ସାନ୍ଦୁଲ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବା ସହ ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ପ୍ରତିଶ୍ରୁତି ଦେଲେ 5T ସଚିବ

The Sakala Picture
Published On

କଳାହାଣ୍ଡି: ମାର୍ଚ୍ଚ ସୁଦ୍ଧା ସରିବ କଳାହାଣ୍ଡିର ସାନ୍ଦୁଲ ଜଳସେଚନ ପ୍ରକଳ୍ପ କାମ । ପ୍ରକଳ୍ପ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ପ୍ରକଳ୍ପ ସାଇଟ୍ ବୁଲି ଦେଖିବା ସହ କାମର ତଦାରଖ କରିଛନ୍ତି । ତେବେ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାମ ସରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସାନ୍ଦୁଲ ଜଳସେଚନ ପ୍ରକଳ୍ପ ହେଲେ ୫ ହଜାରରୁ ଅଧିକ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହେବ । ନର୍ଲା, […]

କଳାହାଣ୍ଡି: ମାର୍ଚ୍ଚ ସୁଦ୍ଧା ସରିବ କଳାହାଣ୍ଡିର ସାନ୍ଦୁଲ ଜଳସେଚନ ପ୍ରକଳ୍ପ କାମ । ପ୍ରକଳ୍ପ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ପ୍ରକଳ୍ପ ସାଇଟ୍ ବୁଲି ଦେଖିବା ସହ କାମର ତଦାରଖ କରିଛନ୍ତି । ତେବେ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାମ ସରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସାନ୍ଦୁଲ ଜଳସେଚନ ପ୍ରକଳ୍ପ ହେଲେ ୫ ହଜାରରୁ ଅଧିକ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହେବ । ନର୍ଲା, କେସିଙ୍ଗା, କର୍ଲାମୁଣ୍ଡା ଅଞ୍ଚଳର ବହୁ ଚାଷୀ ଉପକୃତ ହେବେ । ୧୨୫ କୋଟି ଟଙ୍କାର କାମ ଚାଲିଥିବା ବେଳେ ୧୩୦ କୋଟିର ସୌନ୍ଦର୍ଯ୍ୟକରଣ କାମ ଚାଲିବ । ଫଳରେ ଲୋକ ସହଜ ଓ ସୁବିଧାରେ ପାଣି ପାଇପାରିବେ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଲୋକଙ୍କ ସହ ସିଧାସଳଖ କଥା ହେବା ସହ ସେମାନଙ୍କ ସମସ୍ୟା ବୁଝିଛନ୍ତି ସଚିବ । ମିଶନ ଶକ୍ତି ମାଆଙ୍କ ସହ କଥା ହେବା ସହ ସମସ୍ତେ ମିଳିମିଶି ଭଲ କାମ କରିବାକୁ ଆହ୍ବାନ ଦେଇଛନ୍ତି । ମାଆ ମାନଙ୍କ ଉନ୍ନତି ହେଲେ ପରିବାରର ଉନ୍ନତି ସହ ଓଡ଼ିଶାର ଉନ୍ନତି ହେବ ବୋଲି କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

19 May 2023 By The Sakala

ସାନ୍ଦୁଲ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବା ସହ ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ପ୍ରତିଶ୍ରୁତି ଦେଲେ 5T ସଚିବ

କଳାହାଣ୍ଡି: ମାର୍ଚ୍ଚ ସୁଦ୍ଧା ସରିବ କଳାହାଣ୍ଡିର ସାନ୍ଦୁଲ ଜଳସେଚନ ପ୍ରକଳ୍ପ କାମ । ପ୍ରକଳ୍ପ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ପ୍ରକଳ୍ପ ସାଇଟ୍ ବୁଲି ଦେଖିବା ସହ କାମର ତଦାରଖ କରିଛନ୍ତି । ତେବେ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାମ ସରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସାନ୍ଦୁଲ ଜଳସେଚନ ପ୍ରକଳ୍ପ ହେଲେ ୫ ହଜାରରୁ ଅଧିକ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହେବ । ନର୍ଲା, କେସିଙ୍ଗା, କର୍ଲାମୁଣ୍ଡା ଅଞ୍ଚଳର ବହୁ ଚାଷୀ ଉପକୃତ ହେବେ । ୧୨୫ କୋଟି ଟଙ୍କାର କାମ ଚାଲିଥିବା ବେଳେ ୧୩୦ କୋଟିର ସୌନ୍ଦର୍ଯ୍ୟକରଣ କାମ ଚାଲିବ । ଫଳରେ ଲୋକ ସହଜ ଓ ସୁବିଧାରେ ପାଣି ପାଇପାରିବେ ।

ଲୋକଙ୍କ ସହ ସିଧାସଳଖ କଥା ହେବା ସହ ସେମାନଙ୍କ ସମସ୍ୟା ବୁଝିଛନ୍ତି ସଚିବ । ମିଶନ ଶକ୍ତି ମାଆଙ୍କ ସହ କଥା ହେବା ସହ ସମସ୍ତେ ମିଳିମିଶି ଭଲ କାମ କରିବାକୁ ଆହ୍ବାନ ଦେଇଛନ୍ତି । ମାଆ ମାନଙ୍କ ଉନ୍ନତି ହେଲେ ପରିବାରର ଉନ୍ନତି ସହ ଓଡ଼ିଶାର ଉନ୍ନତି ହେବ ବୋଲି କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

https://www.thesakala.in/latest-odisha-news/5t-secretary-reviewed-the-sandul-irrigation-project-in-kalahandi/article-21794
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର