ରାଜଧାନୀରେ କୋଡ଼ୱାର୍ଡରେ ଚାଲିଛି ନିଶା କାରବାର, ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ପିଲା

Madhusudan Das Picture
Published On

ଭୁବନେଶ୍ୱର: ନିଶା ନିଶାଣରେ ରାଜଧାନୀ । କୋଡ଼ୱାର୍ଡରେ ଚାଲିଛି କାରବାର । ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ପିଲା । ଲଗାମ ଲଗାଇବାକୁ ସ୍ପେଶାଲ କ୍ରାଇମ ୟୁନିଟର ସ୍ପେଶାଲ ଅପରେସନ । ଇନ୍ଫୋସିଟି ଥାନା ପଟିଆ ଅଞ୍ଚଳରେ ଚଢ଼ାଉ । ଜାଗମରା ଅଞ୍ଚଳରେ ମଧ୍ୟ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ । ବିପୁଳ ପରିମାଣର ଗଞ୍ଜେଇ ସିଗାରେଟ ସାଙ୍ଗକୁ ଗଞ୍ଜେଇ ପୁଡ଼ିଆ ଜବତ । ଚୁର୍ମା, ଭାଙ୍ଗ, ଗୋଗୋ ପେପର ମଧ୍ୟ ଜବତ । ନିୟମିତ ବ୍ୟବଧାନରେ ଚଢ଼ାଉ ଚାଲିଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ନିକଟରେ କମୁନି ବ୍ୟବସାୟ । ସେପଟେ ମାଫିଆଙ୍କ ବିରୋଧରେ ଜିରୋ ଟଲରାନ୍ସ ଜାରି ରଖିଛି କମିଶନରେଟ ପୋଲିସ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ମହିଳା ଥାନାରୁ ଅଭିଯୁକ୍ତ ଫେରାର୍ ଘଟଣା: ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ

10 Aug 2026 By Madhusudan Das

ରାଜଧାନୀରେ କୋଡ଼ୱାର୍ଡରେ ଚାଲିଛି ନିଶା କାରବାର, ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ପିଲା

ଭୁବନେଶ୍ୱର: ନିଶା ନିଶାଣରେ ରାଜଧାନୀ । କୋଡ଼ୱାର୍ଡରେ ଚାଲିଛି କାରବାର । ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ପିଲା । ଲଗାମ ଲଗାଇବାକୁ ସ୍ପେଶାଲ କ୍ରାଇମ ୟୁନିଟର ସ୍ପେଶାଲ ଅପରେସନ । ଇନ୍ଫୋସିଟି ଥାନା ପଟିଆ ଅଞ୍ଚଳରେ ଚଢ଼ାଉ । ଜାଗମରା ଅଞ୍ଚଳରେ ମଧ୍ୟ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ । ବିପୁଳ ପରିମାଣର ଗଞ୍ଜେଇ ସିଗାରେଟ ସାଙ୍ଗକୁ ଗଞ୍ଜେଇ ପୁଡ଼ିଆ ଜବତ । ଚୁର୍ମା, ଭାଙ୍ଗ, ଗୋଗୋ ପେପର ମଧ୍ୟ ଜବତ । ନିୟମିତ ବ୍ୟବଧାନରେ ଚଢ଼ାଉ ଚାଲିଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ନିକଟରେ କମୁନି ବ୍ୟବସାୟ । ସେପଟେ ମାଫିଆଙ୍କ ବିରୋଧରେ ଜିରୋ ଟଲରାନ୍ସ ଜାରି ରଖିଛି କମିଶନରେଟ ପୋଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର