୨୦୨୫ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନରେ ନୋବେଲ ଘୋଷଣା। ୨୦୨୫ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା । ଜନ୍ କ୍ଲାର୍କ, ମିଶେଲ ଏଚ୍. ଡେଭୋରେଟ, ଜନ୍ ଏମ୍. ମାର୍ଟିନିସଙ୍କୁ ନୋବେଲ୍ । ମାକ୍ରୋସ୍କୋପିକ କ୍ୱାଣ୍ଟମ ମେକାନିକାଲ ଟନେଲିଂ ଗବେଷଣା ପାଇଁ ଏହି ସମ୍ମାନଜନକ ନୋବେଲ ପୁରସ୍କାର ପାଇବେ।