ମନୋରଞ୍ଜନ

ରାଜନୀତିରେ ମଧ୍ୟ ନିଜକୁ 'ବାହାର ଲୋକ' ଭାବୁଛନ୍ତି କଙ୍ଗନା ରଣାୱତ! ଅଶ୍ଳୀଳ ଆରୋପ ଉପରେ ହେଟର୍ସଙ୍କୁ ଦେଲେ କଡ଼ା ଜବାବ
ସୁକେଶ ଠକେଇ ମାମଲା: ଇଡି ଜେରା ସମୟକୁ ମନେ ପକାଇ କ୍ୟାମେରା ସାମ୍ନାରେ କାନ୍ଦିଲେ ନୋରା ଫତେହୀ
ଅଡୁଆରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ: ଆତ୍ମସମର୍ପଣ ନକରିବାରୁ ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ବଲିଉଡ୍‌ରେ ପୁଣି ମୁହାଁମୁହିଁ କଙ୍ଗନା-ତାପସୀ: 'ସସ୍ତି କପି' କହି ଟାର୍ଗେଟ କଲେ କଙ୍ଗନା ରଣାୱତ
'ମହାକାଳୀ'ରେ ଅକ୍ଷୟ ଖାନ୍ନାଙ୍କ ଦମଦାର ଅବତାର: ଅସୁର ଗୁରୁ ଶୁକ୍ରାଚାର୍ଯ୍ୟ ଭୂମିକାରେ ଆସିବେ ନଜର
ଭାରତୀୟ ବାୟୁସେନା ଅଧିକାରୀଙ୍କ ଚେତାବନୀ: 'ଅପରେସନ୍ ସଫେଦ୍ ସାଗର'ରେ ଧୀର ଗତିରେ ଚାଲୁଥିବା ହିରୋ ଭାବେ ନଦେଖାଇବାକୁ ପରାମର୍ଶ

ଜୀବନଚର୍ଯ୍ୟା

ଦୀର୍ଘ ସମୟ ଧରି ବସି ରହୁଛନ୍ତି କି? ଫିଟନେସ୍ କୋଚ୍ ଡାନ୍ ଗୋ'ଙ୍କଠାରୁ ଶିଖନ୍ତୁ ସୁସ୍ଥ ରହିବାର '୫-ମିନିଟ୍ ଏକ୍ସରସାଇଜ୍ ସ୍ନାକ୍' ଫଣ୍ଡା
ଏକ ସୁସ୍ଥ ଜୀବନଶୈଳୀ ଥାଇ ମଧ୍ୟ ଖରାପ ନିଦ୍ରା ହୃଦୟର କ୍ଷତି କରିପାରେ କି? ଜାଣନ୍ତୁ କାର୍ଡିଓଲୋଜିଷ୍ଟଙ୍କ ମତ
ବର୍ଷା ଜଳ କ'ଣ ଆପଣଙ୍କ ତ୍ୱଚାର କ୍ଷତି କରି ବ୍ରଣ ସୃଷ୍ଟି କରିପାରେ? ଜାଣନ୍ତୁ ଚର୍ମରୋଗ ବିଶେଷଜ୍ଞଙ୍କ ମତ
ସ୍କିନକେୟାର ପ୍ରଡକ୍ଟ ସହ୍ୟ କରିପାରୁନି ଏକ ତୃତୀୟାଂଶ ଭାରତୀୟଙ୍କ ତ୍ୱଚା: ଡର୍ମାଟୋଲୋଜିଷ୍ଟ ଦେଲେ ସତର୍କ ସୂଚନା
ଘରେ ପ୍ରସ୍ତୁତ କରନ୍ତୁ କୋଲାଜେନ୍ ସେରମ୍: କୁଞ୍ଚିତ ଚର୍ମରୁ ମୁକ୍ତି ସହ ପାଇବେ ଉଜ୍ଜ୍ୱଳ ଏବଂ ଯୁବସୁଲଭ ତ୍ୱଚା
ସକାଳୁ ଉଠିବା ମାତ୍ରେ ଫୋନ୍ ଦେଖୁଛନ୍ତି କି? ଏହି ଅଭ୍ୟାସ ଛାଡ଼ିବା ପାଇଁ ମନୋବିଜ୍ଞାନୀଙ୍କ ୬ଟି ସୁସ୍ଥ ବିକଳ୍ପ

ବ୍ରହ୍ମପୁର

ବ୍ରହ୍ମପୁରରେ ଅଭାବନୀୟ ଘଟଣା: କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ, କଟକ ସ୍ଥାନାନ୍ତର ବେଳେ ବାଟରେ ମୃତ୍ୟୁ

ବ୍ରହ୍ମପୁର: କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ । ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିନଗର ଲେନ୍-୫ରେ ଯୁବତୀଙ୍କ ଆତ୍ମାହୁତି । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର ବେଳେ ଯୁବତୀଙ୍କ ମୃତ୍ୟୁ । ତେବେ ଯୁବତୀ ଜଣକ କାହିଁକି ନିଜକୁ ଜାଳିଲେ ତା'ର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି...
ଓଡ଼ିଶା  ବ୍ରହ୍ମପୁର 

ପୁଣି ଅଶାନ୍ତ ବ୍ରହ୍ମପୁର: ୯ଦିନରେ ୩ ଏନକାଉଣ୍ଟର, ପୁଲିସ ଗୁଳିରେ ଅଭିଯୁକ୍ତ ଜଗା ସାହୁ ଆହତ

ବ୍ରହ୍ମପୁର: ପୁଣି ଅଶାନ୍ତ ବ୍ରହ୍ମପୁର । ୯ଦିନରେ ୩ ଏନକାଉଣ୍ଟର । ପୁଲିସ ଏନକାଉଣ୍ଟରରେ ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ସାହୁ ଆହତ । ଗତକାଲି ସନ୍ଧ୍ୟାରେ ବଡ଼ବଜାର ଥାନା ଅଞ୍ଚଳର ମଙ୍ଗଳା ବେହେରାଙ୍କୁ ବିଚ ରାସ୍ତାରେ ଅପରାଧୀ ଗୋଷ୍ଟି ଗୋଟିଏ ପରେ ଗୋଟିଏ ଖଣ୍ଡା ଚୋଟ ପକାଇ ବର୍ବରର ସୀମା ଟପିଯାଇଥିବା...
ଓଡ଼ିଶା  ବଡ ଖବର  ବ୍ରହ୍ମପୁର 

ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣା: ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୁକେଶ ସାହୁ ଆହତ

ବ୍ରହ୍ମପୁର: ବ୍ରହ୍ମପୁରରେ ପୋଲିସର ଏନକାଉଣ୍ଟର । ଗିରିରୋଡରେ ଦୁଇ ଜଣଙ୍କୁ ବିଚରାସ୍ତାରେ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ । ଗତକାଲି ବିଳମ୍ବିତ ରାତିରେ ଟାମଣା ଘାଟିରେ ପୋଲିସ ଓ ମୁକେଶ ମୁହାଁ ମୁହିଁ ହେବା ପରେ ମୁକେଶ ପୋଲିସ ଉପରକୁ ଗୁଳି କରିଥିଲା। ପୋଲିସ ମଧ୍ୟ ମୁକେଶ...
ଓଡ଼ିଶା  ବଡ ଖବର  ବ୍ରହ୍ମପୁର 

ତଳମୁହାଁ ଆଇନଶୃଙ୍ଖଳା: ରାସ୍ତା ଉପରେ ଗାଈଗୋରୁକୁ ପିଟିବା ପରି କାଠ ଫାଳିଆରେ ଯୁବକଙ୍କୁ ନିସ୍ତୁକ ମାଡ଼...

ବ୍ରହ୍ମପୁର: ରାଜ୍ୟରେ ତଳମୁହାଁ ଆଇନଶୃଙ୍ଖଳା । କାହାକୁ ଡର ନାହିଁ କି ଭୟ ବି ନାହିଁ । ରାସ୍ତା ଉପରେ ଗାଈଗୋରୁକୁ ପିଟିବା ପରି କାଠ ଫାଳିଆରେ ଯୁବକଙ୍କୁ ଦେଉଛନ୍ତି ନିସ୍ତୁକ ମାଡ଼ । ଜଣେ ଯୁବତୀ ସମ୍ପୃକ୍ତ ଯୁବକଙ୍କୁ ରକ୍ଷା କରିବା ପାଇଁ ଉଦ୍ୟମ କରି ବି ବିଫଳ ହେଉଛନ୍ତି। ସ୍ଥାନୀୟ ଗିରି ରୋଡ଼...
ଓଡ଼ିଶା  ବଡ ଖବର  ବ୍ରହ୍ମପୁର 

ଗୋପାଳପୁରରେ ପୁଣି ଲଜ୍ଜା, ଜଙ୍ଗଲରେ ମହିଳାଙ୍କୁ ଦୁଷ୍କର୍ମ...

ବ୍ରହ୍ମପୁର: ଗୋପାଳପୁରରେ ପୁଣି ଲଜ୍ଜା। ବେଳାଭୂମିରେ ଜରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ପୁଣି ଏହି ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ମଣି ଦାସ(୨୭)। ସୂଚନାନୁସାରେ, ଗୋପାଳପୁର...
ଓଡ଼ିଶା  ବ୍ରହ୍ମପୁର 

ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲକୁ ଏନକାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି..

ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ସୁନିଲଙ୍କୁ ଏନକାଉଣ୍ଟର। ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋଳନ୍ଥରା ଥାନା ପକ୍ଷରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରାଯାଇଛି। ଏଥିରେ ପୁଲିସ ସଫଳତା ମଧ୍ୟ ପାଇଛି ।ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ବିବେକନନ୍ଦ ଓ ତାଙ୍କ ଟିମ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ସୁନିଲ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ ରହି ଫେରାର ରହିଥିଲା । ଗୋଳନ୍ଥରା ଥାନା ପୁଲିସ ଓ ସ୍ୱତନ୍ତ୍ର ଟିମ ଚଢ଼ାଉ […]
ଓଡ଼ିଶା  ବଡ ଖବର  ବ୍ରହ୍ମପୁର 

ବ୍ରହ୍ମପୁର MKCG ପିଜି ଛାତ୍ରଛାତ୍ରୀଙ୍କୁ ନିର୍ଯାତନା !

ବ୍ରହ୍ମପୁର: ବ୍ରହ୍ମପୁର MKCG ଆସୋସିଏଟ ପ୍ରଫେସର ଭାରତୀ ଦାଶଙ୍କ ନାଁରେ ଅଭିଯୋଗ । ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କଲେ ଶିଶୁ ବିଭାଗ PG ଛାତ୍ରଛାତ୍ରୀ । MKCG କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇବା ପରେ ବସିଲା ବୈଠକ। ଉଭୟ ପକ୍ଷଙ୍କୁ ବସାଇ ବୈଠକ କଲେ ଅଧୀକ୍ଷକ। ଅଭିଯୋଗ ଆସିଥିବା କଥାକୁ ସ୍ବୀକାର କରିଛନ୍ତି ଅଧୀକ୍ଷକ। ଆମେ ଏନେଇ ତର୍ଜମା କରୁଛୁ, ନିଷ୍ପତ୍ତି ଜଣାଇବୁ ବୋଲି କହିଛନ୍ତି।
ଓଡ଼ିଶା  ବଡ ଖବର  ବ୍ରହ୍ମପୁର 

୧୦୮ ଆମ୍ବୁଲାନ୍ସ ଅବ୍ୟବସ୍ଥା ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟଣା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ଅପରାଧିକ ଅବହେଳା: ବିଜେଡି

ଭୁବନେଶ୍ୱର : ୧୦୮ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଚରମ ଅବ୍ୟବସ୍ଥା ଲାଗି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତପୁର ଗ୍ରାମର ଶଙ୍କର ମହାରଣା ନାମକ ଏକ ଯୁବକର ମୃତ୍ୟୁ ଘଟଣାରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସରକାରଙ୍କ ଚରମ ଅପରାଧିକ ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଗୁରୁବାର ଦିନ କ୍ରିକେଟ ଖେଳିବା ସମୟରେ ଛାତିରେ ବଲ୍‌ ବାଜିବାରୁ […]
ଓଡ଼ିଶା  ଗଞ୍ଜାମ  ବ୍ରହ୍ମପୁର 

ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ : ବିଜେପି ନେତା ଭବାନୀଶଙ୍କର ଦାସ ଗିରଫ

ବ୍ରହ୍ମପୁର : ପ୍ରଥମେ ମାର୍କଣ୍ଡି ଆଉ ତା’ପରେ ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ। ଏହି ଦୁଇ ଘଟଣା ସାରା ବିଶ୍ବରେ ଓଡ଼ିଶାକୁ ଲଜ୍ଜିତ କରିଥିବା ବେଳେ ବ୍ରହ୍ମପୁରରେ ପୁଣି ଗତକାଲି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅନେକ ବରିଷ୍ଠ ବିଜେପି ନେତାଙ୍କ ଘନିଷ୍ଠ କୁହାଯାଉଥିବା ଓ ବିଜେପିର ଆଗଧାଡ଼ିର ନେତା ପରିଚୟ ଦେଉଥିବା ନକଲି ଡାକ୍ତର ଭବାନୀଶଙ୍କର ଦାସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ପୁଲିସ। ଦୁଷ୍କର୍ମରେ ତାଙ୍କୁ ସହାୟତା କରିଥିବା ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ […]
ଓଡ଼ିଶା  ବଡ ଖବର  ବ୍ରହ୍ମପୁର 

ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା: ୪ ଗିରଫ

ବ୍ରହ୍ମପୁର: ଜନୈକା ୧୪ବର୍ଷର ନାବାଳିକାଙ୍କ ସହ ବନ୍ଧୁତା କରି ତାଙ୍କୁ ଘରୁ ଡାକି ନେଇ ଏକ ନିର୍ଜନ ସ୍ଥାନରେ ବଳାତ୍କାର ପରେ ଅଭିଯୁକ୍ତ ଜଣଙ୍କ ତାଙ୍କର ଅନ୍ୟ ତିନି ସାଙ୍ଗକୁ ଡାକି ଉକ୍ତ ନାବାଳିକାଙ୍କୁ ଜଣଙ୍କ ପରେ ଜଣେ ଗଣବଳାତ୍କାର କରିଥିଲେ। ଏପରିକି ଉକ୍ତ ପୀଡ଼ିତା ୧୧ ବର୍ଷର ସାନ ଭଉଣୀଙ୍କୁ ସେଠାକୁ ଡାକି ଗଣବଳାତ୍କାର କରିଥିବା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏନେଇ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି […]
ଓଡ଼ିଶା  ବ୍ରହ୍ମପୁର 

ଭୟଙ୍କର ଖରାରେ ଶିଝୁଛନ୍ତି ଛାତ୍ରଛାତ୍ରୀ, ସରକାରୀ ନିର୍ଦ୍ଦେଶନାମାକୁ ଶିକ୍ଷାନୁଷ୍ଠାନର ବେଖାତିର

ବ୍ରହ୍ମପୁର: ରାଜ୍ୟବ୍ୟାପୀ ପ୍ରବଳ ଗରମ ଓ ଅସହ୍ୟ ତାତିରେ ଜନଜୀବନ ଅତିଷ୍ଠ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତଥା ଖୋଦ୍‌ ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିବା ପରେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦକରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶନାମା ଅନୁଯାୟୀ ପିଲାଙ୍କ ପାଇଁ ସ୍କୁଲ ଛୁଟି ରହିବ ଏବଂ ୨୩ ତାରିଖ ଠାରୁ ୫ଦିନ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ କଲେଜ ଗୁଡିକ ମଧ୍ୟ ବନ୍ଦ ରଖିବାକୁ ସ୍ପଷ୍ଟ କୁହାଯାଇଛି। ଏଥିରେ ଖିଲାପ କଲେ […]
ଓଡ଼ିଶା  ବ୍ରହ୍ମପୁର 

ବିଷପିଇ ପରିବାରର ୩ ମୃତ, ମା’ ସହ ବିଷ ପିଇଦେଲେ ଭାଇଭଉଣୀ

ବ୍ରହ୍ମପୁର : ବିଷପିଇ ପରିବାରର ୩ ମୃତ। ମା’ ସହ ବିଷ ପିଇଦେଲେ ଭାଇଭଉଣୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଥାନା ପାଳିବନ୍ଧ ପଞ୍ଚାୟତ ପାଳିବନ୍ଧ ଗ୍ରାମରେ। ଯେଉଁଠି ଗୋଟିଏ ପରିବାରର ମା ଓ ପୁଅ-ଝିଅ ବିଷ ପାନ କରି ମୃତ୍ୟ ବରଣ କରିଥିବା ଜଣାପଡିଛି । ମୃତ ବ୍ୟକ୍ତି ମାନେ ହେଲା ମା ଏସ.ମାମକ୍ଷରେଡି (୪୧) ପୁଅ ରାକେଶ ରେଡ୍ଡୀ(୨୨) ଏବଂ ଝିଅ ଏସ.ମିନା ରେଡ୍ଡୀ (୧୭) । ମୃତ୍ୟର କାରଣ ସ୍ୱଷ୍ଟ […]
ଓଡ଼ିଶା  ବଡ ଖବର  ବ୍ରହ୍ମପୁର 

ମୁଖ୍ୟ ସମାଚାର

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କ ଦ୍ୱାରା ଗୃହୀତ
ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ବାରିପଦାର କୁଲସୁମ, ଶୀଘ୍ର ଖୋଜି ଆଣିବାକୁ ପ୍ରଶାସନ ନିକଟରେ ନିବେଦନ
ଦୀର୍ଘ ସମୟ ଧରି ବସି ରହୁଛନ୍ତି କି? ଫିଟନେସ୍ କୋଚ୍ ଡାନ୍ ଗୋ'ଙ୍କଠାରୁ ଶିଖନ୍ତୁ ସୁସ୍ଥ ରହିବାର '୫-ମିନିଟ୍ ଏକ୍ସରସାଇଜ୍ ସ୍ନାକ୍' ଫଣ୍ଡା
ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାରଙ୍କର ତୋଗଲକି ନୀତି ଦାୟୀ: ବିଜେଡି
ସମୁଦ୍ର ମଝିରେ ବୁଡ଼ିଲା କାର୍ଗୋ ଜାହାଜ: ମୃତ୍ୟୁ ସହ ଲଢ଼େଇ କରି ପାରାଦୀପରେ ପହଞ୍ଚିଲେ ଉଦ୍ଧାର ହୋଇଥିବା ୨ ଚୀନ୍ ନାବିକ
ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ, କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ ହାଇକୋର୍ଟ