ଆଠଗଡ଼ ଭିରୁଡ଼ାରେ ଫ୍ଲାଇଂ ସ୍କ୍ୱାର୍ଡ ଓ ଅବକାରୀ ଟିମର ମିଳିତ ଚଢ଼ାଉ, ଶହ ଶହ ଲିଟର ଦେଶୀ ମଦ ଓ ପୋଚ ଜବତ

The Sakala Picture
Published On

ଆଠଗଡ: କଟକ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗାଁରେ ଅବକାରୀ ବିଭାଗର ଚଢାଉ । ଚଢାଉ ପରେ ଗାଁର ଏକ ଦୁଇ ମହଲା ଘରୁ ଜବତ ହୋଇଛି ଶହ ଶହ ଲିଟର ଦେଶୀ ମଦ ଓ ପୋଚ । ସମସ୍ତ ମଦକୁ ଘର ବାହାରେ ଫିଙ୍ଗି ନଷ୍ଟ କରିଛି ଅବକାରୀ ବିଭାଗ । ଭିରୁଡା ଗାଁର ସମ୍ପୃକ୍ତ ଘରେ ତାଲା ପଡିଥିବା ଦେଖି ସନ୍ଦେହ କରିଥିଲା ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କ୍ୱାର୍ଡ । ଏହାପରେ ଚଢାଉ […]

ଆଠଗଡ: କଟକ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗାଁରେ ଅବକାରୀ ବିଭାଗର ଚଢାଉ । ଚଢାଉ ପରେ ଗାଁର ଏକ ଦୁଇ ମହଲା ଘରୁ ଜବତ ହୋଇଛି ଶହ ଶହ ଲିଟର ଦେଶୀ ମଦ ଓ ପୋଚ । ସମସ୍ତ ମଦକୁ ଘର ବାହାରେ ଫିଙ୍ଗି ନଷ୍ଟ କରିଛି ଅବକାରୀ ବିଭାଗ ।

ଆହୁରି ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜେଡି, ଜିଲ୍ଲା ବୁଲିବେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭିରୁଡା ଗାଁର ସମ୍ପୃକ୍ତ ଘରେ ତାଲା ପଡିଥିବା ଦେଖି ସନ୍ଦେହ କରିଥିଲା ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କ୍ୱାର୍ଡ । ଏହାପରେ ଚଢାଉ କରିଥିଲା ଅବକାରୀ ଟିମ୍ । ଶନିବାର ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶରେ ସେଣ୍ଟ୍ରାଲ ଅବକାରୀ ସ୍କ୍ୱାର୍ଡ, ଆଠଗଡ ଅବକାରୀ ବିଭାଗ, ନରସିଂହପୁର ଅବକାରୀ ବିଭାଗ ଓ ତିଗିରିଆ ପୋଲିସର ମିଳିତ ସହଯୋଗରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ଅବକାରୀ ବିଭାଗ ପକ୍ଷରୁ ଶହଶହ ଲିଟର ଗୁଡ ପୋଚ ଓ ଦେଶୀ ମଦ ଜବତ କରିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ଅସବାପତ୍ରକୁ ଘଟଣା ସ୍ଥଳରେ ନଷ୍ଟ କରିଦିଆଯାଇଥିଲା । ଚଢାଉ ସମୟରେ କୌଣସି ମଦ ମାଫିଆ ଗିରଫ ହୋଇନଥିବା ସୂଚନା ଦେଇଛନ୍ତି ଅବକାରୀ ବିଭାଗ ଅଧିକ୍ଷକ l

ଆହୁରି ପଢ଼ନ୍ତୁ: ଦିନରେ ଖରା ଆଉ ସନ୍ଧ୍ୟାରେ ଘଡଘଡି ସହ ବର୍ଷା, ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

08 Oct 2022 By The Sakala

ଆଠଗଡ଼ ଭିରୁଡ଼ାରେ ଫ୍ଲାଇଂ ସ୍କ୍ୱାର୍ଡ ଓ ଅବକାରୀ ଟିମର ମିଳିତ ଚଢ଼ାଉ, ଶହ ଶହ ଲିଟର ଦେଶୀ ମଦ ଓ ପୋଚ ଜବତ

ଆଠଗଡ: କଟକ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗାଁରେ ଅବକାରୀ ବିଭାଗର ଚଢାଉ । ଚଢାଉ ପରେ ଗାଁର ଏକ ଦୁଇ ମହଲା ଘରୁ ଜବତ ହୋଇଛି ଶହ ଶହ ଲିଟର ଦେଶୀ ମଦ ଓ ପୋଚ । ସମସ୍ତ ମଦକୁ ଘର ବାହାରେ ଫିଙ୍ଗି ନଷ୍ଟ କରିଛି ଅବକାରୀ ବିଭାଗ ।

ଭିରୁଡା ଗାଁର ସମ୍ପୃକ୍ତ ଘରେ ତାଲା ପଡିଥିବା ଦେଖି ସନ୍ଦେହ କରିଥିଲା ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କ୍ୱାର୍ଡ । ଏହାପରେ ଚଢାଉ କରିଥିଲା ଅବକାରୀ ଟିମ୍ । ଶନିବାର ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶରେ ସେଣ୍ଟ୍ରାଲ ଅବକାରୀ ସ୍କ୍ୱାର୍ଡ, ଆଠଗଡ ଅବକାରୀ ବିଭାଗ, ନରସିଂହପୁର ଅବକାରୀ ବିଭାଗ ଓ ତିଗିରିଆ ପୋଲିସର ମିଳିତ ସହଯୋଗରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ଅବକାରୀ ବିଭାଗ ପକ୍ଷରୁ ଶହଶହ ଲିଟର ଗୁଡ ପୋଚ ଓ ଦେଶୀ ମଦ ଜବତ କରିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ଅସବାପତ୍ରକୁ ଘଟଣା ସ୍ଥଳରେ ନଷ୍ଟ କରିଦିଆଯାଇଥିଲା । ଚଢାଉ ସମୟରେ କୌଣସି ମଦ ମାଫିଆ ଗିରଫ ହୋଇନଥିବା ସୂଚନା ଦେଇଛନ୍ତି ଅବକାରୀ ବିଭାଗ ଅଧିକ୍ଷକ l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର