ପିଲାଙ୍କୁ ସ୍କୁଲ ବସରେ ଛାଡ଼ୁଛନ୍ତି କି ସାବଧାନ ! ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ…
ଭୁବନେଶ୍ବର: ପିଲାଙ୍କୁ ସ୍କୁଲ ବସରେ ଛାଡ଼ୁଛନ୍ତି କି ସାବଧାନ। ବିପଦ ଶଙ୍କୁଳ ଅବସ୍ଥାରେ ଭୁବନେଶ୍ୱରରେ ଗଡ଼ୁଛି ସ୍କୁଲ ବସ୍। ବିନା ଫିଟନେସରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍। ଏଭଳି ସାଂଘାତିକ ତଥ୍ୟ ବିଧାନସଭାରୁ ଆସିଛି। ସୂଚନା ଅନୁଯାୟୀ, ବିନା ଫିଟନେସରେ ଭୁବନେଶ୍ୱରରେ ଗଡୁଛି ୪୬୦ଟି ସ୍କୁଲ ବସ୍। ସର୍ବମୋଟ ଭୁବନେଶ୍ୱରରେ ପଞ୍ଜିକୃତ ହୋଇଛି ୧୪୮୪ ସ୍କୁଲ ବସ୍। ସେଥି ମଧ୍ୟରୁ ୪୬୦ଟି ବସର ଫିଟନେସ ନାହିଁ। ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା […]
ଭୁବନେଶ୍ବର: ପିଲାଙ୍କୁ ସ୍କୁଲ ବସରେ ଛାଡ଼ୁଛନ୍ତି କି ସାବଧାନ। ବିପଦ ଶଙ୍କୁଳ ଅବସ୍ଥାରେ ଭୁବନେଶ୍ୱରରେ ଗଡ଼ୁଛି ସ୍କୁଲ ବସ୍। ବିନା ଫିଟନେସରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍। ଏଭଳି ସାଂଘାତିକ ତଥ୍ୟ ବିଧାନସଭାରୁ ଆସିଛି।
ଆହୁରି ପଢ଼ନ୍ତୁ: ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼: କାର୍ତ୍ତିକ ଦ୍ୱିତୀୟ ସୋମବାରରେ ବଡ଼ସିଂହାର ବେଶରେ ଦର୍ଶନ ଦେଲେ ବାବା
ସୂଚନା ଅନୁଯାୟୀ, ବିନା ଫିଟନେସରେ ଭୁବନେଶ୍ୱରରେ ଗଡୁଛି ୪୬୦ଟି ସ୍କୁଲ ବସ୍। ସର୍ବମୋଟ ଭୁବନେଶ୍ୱରରେ ପଞ୍ଜିକୃତ ହୋଇଛି ୧୪୮୪ ସ୍କୁଲ ବସ୍। ସେଥି ମଧ୍ୟରୁ ୪୬୦ଟି ବସର ଫିଟନେସ ନାହିଁ। ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।
ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ହୋଇ ଓଲଟିଲା ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବସ୍, ୨ ଗୁରୁତର






