ହୀରାକୁଦ ଛାଡ଼ିଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ, ୨ଟି ଗେଟ ଦେଇ ଜଳ ନିଷ୍କାସିତ

The Sakala Picture
Published On

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରରୁ ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି। ପ୍ରଥମ ପର୍ଯ୍ଯାୟରେ ଜଳଭଣ୍ଡାରର ୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ପାରମ୍ପରିକ ପୂଜାର୍ଚ୍ଚନା ପରେ ନଡିଆ ପିଟି ପ୍ରଥମ ବନ୍ୟା ଜଳ ନିଷ୍କ।ସନ ହୋଇଛି । ୭ ଓ ୮ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ଗେଟ୍ ଖୋଲିଲା ବେଳକୁ ହୀରାକୁଦ ଡ୍ୟାମରେ ଜଳସ୍ତର ୬୦୯.୪୫ ଫୁଟ୍ ରହିଥିଲା । ଜଳଭଣ୍ଡାର […]

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରରୁ ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି। ପ୍ରଥମ ପର୍ଯ୍ଯାୟରେ ଜଳଭଣ୍ଡାରର ୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ପାରମ୍ପରିକ ପୂଜାର୍ଚ୍ଚନା ପରେ ନଡିଆ ପିଟି ପ୍ରଥମ ବନ୍ୟା ଜଳ ନିଷ୍କ।ସନ ହୋଇଛି । ୭ ଓ ୮ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ ।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ଗେଟ୍ ଖୋଲିଲା ବେଳକୁ ହୀରାକୁଦ ଡ୍ୟାମରେ ଜଳସ୍ତର ୬୦୯.୪୫ ଫୁଟ୍ ରହିଥିଲା । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୬୫ହଜାର ୨ ଘନଫୁଟ ଜଳ ପ୍ରବେଶ କରୁଥିବା କରୁଛି ।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ଉପରମୁଣ୍ଡରେ ବର୍ଷା ହେଉଥିବାରୁ ଓ ଆଗକୁ ବର୍ଷା ସମ୍ଭାବନା ଥିବାରୁ ହୀରାକୁଦ ଡ୍ୟାମ୍ ଖୋଲିଛି ଗେଟ୍ । ତେବେ ବର୍ତ୍ତମାନ ସ୍ଥିତି ଦେଖିଲେ ତଳମୁଣ୍ଡରେ କୌଣସି ବନ୍ୟା ଆଶଙ୍କା ନାହିଁ । ତଥାପି ମହାନଦୀ ଅବବାହିକାର ୨୦ ଜିଲ୍ଲାର ପ୍ରଶାସନକୁ ସତର୍କ ସୂଚନା ଜାରି କରିଯାଇଛି ।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

11 Jul 2021 By The Sakala

ହୀରାକୁଦ ଛାଡ଼ିଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ, ୨ଟି ଗେଟ ଦେଇ ଜଳ ନିଷ୍କାସିତ

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରରୁ ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି। ପ୍ରଥମ ପର୍ଯ୍ଯାୟରେ ଜଳଭଣ୍ଡାରର ୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ପାରମ୍ପରିକ ପୂଜାର୍ଚ୍ଚନା ପରେ ନଡିଆ ପିଟି ପ୍ରଥମ ବନ୍ୟା ଜଳ ନିଷ୍କ।ସନ ହୋଇଛି । ୭ ଓ ୮ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ ।

ଗେଟ୍ ଖୋଲିଲା ବେଳକୁ ହୀରାକୁଦ ଡ୍ୟାମରେ ଜଳସ୍ତର ୬୦୯.୪୫ ଫୁଟ୍ ରହିଥିଲା । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୬୫ହଜାର ୨ ଘନଫୁଟ ଜଳ ପ୍ରବେଶ କରୁଥିବା କରୁଛି ।

ଉପରମୁଣ୍ଡରେ ବର୍ଷା ହେଉଥିବାରୁ ଓ ଆଗକୁ ବର୍ଷା ସମ୍ଭାବନା ଥିବାରୁ ହୀରାକୁଦ ଡ୍ୟାମ୍ ଖୋଲିଛି ଗେଟ୍ । ତେବେ ବର୍ତ୍ତମାନ ସ୍ଥିତି ଦେଖିଲେ ତଳମୁଣ୍ଡରେ କୌଣସି ବନ୍ୟା ଆଶଙ୍କା ନାହିଁ । ତଥାପି ମହାନଦୀ ଅବବାହିକାର ୨୦ ଜିଲ୍ଲାର ପ୍ରଶାସନକୁ ସତର୍କ ସୂଚନା ଜାରି କରିଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର