ମନୋରଞ୍ଜନ

ରାଜନୀତିରେ ମଧ୍ୟ ନିଜକୁ 'ବାହାର ଲୋକ' ଭାବୁଛନ୍ତି କଙ୍ଗନା ରଣାୱତ! ଅଶ୍ଳୀଳ ଆରୋପ ଉପରେ ହେଟର୍ସଙ୍କୁ ଦେଲେ କଡ଼ା ଜବାବ
ସୁକେଶ ଠକେଇ ମାମଲା: ଇଡି ଜେରା ସମୟକୁ ମନେ ପକାଇ କ୍ୟାମେରା ସାମ୍ନାରେ କାନ୍ଦିଲେ ନୋରା ଫତେହୀ
ଅଡୁଆରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ: ଆତ୍ମସମର୍ପଣ ନକରିବାରୁ ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ବଲିଉଡ୍‌ରେ ପୁଣି ମୁହାଁମୁହିଁ କଙ୍ଗନା-ତାପସୀ: 'ସସ୍ତି କପି' କହି ଟାର୍ଗେଟ କଲେ କଙ୍ଗନା ରଣାୱତ
'ମହାକାଳୀ'ରେ ଅକ୍ଷୟ ଖାନ୍ନାଙ୍କ ଦମଦାର ଅବତାର: ଅସୁର ଗୁରୁ ଶୁକ୍ରାଚାର୍ଯ୍ୟ ଭୂମିକାରେ ଆସିବେ ନଜର
ଭାରତୀୟ ବାୟୁସେନା ଅଧିକାରୀଙ୍କ ଚେତାବନୀ: 'ଅପରେସନ୍ ସଫେଦ୍ ସାଗର'ରେ ଧୀର ଗତିରେ ଚାଲୁଥିବା ହିରୋ ଭାବେ ନଦେଖାଇବାକୁ ପରାମର୍ଶ

ଜୀବନଚର୍ଯ୍ୟା

ଦୀର୍ଘ ସମୟ ଧରି ବସି ରହୁଛନ୍ତି କି? ଫିଟନେସ୍ କୋଚ୍ ଡାନ୍ ଗୋ'ଙ୍କଠାରୁ ଶିଖନ୍ତୁ ସୁସ୍ଥ ରହିବାର '୫-ମିନିଟ୍ ଏକ୍ସରସାଇଜ୍ ସ୍ନାକ୍' ଫଣ୍ଡା
ଏକ ସୁସ୍ଥ ଜୀବନଶୈଳୀ ଥାଇ ମଧ୍ୟ ଖରାପ ନିଦ୍ରା ହୃଦୟର କ୍ଷତି କରିପାରେ କି? ଜାଣନ୍ତୁ କାର୍ଡିଓଲୋଜିଷ୍ଟଙ୍କ ମତ
ବର୍ଷା ଜଳ କ'ଣ ଆପଣଙ୍କ ତ୍ୱଚାର କ୍ଷତି କରି ବ୍ରଣ ସୃଷ୍ଟି କରିପାରେ? ଜାଣନ୍ତୁ ଚର୍ମରୋଗ ବିଶେଷଜ୍ଞଙ୍କ ମତ
ସ୍କିନକେୟାର ପ୍ରଡକ୍ଟ ସହ୍ୟ କରିପାରୁନି ଏକ ତୃତୀୟାଂଶ ଭାରତୀୟଙ୍କ ତ୍ୱଚା: ଡର୍ମାଟୋଲୋଜିଷ୍ଟ ଦେଲେ ସତର୍କ ସୂଚନା
ଘରେ ପ୍ରସ୍ତୁତ କରନ୍ତୁ କୋଲାଜେନ୍ ସେରମ୍: କୁଞ୍ଚିତ ଚର୍ମରୁ ମୁକ୍ତି ସହ ପାଇବେ ଉଜ୍ଜ୍ୱଳ ଏବଂ ଯୁବସୁଲଭ ତ୍ୱଚା
ସକାଳୁ ଉଠିବା ମାତ୍ରେ ଫୋନ୍ ଦେଖୁଛନ୍ତି କି? ଏହି ଅଭ୍ୟାସ ଛାଡ଼ିବା ପାଇଁ ମନୋବିଜ୍ଞାନୀଙ୍କ ୬ଟି ସୁସ୍ଥ ବିକଳ୍ପ

ବୌଦ୍ଧ

SIR କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ BLO ନିଲମ୍ବିତ

ବୌଦ୍ଧ: SIR କାର୍ଯ୍ୟରେ ଅବହେଳା । ବୌଦ୍ଧର ୨ ଜଣ BLO ନିଲମ୍ବିତ । ବୌଦ୍ଧ ବିଧାନସଭା କ୍ଷେତ୍ରରେ ଚାଲିଥିବା ଭୋଟର ତାଲିକାର ସଂଶୋଧନ (SIR) କାର୍ଯ୍ୟରେ ଅନୁପସ୍ଥିତ ଓ ଅବହେଳା ଅଭିଯୋଗରେ ୧୭୬- ବୁଥ ର ଗଣ୍ଡିସର BLO ବିରେନ୍ଦ୍ର ବେହେରା ଓ ୧୬୯ ବୁଥ -ଖରର୍ଭୁଇଁ BLO ଶିବ ଚନ୍ଦ୍ର ଗାଆଣଙ୍କୁ ବୌଦ୍ଧ...
ଓଡ଼ିଶା  ବୌଦ୍ଧ 

ପାଣି ଭର୍ତ୍ତି ଡେକଚିରେ ବୁଡ଼ି ଶିଶୁକନ୍ୟା ମୃତ

ବୌଦ୍ଧ: ପାଣିରେ ବୁଡି ୨ ବର୍ଷର ଶିଶୁ କନ୍ୟା ମୃତ। ମୃତ ଶିଶୁକନ୍ୟା ସାନବାଗବର ଗ୍ରାମର କାଜଲ ମହାକୁଡ। ଖେଳୁଥିବା ବେଳେ ପାଣି ଭର୍ତ୍ତି ଡେକଚିରେ ବୁଡ଼ି ମୃତ୍ୟୁ ଘଟିଛି। ଅସାବଧାନତା ଯୋଗୁଁ ପାଣିରେ ବୁଡି ଯାଇଥିବା ସୂଚନା । ଘଟଣାର ଅଧିକ ତଦନ୍ତ କରୁଛି ବୌଦ୍ଧ ଆଦର୍ଶ ଥାନା ପୁଲିସ ।
ଓଡ଼ିଶା  ବଡ ଖବର  ବୌଦ୍ଧ 

ଗଞ୍ଜେଇ ଚାଲାଣ କରୁଥିଲେ ୩ ଆଇଆର୍‌ବି ଯବାନ, ଚାକିରିରୁ ବହିଷ୍କୃତ କଲେ ବୌଦ୍ଧ ଏସ୍‌ପି

ବୌଦ୍ଧ: ଭାରତୀୟ ରିଜର୍ଭ ପୁଲିସର ୩ ଜଣ ଯବାନଙ୍କୁ ଚାକିରିରୁ ବିଦା କରାଯାଇଛି। ସେହି ୩ ଜଣ ଯବାନ ଗଂଜେଇ କାରବାର ବନ୍ଦ କରିବା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ଗଂଜେଇ ବେପାରୀମାନଙ୍କୁ ଗଂଜେଇ ଚାଲାଣରେ ସାହାଯ୍ୟ କରୁଥିଲେ। ଏଥିପାଇଁ ଗଂଜେଇ ବେପାରୀମାନେ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ଦେଉଥିଲେ। ଆଜି ପଞ୍ଚମ ବାଟାଲିୟନର କମାଣ୍ଡାଣ୍ଟ ସମ୍ପୃକ୍ତ ୩ ଜଣଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ସୂଚନା ଅନୁଯାୟୀ, ଗଂଜେଇ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଗତ […]
ଓଡ଼ିଶା  ଅପରାଧ  ବୌଦ୍ଧ 

ମୁଣ୍ଡେଶ୍ୱର ଜଙ୍ଗଲରେ ବୁଲୁଛି ମହାବଳ ବାଘ…

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାରିଙ୍ଗି ଗାଁରେ ମହାବଳ ବାଘ ଆତଙ୍କ। ମୁଣ୍ଡେଶ୍ୱର ଜଙ୍ଗଲରେ ବୁଲୁଛି ବାଘ । ମହାବଳ ବାଘ ଦେଖି ଲୋକେ ଆତଙ୍କିତ। ପୋଖରୀ ଖୋଳିବା ସମୟରେ ଜଙ୍ଗଲ ଭିତରୁ ଏକ  ବାଘ ବାହାରିଥିଲା। ବାଘ ଦେଖି ଗାଁକୁ ଧାଇଁଥିଲେ ଲୋକେ। ଖବର ପାଇ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ଓଡ଼ିଶା  ବୌଦ୍ଧ 

ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ମାମୁ-ଭଣଜା, ନିଆଁ ପୋଇଁବା ବେଳେ ଅଘଟଣ

ବୌଦ୍ଧ : ନିଆଁ ପୋଇଁବା ବେଳେ ଘଟିଲା ଅଘଟଣ। ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ନାବାଳକ।  ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗାଁରେ ଏହି ଅଘଟଣ ଘଟିଛି। ନିଆରେ ଜୀବନ୍ତ ଦଗ୍ଧ  ହୋଇଥିବା ଦୁଇ ନାବାଳକ ସମ୍ପର୍କରେ ମାମୁ ଭଣଜା ହୋଇଥିବା ସୂଚନା ମିଳିଛି। ମୃତକ ଦୁଇ ଜଣଙ୍କ ମଧ୍ୟରେ ଜଣେ ୮ ବର୍ଷର କ୍ରୀଷ୍ଣା ଊର୍ମା ଓ ଅନ୍ୟ ଜଣେ ୫ ବର୍ଷର କ୍ରୀଷ୍ଣା ଭୋଇ । ଶୀତ ଦାଉରୁ ରକ୍ଷା ପାଇଁ […]
ଓଡ଼ିଶା  ବୌଦ୍ଧ 

ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ପତ୍ନୀ

ବୌଦ୍ଧ: ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ପତ୍ନୀ । ସରପଞ୍ଚ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି । ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଶ୍ରୀବନ୍ତ ସାହୁ ଓ ତାଙ୍କ ପତ୍ନୀ ରହିଥିଲେ। ଶ୍ରୀବନ୍ତ ବାଣୀଭୂଷଣପୁର ପଞ୍ଚାୟତ ସରପଞ୍ଚ ଥିବାବେଳେ ପତ୍ନୀ ବିଷ୍ଣୁପ୍ରିୟା ଶିକ୍ଷକତା କରୁଥିଲେ । ଗତକାଲି ବିଷ୍ଣୁପ୍ରିୟା ରୋଷେଇ କରୁଥିବା ବେଳେ ଗ୍ୟାସରୁ ନିଆଁ ଲାଗିଯିବା ପରେ ସେ ଚିତ୍କାର କରିଥିଲେ।  ତାଙ୍କ […]
ଓଡ଼ିଶା  ବୌଦ୍ଧ 

ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର, ବିଲ୍ କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବୌଦ୍ଧ : ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର । ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ବୌଦ୍ଧ ଭିଜିଲାନ୍ସ ଟିମ । ଧରାପଡିଥିବା ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର ହେଉଛନ୍ତି ବୌଦ୍ଧ ବୟନ ଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ଅଫିସର ଦୁଇ ଜଣ ଟେକ୍ସଟାଇଲ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସ। ସୂଚନା ଅନୁସାରେ ବାଉଁଶୁଣୀ ସମବାୟ ସମିତିର ବିଲ୍ ରିଲିଜ୍ ଲାଗି ଉଭୟ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ […]
ଓଡ଼ିଶା  ବୌଦ୍ଧ 

ଗୋଷ୍ଠୀ ସଶକ୍ତୀକରଣରେ କମ୍ୟୁନିଟି ରେଡିଓ

ବୌଦ୍ଧ: ଦିନ ଥିଲା ଦୂର ସଞ୍ଚାର ପ୍ରମୁଖ ମାଧ୍ୟମ ଥିଲା ରେଡ଼ିଓ। ଘରେ ଘରେ ଥିଲା ରେଡିଓ ସେଟ୍‌‌। ଟେଲିଭିଜନ ଉଦ୍ଭାବନ ପରେ ରେଡିଓର ବ୍ୟବହାର ଢେର ହ୍ରାସ ପାଇଥିବା ବେଳେ, ବର୍ତ୍ତମାନ କେତେକ ବଡ଼ ସହରରେ ଏଫଏମ ରେଡିଓ ପ୍ରଚଳନ ହୋଇଛି। ତେବେ ଏକ ନୂତନ ଅବଧାରଣା ପ୍ରକାରେ ଗୋଷ୍ଠୀ ସଶକ୍ତୀକରଣ ପାଇଁ ବ୍ୟବହାର ହେଉଛି ରେଡିଓ ଯାହାକୁ କମୁନିଟି ରେଡିଓ କୁହାଯାଉଛି। ବୌଦ୍ଧ ସହର ଉପକଣ୍ଠ ନାରାୟଣପୁର ଠାରେ ଅବସ୍ଥିତ ଆଶ୍ୱାସ୍ରୋ ନାମକ ସ୍ୱେଚ୍ଛାସେବୀ […]
ଓଡ଼ିଶା  ବୌଦ୍ଧ 

ସ୍କୁଟି-କାର ମୁହାଁମୁହିଁ ଧକ୍କା: ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ବୌଦ୍ଧ: ବୋଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅଡେନିଗାଡ଼ଠାରେ ସ୍କୁଟି ସହ କାର ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ସ୍କୁଟି ଚାଳକ ମୃତ, ଅଳ୍ପକେ ବର୍ତ୍ତିଲେ କାର ଚାଳକ। ମିଳିଥିବା ସୂଚନା ଅନୁଯାୟୀ, ଅଡେଣିଗାଡ଼ ଗ୍ରାମର ଚିତ୍ତରଞ୍ଜନ ସାହୁ ଏକ ସ୍କୁଟି ଯୋଗେ ଗୁଣ୍ଡୁରିସାହିରୁ ଘରକୁ ଫେରୁଥିଲେ। ହେଲେ ଅଡେନିଗାଡ ଟେଲିସାହି ନିକଟରେ ଚାରିଛକ ପଟୁ ଭୁବନେଶ୍ୱର ଯାଉଥିବା ଏକ କାର୍‌ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ଚିତ୍ତରଞ୍ଜନ ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ […]
ଓଡ଼ିଶା  ବୌଦ୍ଧ 

ସରପଞ୍ଚଙ୍କ ଗୁଳିମାଡ଼ରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼ ସନ୍ଦେହ

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଷୁରବନ୍ଧ ଗାଁରେ ଅଭାବନୀୟ ଘଟଣା। ସରପଞ୍ଚଙ୍କ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରତର ଯୁବକ ଜଣକ ହେଲେ କସୁରବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ କଷୁରବନ୍ଧ ସରପଞ୍ଚ ସରୋଜ କର୍ଣ୍ଣ ଓ ତାଙ୍କ ବାପା,ଭାଇଙ୍କ ସହ ରାଜେନ୍ଦ୍ରଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ସରପଞ୍ଚ ଉତ୍ତ୍ୟକ୍ତ ହୋଇ […]
ଓଡ଼ିଶା  ବୌଦ୍ଧ 

ସାପ କାମୁଡ଼ାରେ ଚାଲିଗଲା ୩ ଭଉଣୀଙ୍କ ଜୀବନ

ବୌଦ୍ଧ: ସାପ କାମୁଡ଼ାରେ ଗଲା ୩ ଭଉଣୀଙ୍କ ଜୀବନ । ବାପା ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର । ଘରର ସମସ୍ତେ ସୋଇଥିବା ବେଳେ ବିଷଧର ସାପ କାମୁଡିଥିଲା । ସମସ୍ତଙ୍କୁ ଗ୍ରାମବାସୀ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର। ବୌଦ୍ଧ ଆଦର୍ଶ ଥାନା ଟିକରପଡ଼ା ପଂଚାୟତ ଅନ୍ତର୍ଗତ ଚଡେଆପଲି ଗ୍ରାମରେ ଅଘଟଣ । ମୃତକ ହେଲେ ସୁଲେନ୍ଦ୍ରଙ୍କ ବଡ ଝିଅ ସୁଧିରେଖା ମଲ୍ଲିକ(୧୩), ମଝିଆ ଝିଅ […]
ଓଡ଼ିଶା  ବୌଦ୍ଧ 

ରାମଗଡ଼ ଗ୍ରାମବାସୀଙ୍କ ପ୍ରଚେଷ୍ଟା ପାଇଁ ବାଦୁଡ଼ିଙ୍କ କିଚିରିମିଚିରି ଶବ୍ଦରେ ଗୁଞ୍ଜରିତ ହେଉଛି ପୁରା ପରିବେଶ

ବୌଦ୍ଧ(ଦିବ୍ୟ ରଞ୍ଜନ ପଟ୍ଟନାୟକ): ସନ୍ଧ୍ୟାହେଲେ ଗାଁ ଗାଁ ରେ କାନରେ ଗୁଞ୍ଜରିତ ହେଉଥିଲା ବିରଳ ସ୍ତନ୍ୟପାୟୀ ପକ୍ଷୀ ବାଦୁଡ଼ିର କିଚିରିମିଚିରି ଶବ୍ଦ। ତେବେ ଏହି ଶବ୍ଦ ଆଉ ଏବେ ପ୍ରାୟ କାନକୁ ଶୁଭୁ ନାହିଁ। କିନ୍ତୁ ବୌଦ୍ଧ ଜିଲ୍ଲାରେ ଆଜିବି ଏଭଳି ସ୍ଥାନ ଅଛି ଯେଉଁଠି ଗ୍ରାମବାସୀଙ୍କ ପ୍ରଚେଷ୍ଟା ପାଇଁ ହଜାର ହଜାର ସଂଖ୍ୟାରେ ବାଦୁଡ଼ିଙ୍କ କିଚିରିମିଚିରି ଶବ୍ଦରେ ଗୁଞ୍ଜରିତ ହେଉଛି ପୁରା ପରିବେଶ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜଗନ୍ନାଥ ସଡକରେ ବୌଦ୍ଧ ଠାରୁ ୨୦ […]
ବିଶେଷ  ବୌଦ୍ଧ 

ମୁଖ୍ୟ ସମାଚାର

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କ ଦ୍ୱାରା ଗୃହୀତ
ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ବାରିପଦାର କୁଲସୁମ, ଶୀଘ୍ର ଖୋଜି ଆଣିବାକୁ ପ୍ରଶାସନ ନିକଟରେ ନିବେଦନ
ଦୀର୍ଘ ସମୟ ଧରି ବସି ରହୁଛନ୍ତି କି? ଫିଟନେସ୍ କୋଚ୍ ଡାନ୍ ଗୋ'ଙ୍କଠାରୁ ଶିଖନ୍ତୁ ସୁସ୍ଥ ରହିବାର '୫-ମିନିଟ୍ ଏକ୍ସରସାଇଜ୍ ସ୍ନାକ୍' ଫଣ୍ଡା
ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାରଙ୍କର ତୋଗଲକି ନୀତି ଦାୟୀ: ବିଜେଡି
ସମୁଦ୍ର ମଝିରେ ବୁଡ଼ିଲା କାର୍ଗୋ ଜାହାଜ: ମୃତ୍ୟୁ ସହ ଲଢ଼େଇ କରି ପାରାଦୀପରେ ପହଞ୍ଚିଲେ ଉଦ୍ଧାର ହୋଇଥିବା ୨ ଚୀନ୍ ନାବିକ
ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ, କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ ହାଇକୋର୍ଟ