ଜମିବାଡ଼ି ବିବାଦରୁ ରାଉରକେଲାରେ ଠିକାଦାରଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

The Sakala Picture
Published On

ରାଉରକେଲା: ଜମିବାଡ଼ି ବିବାଦରୁ ଠିକାଦାରଙ୍କୁ ଗୁଳିମାଡ । ରାଉରକେଲାର ଝିରପାଣି ଅଞ୍ଚଳରେ ଜଣେ ଠିକାଦାରଙ୍କୁ ଆଜି ସକାଳୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଅଜଣା ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଠିକାଦାର ବାଞ୍ଛାନିଧି ତନ୍ତୀ(୪୫) ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଠିକାଦାରଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଝିରପାଣି ଥାନା ପୋଲିସ ଓ ଅତିରିକ୍ତ ଏସପି ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ, ଆଜି ସକାଳେ ବାଞ୍ଛାନିଧି ଶୌଚ […]

ରାଉରକେଲା: ଜମିବାଡ଼ି ବିବାଦରୁ ଠିକାଦାରଙ୍କୁ ଗୁଳିମାଡ । ରାଉରକେଲାର ଝିରପାଣି ଅଞ୍ଚଳରେ ଜଣେ ଠିକାଦାରଙ୍କୁ ଆଜି ସକାଳୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଅଜଣା ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଠିକାଦାର ବାଞ୍ଛାନିଧି ତନ୍ତୀ(୪୫) ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଠିକାଦାରଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଝିରପାଣି ଥାନା ପୋଲିସ ଓ ଅତିରିକ୍ତ ଏସପି ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ସୂଚନା ଅନୁସାରେ, ଆଜି ସକାଳେ ବାଞ୍ଛାନିଧି ଶୌଚ ହେବା ପାଇଁ ନଦୀକୁ ଯାଉଥିବା ବେଳେ ତାଙ୍କ ଉପରକୁ ହୋଇଥିଲା ଗୁଳିମାଡ଼ । ତାଙ୍କର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଆଉ ଗୋଟିଏ ଅଫୁଟା ଗୁଳିକୁ ପୁଲିସ ଜବତ କରିଛି । ଜମି ବିବାଦରୁ ଗୁଳିମାଡ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗୁଳିମାଡ ଘଟଣାରେ ତିନି ଜଣରୁ ଅଧିକ ସମ୍ପୃକ୍ତ ଥିବା ଆହତଙ୍କ ପରିବାର ଲୋକଙ୍କ ଅଭିଯୋଗ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

13 Nov 2022 By The Sakala

ଜମିବାଡ଼ି ବିବାଦରୁ ରାଉରକେଲାରେ ଠିକାଦାରଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ରାଉରକେଲା: ଜମିବାଡ଼ି ବିବାଦରୁ ଠିକାଦାରଙ୍କୁ ଗୁଳିମାଡ । ରାଉରକେଲାର ଝିରପାଣି ଅଞ୍ଚଳରେ ଜଣେ ଠିକାଦାରଙ୍କୁ ଆଜି ସକାଳୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଅଜଣା ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଠିକାଦାର ବାଞ୍ଛାନିଧି ତନ୍ତୀ(୪୫) ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଠିକାଦାରଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଝିରପାଣି ଥାନା ପୋଲିସ ଓ ଅତିରିକ୍ତ ଏସପି ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ଆଜି ସକାଳେ ବାଞ୍ଛାନିଧି ଶୌଚ ହେବା ପାଇଁ ନଦୀକୁ ଯାଉଥିବା ବେଳେ ତାଙ୍କ ଉପରକୁ ହୋଇଥିଲା ଗୁଳିମାଡ଼ । ତାଙ୍କର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଆଉ ଗୋଟିଏ ଅଫୁଟା ଗୁଳିକୁ ପୁଲିସ ଜବତ କରିଛି । ଜମି ବିବାଦରୁ ଗୁଳିମାଡ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗୁଳିମାଡ ଘଟଣାରେ ତିନି ଜଣରୁ ଅଧିକ ସମ୍ପୃକ୍ତ ଥିବା ଆହତଙ୍କ ପରିବାର ଲୋକଙ୍କ ଅଭିଯୋଗ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର