ଜନ୍ତୁଙ୍କ ପାଇଁ ନନ୍ଦନକାନନକୁ ଆସିବ ଅଲଟ୍ରାସାଉଣ୍ଡ ମେସିନ

The Sakala Picture
Published On

ଭୁବନେଶ୍ୱର: ନନ୍ଦନକାନନକୁ ପ୍ରଥମଥର ପାଇଁ ଆସିବ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ। ପିସିସିଏଫ୍‌ ୱାଇଲଡଲାଇଫ ଅନୁମୋଦନରେ ଅଣାଯିବ ଏହି ମେସିନ୍‌। ଯାହା ଶାବକ ଜନ୍ମ ହେବାର ସମସ୍ୟାକୁ ଦୃଷ୍ଟି ରେ ରଖି ଏ ମେସିନ ସହଯୋଗ କରିବ। କେତୋଟି ଜନ୍ତୁ ଶାବକ ମାଆ ପେଟରେ ରହିଛନ୍ତି, ଜନ୍ମ ହେବା ସମୟରେ ବିଭିନ୍ନ ସମସ୍ୟା ଉପୁଜୁ ଥିବା ବିଷୟ ରେ ଜଣାଯାଇ ପାରିବ ଏହି ଅଲଟ୍ରାସାଉଣ୍ଡ ମେସିନ୍‌। ଏଥିପାଇଁ ବିଶେଷ ଡାକ୍ତରୀ ଟିମ ନିୟୋଯିତ ରହିବେ। ତେବେ ଏହି ମେସିନର […]

ଭୁବନେଶ୍ୱର: ନନ୍ଦନକାନନକୁ ପ୍ରଥମଥର ପାଇଁ ଆସିବ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ। ପିସିସିଏଫ୍‌ ୱାଇଲଡଲାଇଫ ଅନୁମୋଦନରେ ଅଣାଯିବ ଏହି ମେସିନ୍‌। ଯାହା ଶାବକ ଜନ୍ମ ହେବାର ସମସ୍ୟାକୁ ଦୃଷ୍ଟି ରେ ରଖି ଏ ମେସିନ ସହଯୋଗ କରିବ। କେତୋଟି ଜନ୍ତୁ ଶାବକ ମାଆ ପେଟରେ ରହିଛନ୍ତି, ଜନ୍ମ ହେବା ସମୟରେ ବିଭିନ୍ନ ସମସ୍ୟା ଉପୁଜୁ ଥିବା ବିଷୟ ରେ ଜଣାଯାଇ ପାରିବ ଏହି ଅଲଟ୍ରାସାଉଣ୍ଡ ମେସିନ୍‌। ଏଥିପାଇଁ ବିଶେଷ ଡାକ୍ତରୀ ଟିମ ନିୟୋଯିତ ରହିବେ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ତେବେ ଏହି ମେସିନର ଦାମ ରହିଛି ୨୦ ଲକ୍ଷ ଟଙ୍କା। ଖାଲି ସେତିକି ନୁହେଁ, ୪୫ ଲକ୍ଷ ଟଙ୍କା ବିନିମୟରେ ବିଭିନ୍ନ ପ୍ରକାର ମେସିନ ଅଣାଯିବାର ବନ୍ଦୋବସ୍ତ ରହିଛି। ଏନେଇ ସୂଚନା ଦେଇଛନ୍ତି ଉପ ନିର୍ଦେଶକ ସଞ୍ଜିତ କୁମାର। ସେପଟେ ନନ୍ଦନକାନନରେ ଅତ୍ୟାଧୁନିକ ଅପରେସନ ଥିଏଟର ଗଢ଼ାଯିବ। ଏଥିପାଇଁ ନୂତନ ଭେଟନାରୀ ଗୃହ ନିର୍ମାଣ ସରିଛି। ତେବେ ଅଟ୍ରାସାଉଣ୍ଡ ମେସିନ୍‌କୁ ମାର୍ଚ୍ଚ ମାସ ସୁଦ୍ଧା ଅଣାଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

28 Oct 2021 By The Sakala

ଜନ୍ତୁଙ୍କ ପାଇଁ ନନ୍ଦନକାନନକୁ ଆସିବ ଅଲଟ୍ରାସାଉଣ୍ଡ ମେସିନ

ଭୁବନେଶ୍ୱର: ନନ୍ଦନକାନନକୁ ପ୍ରଥମଥର ପାଇଁ ଆସିବ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ। ପିସିସିଏଫ୍‌ ୱାଇଲଡଲାଇଫ ଅନୁମୋଦନରେ ଅଣାଯିବ ଏହି ମେସିନ୍‌। ଯାହା ଶାବକ ଜନ୍ମ ହେବାର ସମସ୍ୟାକୁ ଦୃଷ୍ଟି ରେ ରଖି ଏ ମେସିନ ସହଯୋଗ କରିବ। କେତୋଟି ଜନ୍ତୁ ଶାବକ ମାଆ ପେଟରେ ରହିଛନ୍ତି, ଜନ୍ମ ହେବା ସମୟରେ ବିଭିନ୍ନ ସମସ୍ୟା ଉପୁଜୁ ଥିବା ବିଷୟ ରେ ଜଣାଯାଇ ପାରିବ ଏହି ଅଲଟ୍ରାସାଉଣ୍ଡ ମେସିନ୍‌। ଏଥିପାଇଁ ବିଶେଷ ଡାକ୍ତରୀ ଟିମ ନିୟୋଯିତ ରହିବେ।

ତେବେ ଏହି ମେସିନର ଦାମ ରହିଛି ୨୦ ଲକ୍ଷ ଟଙ୍କା। ଖାଲି ସେତିକି ନୁହେଁ, ୪୫ ଲକ୍ଷ ଟଙ୍କା ବିନିମୟରେ ବିଭିନ୍ନ ପ୍ରକାର ମେସିନ ଅଣାଯିବାର ବନ୍ଦୋବସ୍ତ ରହିଛି। ଏନେଇ ସୂଚନା ଦେଇଛନ୍ତି ଉପ ନିର୍ଦେଶକ ସଞ୍ଜିତ କୁମାର। ସେପଟେ ନନ୍ଦନକାନନରେ ଅତ୍ୟାଧୁନିକ ଅପରେସନ ଥିଏଟର ଗଢ଼ାଯିବ। ଏଥିପାଇଁ ନୂତନ ଭେଟନାରୀ ଗୃହ ନିର୍ମାଣ ସରିଛି। ତେବେ ଅଟ୍ରାସାଉଣ୍ଡ ମେସିନ୍‌କୁ ମାର୍ଚ୍ଚ ମାସ ସୁଦ୍ଧା ଅଣାଯିବ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର