ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍, ୫ଟି ବଗିରେ ରହିଛି ୭୨ଜଣଙ୍କ ପାଇଁ ବସିବା ବ୍ୟବସ୍ଥା

The Sakala Picture
Published On

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ପୁଣି ଥରେ ନନ୍ଦନକାନନରେ ଟଏ ଟ୍ରେନରେ ବସି ଚିଡିଆଖାନା ବୁଲିବାର ମଜା ନେଇପାରିବେ ପର୍ଯ୍ୟଟକ । ୭ ବର୍ଷ ପରେ ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍। ୭୬-ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ ଅବସରରେ ଆଜି ଉଦଘାଟିତ ହେବ ଟଏଟ୍ରେନ । ୨୦୧୪ମସିହା ଠାରୁ ବନ୍ଦ ପଡିଥିବା ଟଏଟ୍ରେନ ପର୍ଯ୍ୟଟକ ମାନଙ୍କ ପାଇଁ ଆଜିଠୁ ପୁଣି ଆରମ୍ଭ ହେଉଛି । ୫-ଟି ବଗି ବିଶିଷ୍ଟ ୭୨-ସିଟରେରେ ପଯ୍ୟଟକମାନେ […]

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ପୁଣି ଥରେ ନନ୍ଦନକାନନରେ ଟଏ ଟ୍ରେନରେ ବସି ଚିଡିଆଖାନା ବୁଲିବାର ମଜା ନେଇପାରିବେ ପର୍ଯ୍ୟଟକ । ୭ ବର୍ଷ ପରେ ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍। ୭୬-ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ ଅବସରରେ ଆଜି ଉଦଘାଟିତ ହେବ ଟଏଟ୍ରେନ । ୨୦୧୪ମସିହା ଠାରୁ ବନ୍ଦ ପଡିଥିବା ଟଏଟ୍ରେନ ପର୍ଯ୍ୟଟକ ମାନଙ୍କ ପାଇଁ ଆଜିଠୁ ପୁଣି ଆରମ୍ଭ ହେଉଛି । ୫-ଟି ବଗି ବିଶିଷ୍ଟ ୭୨-ସିଟରେରେ ପଯ୍ୟଟକମାନେ ୧.୬୨ କି.ମି କୋଡିଏ ମିନିଟ ଭିତରେ ବୁଲିପାରିବେ ।ପ୍ରତିଦିନ ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏ ପର୍ଯ୍ୟଟକ ଟଏ ଟ୍ରେନରେ ବୁଲିବାର ମଜା ନେଇପାରିବେ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଏଥି ସହିତ ଆଜି ନୂଆ ରୋପ୍ ଓ୍ୱେର ଶିଳାନ୍ୟାସ ହେବ । ଏଥିପାଇଁ ୧୩ କୋଟିର ବ୍ୟୟ ଅଟକଳ ହୋଇଛି । ପିପିପି ମୋଡରେ ନିର୍ମାଣ ହେବା ଏହି ରୋପ୍ ଓ୍ୱେ । ୨୦୧୧ମସିହା ଠାରୁ ବନ୍ଦ ପଡ଼ିଥିବା ରେପ-ୱେ’ର  ୧୮ମାସ ଭିତରେ  କାର୍ଯ୍ୟସାରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି । ନନ୍ଦନକାନନରୁ କାଞ୍ଜିଆ ଲେକ୍‌ ଉପର ଦେଇ ବଟନିକାଲ ଗାଡେନ୍‌ ପର୍ଯ୍ୟନ୍ତ ଯାଇପାରିବେ ପଯ୍ୟଟକ । ଆଜି ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ ବିଭାଗ ଅତିରିକ୍ତ ସଚିବ ଡ଼ଃ ମୋନା ଶର୍ମା, ଓଡିଶା ବନସରକ୍ଷକ ଶିଶିର କୁମାର ରଥ, ପି. ସି. ସି ଏଫ ଶଶୀ ପଲ ସମ୍ମାନୀତ ଅତିଥିଭାବେ ଯୋଗଦେବେ ।

08 Oct 2021 By The Sakala

ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍, ୫ଟି ବଗିରେ ରହିଛି ୭୨ଜଣଙ୍କ ପାଇଁ ବସିବା ବ୍ୟବସ୍ଥା

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ପୁଣି ଥରେ ନନ୍ଦନକାନନରେ ଟଏ ଟ୍ରେନରେ ବସି ଚିଡିଆଖାନା ବୁଲିବାର ମଜା ନେଇପାରିବେ ପର୍ଯ୍ୟଟକ । ୭ ବର୍ଷ ପରେ ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍। ୭୬-ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ ଅବସରରେ ଆଜି ଉଦଘାଟିତ ହେବ ଟଏଟ୍ରେନ । ୨୦୧୪ମସିହା ଠାରୁ ବନ୍ଦ ପଡିଥିବା ଟଏଟ୍ରେନ ପର୍ଯ୍ୟଟକ ମାନଙ୍କ ପାଇଁ ଆଜିଠୁ ପୁଣି ଆରମ୍ଭ ହେଉଛି । ୫-ଟି ବଗି ବିଶିଷ୍ଟ ୭୨-ସିଟରେରେ ପଯ୍ୟଟକମାନେ ୧.୬୨ କି.ମି କୋଡିଏ ମିନିଟ ଭିତରେ ବୁଲିପାରିବେ ।ପ୍ରତିଦିନ ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏ ପର୍ଯ୍ୟଟକ ଟଏ ଟ୍ରେନରେ ବୁଲିବାର ମଜା ନେଇପାରିବେ ।

ଏଥି ସହିତ ଆଜି ନୂଆ ରୋପ୍ ଓ୍ୱେର ଶିଳାନ୍ୟାସ ହେବ । ଏଥିପାଇଁ ୧୩ କୋଟିର ବ୍ୟୟ ଅଟକଳ ହୋଇଛି । ପିପିପି ମୋଡରେ ନିର୍ମାଣ ହେବା ଏହି ରୋପ୍ ଓ୍ୱେ । ୨୦୧୧ମସିହା ଠାରୁ ବନ୍ଦ ପଡ଼ିଥିବା ରେପ-ୱେ’ର  ୧୮ମାସ ଭିତରେ  କାର୍ଯ୍ୟସାରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି । ନନ୍ଦନକାନନରୁ କାଞ୍ଜିଆ ଲେକ୍‌ ଉପର ଦେଇ ବଟନିକାଲ ଗାଡେନ୍‌ ପର୍ଯ୍ୟନ୍ତ ଯାଇପାରିବେ ପଯ୍ୟଟକ । ଆଜି ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ ବିଭାଗ ଅତିରିକ୍ତ ସଚିବ ଡ଼ଃ ମୋନା ଶର୍ମା, ଓଡିଶା ବନସରକ୍ଷକ ଶିଶିର କୁମାର ରଥ, ପି. ସି. ସି ଏଫ ଶଶୀ ପଲ ସମ୍ମାନୀତ ଅତିଥିଭାବେ ଯୋଗଦେବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର