ସୁନ୍ଦରଗଡ଼
<% catList.forEach(function(cat){ %> <%= cat.label %> <% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %> <%= node_description %>
<% } %> <% catList.forEach(function(cat){ %> <%= cat.label %> <% }); %>
ସୁନ୍ଦରଗଡ଼ରେ ଯାତ୍ରୀବାହୀ ବସ୍ ଓଲଟି ୧୫ ଆହତ
Published On
By Madhusudan Das
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବଡ଼ ସଡକ ଦୁର୍ଘଟଣା । ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ମଧୁପୁର (ଚିଲବଂଶ) ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଅତିକମରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ହଂସିକା ନାମକ ଏହି ଘରୋଇ ବସ୍ଟି ଝାରସୁଗୁଡ଼ାରୁ ବଣାଇଗଡ଼ ଅଭିମୁଖେ ଯାତ୍ରା କରୁଥିଲା। ଡ୍ରାଇଭର ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ...
ସୁନ୍ଦରଗଡ଼ର କଣ୍ଟାମାଲ ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ
Published On
By Madhusudan Das
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଘଞ୍ଚ କଣ୍ଟାମାଲ ଜଙ୍ଗଲ ମଧ୍ୟରୁ ଏକ ନରକଙ୍କାଳ ଉଦ୍ଧାର କରାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ଭୟ ଏବଂ ଉତ୍ତେଜନା ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, କିଛି ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲ...
ଇବ୍ ନଦୀରେ ଭାସି ମହିଳା ନିଖୋଜ; ଦୁଇ ଦିନ ହେଲା ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି
Published On
By Madhusudan Das
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ଇବ୍ ନଦୀରେ ଗୁରୁବାର ଜଣେ ମହିଳା ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଓଡ଼ିଶାର ଗ୍ରାଣ୍ଡ କ୍ୟାନିୟନ ଭାବେ ପରିଚିତ କହ୍ନକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ (ODRAF) ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଶୁକ୍ରବାର ଦ୍ୱିତୀୟ...
ସୁନ୍ଦରଗଡ଼ରେ ଲଜ୍ଜା: କର୍ମା ପୂଜା ଦେଖି ଫେରୁଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଅଟକ
Published On
By Madhusudan Das
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବୀରମିତ୍ରପୁର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ । କୁଆରମୁଣ୍ଡା ଅଞ୍ଚଳରେ କର୍ମା ପୂଜା ଦେଖି ଘରକୁ ଫେରୁଥିବା ବେଳେ ଦୁଇ ଜଣ ନାବାଳିକାଙ୍କୁ ସଂଘବଦ୍ଧ ଭାବେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଉଭୟ ନାବାଳିକା ପୂଜା ଦେଖି...
ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ନିର୍ମାଣାଧୀନ ପାଣି ଟାଙ୍କି ଉପରୁ ଠେଲି ସାଙ୍ଗକୁ ହତ୍ୟା !
Published On
By Madhusudan Das
ରାଉରକେଲା: ତ୍ରିକୋଣୀୟ ପ୍ରେମ ପାଇଁ ସାଙ୍ଗକୁ ହତ୍ୟା । ରାଉରକେଲାର ଲାଠିକଟା ଥାନା ଅଧୀନସ୍ଥ ତ୍ରିନାଥ କଲୋନୀରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଜଣେ ଯୁବକ ନିଜ ସାଙ୍ଗକୁ ଏକ ନିର୍ମାଣାଧୀନ ପାଣି ଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ...
କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ
Published On
By Madhusudan Das
ସୁନ୍ଦରଗଡ଼: ଶଙ୍ଖ ନଦୀରେ ବୁଡ଼ି ଚାଲିଗଲା ୩ ନାବାଳିକାଙ୍କୁ ଜୀବନ । କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଡାଲକି ନିକଟସ୍ଥ ଶଙ୍ଖ ନଦୀରେ ବୁଡ଼ିଯାଇ ୩ ଜଣ ନାବାଳିକାଙ୍କର ପ୍ରାଣହାନି ଘଟିଛି। ଏହି ଘଟଣାରେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ,...
ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି ବେଦାନ୍ତ ଆଲୁମିନିୟମ
Published On
By Madhusudan Das
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ କୋଇଲା ଖଣି, ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ବ୍ଲକର ୧୮୦ ରୁ ଅଧିକ ଯକ୍ଷ୍ମା (ଟିବି) ରୋଗୀଙ୍କ ପାଇଁ ପୁଷ୍ଟିକର ସହାୟତା, ପରାମର୍ଶ ଏବଂ ପରବର୍ତ୍ତୀ ସେବା ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଚିକିତ୍ସାକୁ ସୁଦୃଢ଼ କରିବା, ଆରୋଗ୍ୟ ଫଳାଫଳକୁ ଉନ୍ନତ କରିବା ଏବଂ...
ସୁନ୍ଦରଗଡ଼ରେ ଯୁବକଙ୍କୁ ଅପହରଣ ଓ ହତ୍ୟା: ଖସି ପଳାଇବା ବେଳେ ସଡକ ଦୁର୍ଘଟଣାରେ ଜଣେ ଅଭିଯୁକ୍ତର ମୃତ୍ୟୁ
Published On
By Madhusudan Das
ସୁନ୍ଦରଗଡ଼: ଅପହରଣ ଓ ହତ୍ୟାକରି ଫେରିବା ବେଳେ ଦୁର୍ଘଟଣାରେ ଜଣେ ମୃତ । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଖମାରବାହାଲ ନିକଟରେ ଘଟିଛି ଦୁର୍ଘଟଣା । ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ବେଳେ, ଘଟଣାସ୍ଥଳରୁ ଖସି ପଳାଉଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ...
ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା: ସ୍ୱାମୀ-ସ୍ତ୍ରୀଙ୍କ କଳି ଛଡ଼ାଇବାକୁ ଯାଇଥିବା ଯୁବକଙ୍କୁ ହତ୍ୟା
Published On
By Madhusudan Das
ସୁନ୍ଦରଗଡ଼: ସ୍ୱାମୀ-ସ୍ତ୍ରୀଙ୍କ କଳି ନେଲା ପଡୋଶୀଙ୍କ ଜୀବନ । ସ୍ୱାମୀ-ସ୍ତ୍ରୀଙ୍କ କଳି ଛଡ଼ାଇବାକୁ ଯାଇଥିବା ପଡୋଶୀ ଯୁବକଙ୍କୁ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲାର ତଲସରା ଥାନା ଅନ୍ତର୍ଗତ ମାୟାବାହାଲ ଦେହୁରୀପଡ଼ା ଗାଁରି ଆସିଛି ରପରି ଚାଂଚଲ୍ୟକର ଘଟଣା । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଝଗଡ଼ାର ସମାଧାନ କରିବାକୁ ଯାଇ ଜଣେ ପଡୋଶୀ ଯୁବକଙ୍କୁ...
ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା
Published On
By Madhusudan Das
ସୁନ୍ଦରଗଡ: ପୂର୍ବ ଶତୃତାକୁ କେନ୍ଦ୍ର କରି ଠେଙ୍ଗାରେ ପିଟି ପିଟି ହତ୍ୟା । ଏପରି ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ ମୁଣ୍ଡା ସାହିରେ । ରୋଇମୁଣ୍ଡା ଓ ସାଧୁ ମୁଣ୍ଡା ଗତକାଲି ସନ୍ଧ୍ୟାରେ ମିଶି ମଦ ପିଇବା ପରେ ଆରମ୍ଭ ହୋଇଥଲା ପୂର୍ବ ଶତ୍ରୁତା କଥା । ଉତ୍ୟକ୍ତ ରୋଇମୁଣ୍ଡା...
ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ, ମା' ଗୁରୁତର
Published On
By Madhusudan Das
ସୁନ୍ଦରଗଡ଼: ନୃସଂଶ ପୁଅର ବର୍ବରକାଣ୍ଡ । ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ । ମା'କୁ ଆକ୍ରମଣ କରିବାକୁ ଯିବା ସମୟରେ ବାପା ପ୍ରତିରୋଧ କରିବାରୁ, ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ l ମା'କୁ ମଧ୍ୟ ଆକ୍ରମଣ କରି ହାତ ଭାଙ୍ଗିବା ସହ ଲହୁଲୁହାଣ କଲା l...
Viral Video: ତଳେ ମାଛ, ଉପରେ ଲାଉ: ସୁନ୍ଦରଗଡ଼ ଚାଷୀଙ୍କ 'ସ୍ମାର୍ଟ ଫାର୍ମିଂ'
Published On
By Tapas Ranjan Nanda
ସୁନ୍ଦରଗଡ଼: ଚାଷ କାମ କେବଳ ପରିଶ୍ରମ ନୁହେଁ, ବରଂ ବୁଦ୍ଧି ଏବଂ କୌଶଳର ଖେଳ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଜଣେ ଅଗ୍ରଗାମୀ ଚାଷୀ। ପାରମ୍ପରିକ ପଦ୍ଧତିରୁ ବାହାରି ସେ ନିଜର ଅଭିନବ ଚିନ୍ତାଧାରା ମାଧ୍ୟମରେ ଚାଷ କାର୍ଯ୍ୟରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ସାଧାରଣତଃ ଜମିରେ ଫସଲ...



