ବଜ୍ରପାତରେ ଚାଲିଗଲା ପୁଅର ଜୀବନ, ବାପା ଗୁରୁତର…

The Sakala Picture
Published On

ପୁରୀ: ବଜ୍ରପାତରେ ଚାଲିଗଲା ପୁଅର ଜୀବନ। ବାପା ଗୁରୁତର। ବିଲରେ ମୁଗ ଉପାଡୁଥିବା ବେଳେ ଘଟିଲା ଅଘଟଣ। ସତ୍ୟବାଦୀ ବ୍ଲକ କେତକୀ ପାଟଣା ପଞ୍ଚାୟତ ପଦ୍ମପୁର ଗ୍ରାମରେ କାଳବୈଶାଖୀ ପ୍ରଭାବରେ ଘଟିଛି ଏଭଳି ଅଘଟଣ। ମୃତକ ହେଲେ ଦିପ୍ତି ରଞ୍ଜନ ବାରିକ(ଜଗା ) ଓ ଆହାତ ହେଲେ ପିତା କାଶୀନାଥ ବାରିକ। ଉଭୟଙ୍କୁ ଚିକିତ୍ସା ପାଇଁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସମ୍ପର୍କୀୟ। ହେଲେ ସେଠାରେ ଡାକ୍ତର ଦିପ୍ତି ରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର