Deviprasad Mohanty

ରାଜ୍ୟ ପାଇଁ ଲଜ୍ଜା: ଖେଳାଳିଙ୍କୁ ମିଳିଲାନି ଉପଯୁକ୍ତ ସମ୍ମାନ, ଟ୍ରେନ୍ ଟଏଲଟ୍ ପାଖରେ ବସି ଯାତ୍ରା କଲେ ଓଡ଼ିଶାର ସ୍କୁଲ୍ ଛାତ୍ରଛାତ୍ରୀ...

ଭୁବନେଶ୍ୱର: ରାଜ୍ୟ ପାଇଁ ଗୌରବ ଆଣିବାକୁ ଯାଇଥିବା ଖେଳାଳିଙ୍କୁ ମିଳିଲାନି ଉପଯୁକ୍ତ ସମ୍ମାନ। ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଉଥିବା ଓଡ଼ିଶାର ସ୍କୁଲ୍ ଛାତ୍ରଛାତ୍ରୀମାନେ ଟ୍ରେନ୍ ଯାତ୍ରା ସମୟରେ ଅବହେଳାର ଶିକାର ହୋଇଛନ୍ତି। ଉତ୍ତରପ୍ରଦେଶକୁ ସ୍କୁଲ ଗେମ୍ ଖେଳିବା ପାଇଁ ଯାତ୍ରା କରୁଥିବା ବେଳେ ଟିକେଟ୍ କନଫର୍ମ ନ ହେବାରୁ ଖେଳାଳିମାନେ ଟ୍ରେନ୍‌ର...
ଓଡ଼ିଶା  ବଡ ଖବର 

ବଡ଼ଦିନ ଓ ନୂଆବର୍ଷ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା, ଜଗିବେ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ...

ଭୁବନେଶ୍ୱର: ବଡ଼ଦିନ ଓ ନୂଆବର୍ଷ ପାଳନ ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷକରି ଜିରୋ ନାଇଟ୍ ସେଲିବ୍ରେସନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସହରରେ କଡ଼ା ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି।...
ଓଡ଼ିଶା  ବଡ ଖବର 

ବଡ଼ଦିନରୁ ବଢ଼ିବ ଶୀତ, ଉପକୂୂଳ ଓଡ଼ିଶା ବ୍ୟତୀତ ଅନ୍ୟ ଅଞ୍ଚଳକୁ ଘନ କୁହୁଡ଼ି ସତର୍କତା...

ଭୁବନେଶ୍ୱର: ବଡ଼ଦିନରୁ ରାଜ୍ୟରେ ଆହୁରି ବଢ଼ିବ ଶୀତ। ଡିସେମ୍ୱର ୨୫ରୁ ରାଜ୍ୟରେ ଶୀତ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି। ପଶ୍ଚିମାଝଡ଼ର ପ୍ରଭାବ କମିବା ସହ ରାଜ୍ୟକୁ ପୁଣି ଥରେ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହ ବଢ଼ିବ। ଫଳରେ ଶୀତର ପ୍ରଭାବ ପୁଣି ବଢ଼ିବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ପୂର୍ବାପେକ୍ଷା ଶୀତରେ ସାମାନ୍ୟ ପ୍ରଭାବ...
ଓଡ଼ିଶା  ବଡ ଖବର 

ଦଳୀୟ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ, ୧୦ ପ୍ରତିଶତ ନ ମିଳିଲେ ୫ ପ୍ରତିଶତ କମିଶନରେ କାମ ଚଳାଅ...

ପାଟନା: ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାନ୍‌ଝୀ  ନିଜ ଦଳର ବିଧାୟକ ଏବଂ ସାଂସଦଙ୍କୁ କମିଶନ ନେବାକୁ ପରାମର୍ଶ ଦେଇଛନ୍ତି। ୧୦% ନ ମିଳିଲେ ୫ ପ୍ରତିଶତ କମିଶନରେ ଚଳାଇବାକୁ କହିଛନ୍ତି। ତାଙ୍କର ଏହି ମନ୍ତବ୍ୟ କ୍ଷମତାସୀନ ଏନ୍‌ଡିଏ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ...
ଦେଶ- ବିଦେଶ  ବଡ ଖବର 

ଭେଳିକି ପାଲଟିଛି ନିଯୁକ୍ତି ବୟସ ସୀମା ବୃଦ୍ଧି: ସରକାର ଓ ସରକାରୀ ଉଦ୍ୟୋଗ ମଧ୍ୟରେ ନାହିଁ ତାଳମେଳ...

ଭୁବନେଶ୍ୱର: ନିଯୁକ୍ତି ପାଇଁ ଆବେଦନ ବୟସ ସୀମା ବଢ଼ାଇ ୪୨ ବର୍ଷ କରିଛନ୍ତି ସରକାର। ମାତ୍ର ଏହାକୁ ମାନୁ ନାହାନ୍ତି ସରକାରୀ ଉଦ୍ୟୋଗ ବା ପିଏସ୍‌ୟୁ। ନୂତନ ଆଇନ୍‌କୁ ପୁନଃ ସଂଶୋଧନ କରା ନ ଗଲେ ପିଏସ୍‌ୟୁମାନେ ସରକାରଙ୍କ ଏହି ନିୟମକୁ ପାଳନ କରିବେ ନାହିଁ ବୋଲି ମଧ୍ୟ ରୋକଠୋକ୍‌ ଶୁଣାଇଛନ୍ତି। ଏପରିକି ନିକଟରେ ଓଡ଼ିଶା...
ଓଡ଼ିଶା  ବଡ ଖବର 

Rules Change From 1 January 2026: ଜାନୁଆରୀ ପହିଲାରୁ ବଦଳିବ ନିୟମ, ରାସନ କାର୍ଡରୁ ବ୍ୟାଙ୍କିଙ୍ଗ୍ ପର୍ଯ୍ୟନ୍ତ...

ନୂଆଦିଲ୍ଲୀ: ଡିସେମ୍ବର ମାସ ଶେଷ ହେବାକୁ ଯାଉଛି ଏବଂ ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ନୂଆ ବର୍ଷର ଆଗମନ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡ଼ିବ। ବ୍ୟାଙ୍କିଙ୍ଗ୍ ନିୟମଠାରୁ ଆରମ୍ଭ...
ଦେଶ- ବିଦେଶ  ବାଣିଜ୍ୟ  ବଡ ଖବର 

ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ସୁନ୍ଦରଗଡ଼ ସିଭିଲ ସପ୍ଲାଏ ଜୁନିୟର ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ...

ସୁନ୍ଦରଗଡ଼: ଆଜି ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ସିଭିଲ ସପ୍ଲାଏ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରବୀନ୍ଦ୍ର ବାରିକ ନିଜ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ...
ଓଡ଼ିଶା  ବଡ ଖବର  ସୁନ୍ଦରଗଡ଼ 

୨୦୨୬ରେ ବାସଗୃହ ମୂଲ୍ୟ ୫ ପ୍ରତିଶତ ବଢ଼ିପାରେ...

ନୂଆଦିଲ୍ଲୀ: ୨୦୨୬ରେ ଦେଶରେ ବାସଗୃହ ମୂଲ୍ୟ ୫%ରୁ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପ୍ରାୟ ୬୮ ପ୍ରତିଶତ ଡେଭଲପରଙ୍କ କହିବାନୁଯାୟୀ, ବର୍ତ୍ତମାନ ପ୍ରକୃତ କ୍ରେତାଙ୍କଠାରୁ ପ୍ରପର୍ଟିର ପ୍ରବଳ ଚାହିଦା ରହିଛି। ୨୦୨୬ରେ ବାସଗୃହ ମୂଲ୍ୟ ବୃଦ୍ଧି ବନ୍ଦ ହେବ ନାହିଁ, ଯାହା କେବଳ ବଢ଼ିବ।  କ୍ରେଡାଇ ଏବଂ କ୍ରେ ମ୍ୟାଟ୍ରିକ୍ସର ଏହି  ସାମ୍ପ୍ରତିକ ରିପୋର୍ଟ...
ବାଣିଜ୍ୟ  ବଡ ଖବର 

ବଢ଼ିଲା ରେଳ ଯାତ୍ରୀ ଭଡ଼ା, ସାଧାରଣ ଶ୍ରେଣୀରେ ୨୧୫ କିମି ଯାଏ ହେବନାହିଁ ଲାଗୁ ...

ନୂଆଦିଲ୍ଲୀ: ଆଗକୁ ମହଙ୍ଗା ହେବ ରେଳ ଯାତ୍ରା। ଭାରତୀୟ ରେଳବାଇ ଏଥର ଦୂର ଯାତ୍ରା ପାଇଁ ଭଡ଼ା ବୃଦ୍ଧି ଘୋଷଣା କରିଛି। ଏହି ନୂତନ ଭଡ଼ା ଡିସେମ୍ବର ୨୬ରୁ ଲାଗୁ ହେବ। ସାଧାରଣ ଶ୍ରେଣୀରେ ୨୧୫ କିମିରୁ ଅଧିକ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏଣିକି ପ୍ରତି କିମି ପାଇଁ ୧ ରୁ ୨ ପଇସା ଅତିରିକ୍ତ...
ବାଣିଜ୍ୟ  ବଡ ଖବର 

ଗୋପାଳପୁରରେ ପୁଣି ଲଜ୍ଜା, ଜଙ୍ଗଲରେ ମହିଳାଙ୍କୁ ଦୁଷ୍କର୍ମ...

ବ୍ରହ୍ମପୁର: ଗୋପାଳପୁରରେ ପୁଣି ଲଜ୍ଜା। ବେଳାଭୂମିରେ ଜରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ପୁଣି ଏହି ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ମଣି ଦାସ(୨୭)। ସୂଚନାନୁସାରେ, ଗୋପାଳପୁର...
ଓଡ଼ିଶା  ବ୍ରହ୍ମପୁର 

ରାତିରେ ଖାଇ ଶୋଇଥିଲେ, ସକାଳେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ...

ଅନୁଗୁଳ: ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କର ଅକାଳ ବିୟୋଗ ଘଟିଛି। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଅସନବଣି ଗାଁରେ ଏହି ଅଘଟଣ ଘଟିଥିବା ବେଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ମା’ ଏବଂ ତାଙ୍କର ଦୁଇ ପୁଅ ରହିଛନ୍ତି। ସମସ୍ତେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ...
ଓଡ଼ିଶା  ବଡ ଖବର  ଅନୁଗୁଳ  ଢେଙ୍କାନାଳ 

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ମାଡ଼ କଲା ଯୁବ କଂଗ୍ରେସ, ପୁଲିସ ସହ ଧସ୍ତାଧସ୍ତି...

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୁଙ୍ଖଳା ପରିସ୍ଥିତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ପ୍ରଦେଶ ଯୁବ କଂଗ୍ରେସ। ଆଜି ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିବା ସହ ଅଣ୍ଡା ମାଡ଼ କରିଛନ୍ତି ଯୁବ କଂଗ୍ରେସ କର୍ମୀ। ଏହି ଘଟଣାକୁ କେନ୍ଦ୍ର କରି ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଯୁବ କଂଗ୍ରେସ ସଭାପତି ରଞ୍ଜିତ...
ଓଡ଼ିଶା  ବଡ ଖବର 

 
 
 
Gold Rates
LIVE
 
 
 
 
 
24K
 
Purity 99.9%
11,662
per gram
 
 
 
 
 
 
 
22K
 
Purity 91.6%
10,682
per gram
 
 
 
 
 
 
 
18K
 
Purity 75.0%
8,746
per gram
 
 
 
Today's Gold Rate in Bhubaneswar
 
Updated Daily 11 AM