ମଧ୍ୟାହ୍ନ ଭୋଜନରେ ମୁଢ଼ି ଖାଇଲେ ଛାତ୍ରଛାତ୍ରୀ…

The Sakala Picture
Published On

ଉଦଳା: ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରେ ଖାଇଲେ ମୁଢି। ସନ୍ଧ୍ୟା ୫ଟାରେ ଦିଆଗଲା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ କରକଚିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମଧ୍ୟାହ୍ନ ଭୋଜନରେ ମୁଢି ଦିଆଯାଇଥିଲା। ପରେ ଅଭିବାବକ ଯୁକ୍ତି କରିବାରୁ ସନ୍ଧ୍ୟା ୫ଟାରେ ଭାତ ଓ ତରକାରୀ ଦିଆଯାଇଥିବା ସୂଚନା ।  

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

22 Jul 2025 By The Sakala

ମଧ୍ୟାହ୍ନ ଭୋଜନରେ ମୁଢ଼ି ଖାଇଲେ ଛାତ୍ରଛାତ୍ରୀ…

ଉଦଳା: ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରେ ଖାଇଲେ ମୁଢି। ସନ୍ଧ୍ୟା ୫ଟାରେ ଦିଆଗଲା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ କରକଚିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମଧ୍ୟାହ୍ନ ଭୋଜନରେ ମୁଢି ଦିଆଯାଇଥିଲା। ପରେ ଅଭିବାବକ ଯୁକ୍ତି କରିବାରୁ ସନ୍ଧ୍ୟା ୫ଟାରେ ଭାତ ଓ ତରକାରୀ ଦିଆଯାଇଥିବା ସୂଚନା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର