ମାର୍ଚ୍ଚ ମାସ ପାଇଁ ଜାରି ହେଲା ଗାଇଡଲାଇନ୍: ବିବାହ ଓ ବ୍ରତ କାର୍ଯ୍ଯରେ ୫ଶହ ଓ ଶେଷକୃତ୍ୟରେ ୨୫୦ ଜଣଙ୍କୁ ଅନୁମତି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ସରକାର ସୋମବାର ମାର୍ଚ୍ଚ ମାସ ପାଇଁ ଜାରି କରିଛନ୍ତି କୋଭିଡ କଟକଣା । ମନ୍ଦିର, ମସଜିତ ଉପରୁ ସମ୍ପୂର୍ଣ୍ଣ କଟକଣା ହଟିଛି। ଏଥିସହ ରାଜ୍ୟରୁ  ନାଇଟ୍ କର୍ଫ୍ୟୁ  ହଟିଯାଇଛି। ଏହା ସହିତ ଧାର୍ମିକ, ସାମାଜିକ ସମାବେଶକୁ ମଧ୍ୟ ଅନୁମତି ମିଳିଛି । ରାଜନୈତିକ ଏବଂ କ୍ରୀଡା ସମାବେଶ ଆୟୋଜନକୁ ଅନୁମତି ମିଳିଛି । ବିବାହ ଓ ବ୍ରତ କାର୍ଯ୍ଯରେ ୫ଶହ ଏବଂ ଶୁଦ୍ଧିକ୍ରିୟାରେ ୨୫୦ ଜଣ ସାମିଲ ହୋଇ ପାରିବେ । କୋଭିଡ କଟକଣା […]

ଭୁବନେଶ୍ୱର: ରାଜ୍ୟ ସରକାର ସୋମବାର ମାର୍ଚ୍ଚ ମାସ ପାଇଁ ଜାରି କରିଛନ୍ତି କୋଭିଡ କଟକଣା । ମନ୍ଦିର, ମସଜିତ ଉପରୁ ସମ୍ପୂର୍ଣ୍ଣ କଟକଣା ହଟିଛି। ଏଥିସହ ରାଜ୍ୟରୁ  ନାଇଟ୍ କର୍ଫ୍ୟୁ  ହଟିଯାଇଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଏହା ସହିତ ଧାର୍ମିକ, ସାମାଜିକ ସମାବେଶକୁ ମଧ୍ୟ ଅନୁମତି ମିଳିଛି । ରାଜନୈତିକ ଏବଂ କ୍ରୀଡା ସମାବେଶ ଆୟୋଜନକୁ ଅନୁମତି ମିଳିଛି । ବିବାହ ଓ ବ୍ରତ କାର୍ଯ୍ଯରେ ୫ଶହ ଏବଂ ଶୁଦ୍ଧିକ୍ରିୟାରେ ୨୫୦ ଜଣ ସାମିଲ ହୋଇ ପାରିବେ । କୋଭିଡ କଟକଣା ଭିତରେ ପାଳନ କରାଯାଇପାରିବ ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ । ସର୍ବସାଧାରଣ ସାଧାରଣ ସ୍ଥାନରେ ହୋଲି ଭଳି ଉତ୍ସବ ପାଳନ ଉପରେ କଟକଣା ଲଗାଇଛନ୍ତି । ମେଳା, ପ୍ରଦର୍ଶନୀ ଓ ବାଣିଜ୍ୟ ମେଳାକୁ ମଧ୍ୟ ଅନୁମତି ମିଳିଛି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଉତ୍ସବମୁଖର ଗାଁଠୁ ସହର

 

ଆହୁରି ପଢ଼ନ୍ତୁ: ଶୀଘ୍ର ବିଦାୟ ନେବ ମୌସୁମୀ: ୧୯ରୁ ଆରମ୍ଭ ହେବ ପ୍ରତ୍ୟାବର୍ତ୍ତନ, ତଥାପି ଓଡ଼ିଶାରେ ପୁଣି ଫେରିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର