ଦିନ ଦ୍ବିପ୍ରହରରେ ଯୁବକଙ୍କ ଉପରକୁ ଫାୟାରିଂ, ଗୁରୁତର ଯୁବକ ହସ୍ପିଟାଲ୍‌ରେ ଭର୍ତ୍ତି

The Sakala Picture
Published On

କେନ୍ଦ୍ରାପଡା : କେନ୍ଦ୍ରାପଡ଼ାରେ ଦିନ ଦ୍ବିପ୍ରହରରେ ଫୁଟିଲା ଗୁଳି। କେନ୍ଦ୍ରାପଡ଼ା ସଦର ଥାନା କୁଦାନଗରୀ ଅଞ୍ଚଳରେ ଯୁବକଙ୍କ ଉପରକୁ ଫାୟାରିଂ ହୋଇଛି। ଗୁରୁତର ଯୁବକଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସଦର ଥାନା କୁଦାନଗରୀ ଅଞ୍ଚଳରେ ଅପରାହ୍ନ ସମୟରେ ଜଣେ ଯୁବକଙ୍କୁ ଉପରକୁ ଗୁଳିମାଡ ହୋଇଛି। ୩ ଦୁର୍ବୃତ୍ତ ଯୁବକ ଜଣଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି। ଯୁବକଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ […]

କେନ୍ଦ୍ରାପଡା : କେନ୍ଦ୍ରାପଡ଼ାରେ ଦିନ ଦ୍ବିପ୍ରହରରେ ଫୁଟିଲା ଗୁଳି। କେନ୍ଦ୍ରାପଡ଼ା ସଦର ଥାନା କୁଦାନଗରୀ ଅଞ୍ଚଳରେ ଯୁବକଙ୍କ ଉପରକୁ ଫାୟାରିଂ ହୋଇଛି। ଗୁରୁତର ଯୁବକଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ୱଶୁର ଘରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀର ପରକୀୟା ପ୍ରୀତି ପାଇଁ ହତ୍ୟା ଅଭିଯୋଗ

ମିଳିଥିବା ସୂଚନା ଅନୁସାରେ ସଦର ଥାନା କୁଦାନଗରୀ ଅଞ୍ଚଳରେ ଅପରାହ୍ନ ସମୟରେ ଜଣେ ଯୁବକଙ୍କୁ ଉପରକୁ ଗୁଳିମାଡ ହୋଇଛି। ୩ ଦୁର୍ବୃତ୍ତ ଯୁବକ ଜଣଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି। ଯୁବକଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଯୁବକଙ୍କ ଉପରକୁ କଣ ପାଇଁ ଗୁଳିମାଡ କରାଯାଇଛି ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗୁଳିମାଡ ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର