବେଳେ ଇଞ୍ଜିନଟି ଲକ୍ଷ୍ୟଠାରୁ ଅଧିକ କ୍ଷମତା ପ୍ରଦର୍ଶନ କରି ଭାରତୀୟ ପ୍ରତିରକ୍ଷା କ୍ଷେତ୍ରକୁ ଏକ ବଡ଼ ସଫଳତା ପ୍ରଦାନ କରିଛି। ଏହା ସହିତ ପ୍ରତିରକ୍ଷା ଉପକରଣ କ୍ଷେତ୍ରରେ...
ଟେକ୍ନୋଲୋଜି  ଅଟୋମୋବାଇଲ 

ସୋସିଆଲ ମିଡିଆରେ ନାବାଳକଙ୍କ ଆକାଉଣ୍ଟକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ୍, କହିଲେ- '୧୨-୧୩ ବର୍ଷର ପିଲା କିପରି ଆକାଉଣ୍ଟ ଖୋଲିପାରିବେ?'

ସୋସିଆଲ୍ ମିଡିଆରେ ନାବାଳକମାନେ ଆକାଉଣ୍ଟ୍ ଖୋଲିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ଏ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜର ଆଇନଗତ ଢାଞ୍ଚା ମଧ୍ୟରେ ଏହି ସମସ୍ୟାର ସମାଧାନ କରିବାକୁ କୋର୍ଟ କେନ୍ଦ୍ରକୁ କହିଛନ୍ତି, ନଚେତ୍ କୋର୍ଟ ନିଜ ଆଡୁ କଡ଼ା ନିର୍ଦ୍ଦେଶ ଜାରି କରିବେ ବୋଲି ଚେତାବନୀ...
ଟେକ୍ନୋଲୋଜି 

ଚାର୍ଜିଂ ସମୟରେ ଆପଣଙ୍କ ମୋବାଇଲ୍ ଫୋନ୍ କାହିଁକି ଗରମ ହୁଏ? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ଚାର୍ଜିଂ ସମୟରେ ମୋବାଇଲ୍ ଫୋନ୍ ଗରମ ହେବା ଏକ ସାଧାରଣ ସମସ୍ୟା, ଯାହା ଅନେକ ଲୋକ ଅନୁଭବ କରିଥାନ୍ତି। ଫୋନ୍‌ର ବ୍ରାଣ୍ଡ୍ ବା ଚାର୍ଜର୍ ଯାହା ବି ହେଉନା କାହିଁକି, ବ୍ୟାଟେରୀ ଚାର୍ଜିଂ ବେଳେ ତାହା କିଛି ମାତ୍ରାରେ ଗରମ ହେବା ସ୍ୱାଭାବିକ ଅଟେ। ଏହି ପରିପ୍ରେକ୍ଷୀରେ ଫୋନ୍ କାହିଁକି ଗରମ ହୁଏ, ସେ ସମ୍ପର୍କରେ...
ଟେକ୍ନୋଲୋଜି 

ନୂଆ GSAT-7R ସାଟେଲାଇଟ୍ ପାଇଁ 'ମେଡ୍ ଇନ୍ ଇଣ୍ଡିଆ' ରୁକ୍ମିଣୀ ଟର୍ମିନାଲ୍ ପ୍ରସ୍ତୁତ କରିବ ନୌସେନା, ଇସ୍ରାଏଲ୍ ଉପରେ କମିବ ନିର୍ଭରଶୀଳତା

ଭାରତୀୟ ନୌସେନା ନିଜର ସାମୁଦ୍ରିକ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଏବଂ ସୁରକ୍ଷିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ନୂତନ ଭାବେ ଉତକ୍ଷେପଣ କରାଯାଇଥିବା GSAT-7R (CMS-03) ସାଟେଲାଇଟ୍ ସହ ଯୋଗାଯୋଗ ପାଇଁ ନୌସେନା ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ 'ରୁକ୍ମିଣୀ ସାଟକମ୍ ଟର୍ମିନାଲ୍' (Rukmini SATCOM Terminals) ନିର୍ମାଣ ନିମନ୍ତେ ଏକ୍ସପ୍ରେସନ୍...
ଟେକ୍ନୋଲୋଜି 

ପର୍ସନାଲ ଏଆଇ ଏଜେଣ୍ଟ କିପରି କାମ କରେ: ମେଟାର ମ୍ୟୁଜ୍ ଓ ୟୁଜର ପ୍ରାଇଭେସି ଉପରେ ଏହାର ପ୍ରଭାବ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଦୁନିଆରେ ବର୍ତ୍ତମାନ ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି, ତାହା ହେଉଛି ପର୍ସନାଲ ଏଆଇ ଏଜେଣ୍ଟ (Personal AI Agents)। ୟୁଜରଙ୍କ ପକ୍ଷରୁ ଏକାଧିକ କାର୍ଯ୍ୟ ସ୍ୱୟଂଚାଳିତ ଭାବେ କରିବା ପାଇଁ ଏହି ସଫ୍ଟୱେରଗୁଡ଼ିକ ଡିଜାଇନ୍ ହୋଇଛି। ଗତ କିଛି ସପ୍ତାହ ହେବ ମେଟାର ମ୍ୟୁଜ୍ (Meta's Muse) ଏବଂ ...
ଟେକ୍ନୋଲୋଜି 

ଆନ୍ଥ୍ରୋପିକ୍‌ ଗବେଷକଙ୍କ ଭୟଙ୍କର ଚେତାବନୀ: ମଣିଷକୁ ଧ୍ୱଂସ କରିଦେବ ଏଆଇ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶ ମଣିଷ ସମାଜ ପାଇଁ ଯେତିକି ସୁଯୋଗ ସୃଷ୍ଟି କରୁଛି, ତହିଁରୁ ଅଧିକ ବିପଦ ସୃଷ୍ଟି କରିଛି।  କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଦ୍ରୁତ ପ୍ରତିଯୋଗିତା ସୁପର ଇଣ୍ଟେଲିଜେନ୍ସ ଆଡ଼କୁ ଅଗ୍ରସର ହେଉଛି। କମ୍ପାନୀଗୁିକ ବିପଜ୍ଜନକ ଭାବରେ ନିଜକୁ ନିଜେ ବିକଶିତ କରୁଥିବା ‘ସୁପର ଇଣ୍ଟେଲିଜେନ୍ସ’ ପାଇଁ ବିପଦପୂର୍ଣ୍ଣ ଭାବରେ...
ବିଶେଷ  ବଡ ଖବର  ଟେକ୍ନୋଲୋଜି 

ଗୁଗଲର ବଡ଼ ଘୋଷଣା: ଭାରତୀୟ କଲେଜ ଛାତ୍ରଛାତ୍ରୀଙ୍କୁ ବର୍ଷେ ପର୍ଯ୍ୟନ୍ତ ମିଳିବ ମାଗଣା ‘AI Plus’ ସବସ୍କ୍ରିପସନ

ନୂଆଦିଲ୍ଲୀ: ଆମେରିକାର ଟେକ୍ ଦିଗ୍ଗଜ ଗୁଗଲ (Google) ଭାରତୀୟ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ପକ୍ଷରୁ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହାର ‘ଏଆଇ ପ୍ଲସ’ (AI Plus) ପ୍ଲାନର ଏକ ବର୍ଷର ମାଗଣା ସବସ୍କ୍ରିପସନ୍ ପ୍ରଦାନ କରାଯିବ। ଏହା ମାଧ୍ୟମରେ ପିଲାମାନେ ଉନ୍ନତ କୃତ୍ରିମ ବୁଦ୍ଧିମତ୍ତା (AI) ଟୁଲ୍ସ ଏବଂ ଅଧିକ...
ବାଣିଜ୍ୟ  ବଡ ଖବର  ଟେକ୍ନୋଲୋଜି 

ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି କି? ଜାଣନ୍ତୁ ଏହି ୧୦ଟି ଲକ୍ଷଣ ଏବଂ ସୁରକ୍ଷା ଉପାୟ

ସ୍ମାର୍ଟଫୋନ୍ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। କିନ୍ତୁ ବଢୁଥିବା ସାଇବର ଅପରାଧ କାରଣରୁ ମୋବାଇଲ୍ ଫୋନ୍ ହ୍ୟାକ୍ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି। ହ୍ୟାକର୍ ମାନେ ଅତି ସହଜରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିପାରିବେ। ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି, ତେବେ କିଛି...
ଟେକ୍ନୋଲୋଜି 

ହ୍ୱାଟସ୍‌ଆପ୍ ୱେବ୍‌ରେ ଆସିଲା ଅଡିଓ ଏବଂ ଭିଡିଓ କଲ୍ ଫିଚର୍, ଏଣିକି କମ୍ପ୍ୟୁଟରରୁ କରିପାରିବେ କଲ୍

ଲୋକପ୍ରିୟ ମେସେଜିଂ ଆପ୍ WhatsApp ନିଜର ୟୁଜର୍ସଙ୍କ ପାଇଁ ଏକ ବଡ଼ ଅପଡେଟ୍ ଆଣିଛି। ଏଣିକି WhatsApp Web ଜରିଆରେ ମଧ୍ୟ ୟୁଜର୍ସମାନେ ଅଡିଓ ଏବଂ ଭିଡିଓ କଲ୍ କରିପାରିବେ। ଦୀର୍ଘ ଦିନ ଧରି ଏହି ଫିଚର୍‌କୁ ୟୁଜର୍ସମାନେ ଉତ୍ସାହର ସହ ଅପେକ୍ଷା କରିଥିଲେ, ଯାହା ଏବେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି। ଡେସ୍କଟପ୍ ୟୁଜର୍ସଙ୍କ...
ଟେକ୍ନୋଲୋଜି 

ଚାଟ୍ ଜିପିଟିରେ ଆସିଲା ନୂଆ 'ହେଲଥ୍ ଫିଚର': ଏବେ ଆପଣଙ୍କ ମେଡିକାଲ ରିପୋର୍ଟ ପଢ଼ିବ ଏଆଇ

ଓପନ୍ ଏଆଇ (OpenAI) ନିଜର ଲୋକପ୍ରିୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ ଚାଟ୍ ଜିପିଟି (ChatGPT) ରେ ଏକ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ଫିଚର ଲଞ୍ଚ କରିଛି। ଏହି ନୂଆ ଫିଚରର ନାମ ଚାଟ୍ ଜିପିଟି ହେଲଥ୍ (ChatGPT Health) ରଖାଯାଇଛି। ବର୍ତ୍ତମାନ ୟୁଜର୍ସମାନେ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ନିଜର ମେଡିକାଲ ରିପୋର୍ଟ ଏବଂ ଲ୍ୟାବ୍...
ଟେକ୍ନୋଲୋଜି 

ଚନ୍ଦ୍ର ବିଜୟର ‘ପାୱାର ହାଉସ’: ଜାଣନ୍ତୁ କେମିତି ପ୍ରସ୍ତୁତ ହୋଇଥିଲା ଦୁନିଆର ସବୁଠାରୁ ଶକ୍ତିଶାଳୀ ରକେଟ୍ ଇଞ୍ଜିନ୍

ଚନ୍ଦ୍ରପୃଷ୍ଠରେ ମଣିଷର ପ୍ରଥମ ପାଦ କେବଳ ଲଞ୍ଚ୍ ପ୍ୟାଡ୍‌ରୁ ଆରମ୍ଭ ହୋଇନଥିଲା, ବରଂ ଏହାର ପ୍ରସ୍ତୁତି ହଜାର ହଜାର କିଲୋମିଟର ଦୂରରେ ଆରମ୍ଭ ହୋଇଥିଲା। ଏହି ସ୍ଥାନ ଥିଲା ନାସା (NASA) ର ମିସିସିପି ସ୍ଥିତ ଷ୍ଟେନିସ୍ ସ୍ପେସ୍ ସେଣ୍ଟର (Stennis Space Center), ଯେଉଁଠାରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ସାଟର୍ନ ଭି ଏଫ୍-୧...
ଟେକ୍ନୋଲୋଜି 

ଭାରତର ପ୍ରଥମ ଘରୋଇ ଅର୍ବିଟାଲ୍ ରକେଟ୍ 'ବିକ୍ରମ-୧'ର ସଫଳ ଉତକ୍ଷେପଣ, ମହାକାଶ ଗବେଷଣାରେ ନୂଆ ଇତିହାସ

ଭାରତୀୟ ମହାକାଶ ଗବେଷଣା ତଥା ଘରୋଇ କ୍ଷେତ୍ର ପାଇଁ ଆଜି ଏକ ଐତିହାସିକ ଦିନ। ଶନିବାର ଦିନ ଭାରତର ପ୍ରଥମ ସମ୍ପୂର୍ଣ୍ଣ ଘରୋଇ ଜ୍ଞାନକୌଶଳରେ ନିର୍ମିତ ଅର୍ବିଟାଲ୍ ରକେଟ୍ 'ବିକ୍ରମ-୧' (Vikram-1) ସଫଳତାର ସହ ଉତକ୍ଷେପଣ ହୋଇଛି। ଏହି ସଫଳତା ସହିତ ଘରୋଇ ଅର୍ବିଟାଲ୍ ଉତକ୍ଷେପଣ କ୍ଷମତା ଥିବା ବିଶ୍ୱର ତୃତୀୟ ଦେଶ ଭାବରେ ଭାରତ...
ଟେକ୍ନୋଲୋଜି