ଭଦ୍ରକ
<% catList.forEach(function(cat){ %> <%= cat.label %> <% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %> <%= node_description %>
<% } %> <% catList.forEach(function(cat){ %> <%= cat.label %> <% }); %>
ନାମାଙ୍କନ ଦାଖଲ ପୂର୍ବରୁ ଭଦ୍ରକର ୨ଟି କଲେଜରେ ନିର୍ବାଚନ ବାତିଲ୍
Published On
By Madhusudan Das
ଭଦ୍ରକ: ଭଦ୍ରକର ୨ଟି କଲେଜରେ ନିର୍ବାଚନ ବାତିଲ୍ । ନାମାଙ୍କନ ଦାଖଲ ପୂର୍ବରୁ ଭଦ୍ରକର ୨ଟି କଲେଜରେ ନିର୍ବାଚନ ବାତିଲ୍ । ଏନେଇ ମହାବିଦ୍ୟାଳୟ ପରିସରରେ ଲାଗିଛି ନୋଟିସ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଭଦ୍ରକ ମହିଳା ମହାବିଦ୍ୟାଳୟ ଓ ଭଣ୍ଡାରିପୋଖରୀ ନାଆମୀ କଲେଜରେ ନିର୍ବାଚନ ବାତିଲ୍ ହୋଇଛି ।...
ଓଡ଼ିଶା ବନ୍ଦ ବେଳେ ଭଦ୍ରକରେ ଉତ୍ତେଜନା: ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି, ଜଣେ ଅଟକ
Published On
By Madhusudan Das
ଭଦ୍ରକ: ଆଜି ଓଡ଼ିଶା ବନ୍ଦ ପାଳନ ସମୟରେ ଭଦ୍ରକରେ ଉତ୍ତେଜନା ଦେଖାଦେଇଛି। ଜାତୀୟ ରାଜପଥ-୧୬ର କଲେଜ ଛକ ଓଭରବ୍ରିଜ୍ ନିକଟରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଥିବା ବେଳେ ଏକ କାର୍ ଜୋରଜବରଦସ୍ତ ଯିବାକୁ ଉଦ୍ୟମ କରିବାରୁ ଏହି ବିବାଦର ସୂତ୍ରପାତ ହୋଇଥିଲା। ରିପୋର୍ଟ ଅନୁଯାୟୀ,...
ଭଦ୍ରକରେ ଅଭାବନୀୟ ଘଟଣା: ଖୋଲା ଡ୍ରେନରେ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ
Published On
By Madhusudan Das
ଭଦ୍ରକ: ଭଦ୍ରକ ସହରର ସାଳନ୍ଦୀ କେନାଲ ଡିଭିଜନ କଲୋନୀ ନିକଟରେ ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଏକ ଖୋଲା ଡ୍ରେନରେ ଖସି ପଡ଼ି ଜଣେ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ସେହି କଲୋନୀର ବାସିନ୍ଦା ଅକ୍ଷୟ ପ୍ରଧାନ।ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସାଳନ୍ଦୀ କେନାଲ...
ଭଦ୍ରକରେ ପୁଣି ବନ୍ୟା ଆଶଙ୍କା: ଫୁଲୁଛି ସାଳନ୍ଦୀ ଓ ବୈତରଣୀ ନଦୀ, ଖୋଲିଲା ହଦଗଡ଼ ଡ୍ୟାମର ୨ଟି ଗେଟ୍
Published On
By Madhusudan Das
ଭଦ୍ରକ: ଭଦ୍ରକ ଜିଲ୍ଲାରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖାଦେଇଛି। ସାଳନ୍ଦୀ ନଦୀ ଓ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ଲଗାତାର ବୃଦ୍ଧି ପାଉଥିବା ବେଳେ ବୈତରଣୀ ନଦୀର ସ୍ଥିତି ମଧ୍ୟ ଚିନ୍ତାଜନକ ରହିଛି। ଭଦ୍ରକ ପୌରାଞ୍ଚଳ ସମେତ ବିଭିନ୍ନ ପଞ୍ଚାୟତ ଏବଂ ତିହିଡ଼ି ବ୍ଲକର କିଛି ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି। ତଳିଆ...
ସର୍ବହରା ଚାଷୀକୁଳ: ବନ୍ୟା ଧୋଇନେଲା ବର୍ଷକର ଆହାର, ସାନି ବେଉଷଣ ପାଇଁ ସମୟ ନାହିଁ
Published On
By Madhusudan Das
ଭଦ୍ରକ(ଉମାକଲ୍ୟାଣ ମହାପାତ୍ର): ଭଦ୍ରକ ଜିଲ୍ଲାରେ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ପ୍ରକୋପ ଥମିଛି। ସବୁ ନଦୀର ଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି; ହେଲେ ବନ୍ୟା ଉଜାଡ଼ି ଦେଇଛି ସୁନାର ଫସଲ, ଭାଙ୍ଗିଦେଇଛି ଚାଷୀଙ୍କ ଅଣ୍ଟା । କଥାରେ ଅଛି, ଚାଷ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ୫ ବରଷ। ଚାଷୀ ଏ...
ଜମିଜମା ବିବାଦକୁ କେନ୍ଦ୍ରକରି ଝିଆରୀକୁ ଠେଙ୍ଗାରେ ପିଟିପିଟି ମାରିଦେଲା ଦାଦା
Published On
By Madhusudan Das
ବାସୁଦେବପୁର: ଜମିଜମା ବିବାଦରୁ ହତ୍ୟାକାଣ୍ଡ । ଦାଦାର ଠେଙ୍ଗା ମାଡ଼ରେ ଝିଆରୀ ମୃତ । ଅଭିଯୁକ୍ତ ଦାଦା ପ୍ରହଲ୍ଲାଦ ବାରିକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମୃତକ ମହିଳା ହେଉଛନ୍ତି ସସ୍ମିତା ପରିଡା। ସୂଚନା ଅନୁସାରେ, ଲୁଗା ଶୁଖାଇବା ପାଇଁ ସସ୍ମିତା ଘର ପାଖରେ ଏକ ବାଉଁଶ ପୋତିଥିଲା। ଏହି ଘଟଣାକୁ ନେଇ...
ମଦ ଦୋକାନ ଲାଇସେନ୍ସ ଲାଗି ଲଟେରୀ ଉଠାଣ: ଆଖିରେ ପଟି ବାନ୍ଧି ଚିର୍କୁଟ୍ ଉଠାଇଲେ ଜିଲ୍ଲାପାଳ
Published On
By Madhusudan Das
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଜି ଠିପିବନ୍ଦ ସରକାରୀ ଦେଶୀ-ବିଦେଶୀ ଦୋକାନ ଲାଗି ଆବେଦନ କରିଥିବା ବିଡ୍ଡରଙ୍କୁ ଆଜି ଲଟେରୀ ମାଧ୍ୟମରେ ଲାଇସେନ୍ସ ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନ ୧୧ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଲଟେରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ନିଜେ ଆଖିରେ ଅନ୍ଧ ପୁଟିଳି ବାନ୍ଧି ଲଟେରୀ ଖୋଲି ନୂତନ...
ରେବ ନଦୀ କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
Published On
By Madhusudan Das
ଭଦ୍ରକ: ରେବ ନଦୀ କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନସ୍ଥ ବୋଡ଼କ ପଞ୍ଚାୟତର ଗୁମୁଣ୍ଡିଆ ଠାରେ ରେବ ନଦୀ କୂଳରେ ମହିଳାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ତିହିଡି ଥାନା ଅଧିକାରୀ ଲୋପମୁଦ୍ର ନାୟକଙ୍କ ନେତୃତ୍ୱ ଏକ ପୋଲିସ ଟିମ ଜାଇ...
ପୁଲିସ ପେଟ୍ରୋଲିଂ ବେଳେ ଧରାପଡ଼ିଲେ ୩ ବ୍ରାଉନସୁଗର ବେପାରୀ
Published On
By Madhusudan Das
ଭଦ୍ରକ: ବନ୍ଧା ହେଲେ ୩ ବ୍ରାଉନସୁଗର ବେପାରୀ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ନୂଆନନ୍ଦ -ହାଟୁଆରୀ ଗ୍ରାମ ରାସ୍ତାରେ ଶନିବାର ପୁଲିସ ୩ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୦. ୫୮ଗ୍ରାମ ବ୍ରାଉନସୁଗର ଜବତ କରିଛି। ଏହାସହ ସେମାନେ ବ୍ୟବହାର କରୁଥିବା ଏକ ବାଇକ୍ ଓ ୩ଟି ମୋବାଇଲ ଜବତ...
୩ଟି ଛୁଆଙ୍କୁ ଛାଡି ପ୍ରେମିକ ସହ ସ୍ତ୍ରୀ ଛୁ ! ସ୍ତ୍ରୀକୁ ଫେରାଇ ଆଣିବାକୁ ଏସପିଙ୍କ ଦ୍ୱାରସ୍ଥ ସ୍ୱାମୀ...
Published On
By Madhusudan Das
ଭଦ୍ରକ: ୩ଟି ଛୁଆଙ୍କୁ ଛାଡି ପ୍ରେମିକ ସହ ପଳେଇଲା ସ୍ତ୍ରୀ । ୫ ଲକ୍ଷରୁ ଅଧିକ ଟଙ୍କା ସହିତ ସୁନା ରୁପା ଧରି ସ୍ତ୍ରୀ ଫେରାର। ଅନ୍ୟ ଜଣେ ଯୁବକଙ୍କ ସହ ସେ ଫେରାର ହୋଇଯାଇଥିବା ସ୍ବାମୀ ଅଭିଯୋଗ ଆଣିଛନ୍ତି । ସ୍ତ୍ରୀକୁ ଫେରାଇ ଆଣିବାକୁ ଥାନାକୁ ଦୌଡ଼ି ଦୌଡ଼ି ସ୍ୱାମୀ ନୟାନ୍ତ। ଶେଷରେ ଭଦ୍ରକ...
ଭିଜିଲାନ୍ସ ଜାଲରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ
Published On
By Madhusudan Das
ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାଡ଼ା ଡିଭିଜନ ଯନ୍ତ୍ରୀ ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କର ଭଡା ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭଦ୍ରକ ଭିଜିଲାନ୍ସ...
ଦାରିଦ୍ର୍ୟର ତାଡ଼ନା ସହିପାରିଲେନି ବାପା-ମା’; ୪ ବର୍ଷର ଝିଅକୁ ୧୫ ହଜାରରେ ବିକିଦେଲେ
Published On
By Madhusudan Das
ଧାମନଗର: ଆର୍ଥିକ ଅନଟନରୁ ୪ ବର୍ଷର ଝିଅକୁ ୧୫ ହଜାର ଟଙ୍କାରେ ବିକିଦେଲେ ବାପା-ମା’। ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସି ୨ନମ୍ବର ୱାର୍ଡ ଅଧୀନ ଗୁମୁଗଡ଼ ଛକ ନିକଟ ଡମଆଡ଼ି ଅଞ୍ଚଳରୁ ଶିଶୁବିକ୍ରି ଭଳି ଏକ ସାଂଘାତିକ ଘଟଣା ପଦାକୁ ଆସିଛି। ସୂଚନାନୁଯାୟୀ, ଡମଆଡ଼ିରେ ରହୁଥିବା ବନ୍ଧୁଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ କାଳୀ ମୁଣ୍ଡା...



