ବିଜେଡିର ୩ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା, ଜାଣନ୍ତୁ କିଏ ହେଲେ କେଉଁ ଜିଲ୍ଲା ସଭାପତି….

The Sakala Picture
Published On

ଭୁବନେଶ୍ବର : ୩ ଜିଲ୍ଲା ପାଇଁ ବିଜେଡି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି। ଏହି ୩ ଜିଲ୍ଲା ମଧ୍ୟରେ ଢେଙ୍କାନାଳ,କୋରାପୁଟ ଓ ରାୟଗଡା ରହିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ୩ ଜିଲ୍ଲା ପାଇଁ ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି। ଢେଙ୍କାନାଳ  ଡ଼.ନୃସିଂଘ ଚରଣ ସାହୁ- ସଭାପତି ସନ୍ଦୀପ ସରଙ୍ଗୀ-କାର୍ଯ୍ୟକାରୀ ସଭାପତି କୋରାପୁଟ ଝିନ୍ନ ହିକ୍‌କା-ସଭାପତି ଦୁର୍ଗା ମିଶ୍ର-କାର୍ଯ୍ୟକାରୀ ସଭାପତି ପ୍ରସାଦ ବିଡକା- କାର୍ଯ୍ୟକାରୀ ସଭାପତି ରାୟଗଡା ଜଗନ୍ନାଥ ସାରକା – […]

ଭୁବନେଶ୍ବର : ୩ ଜିଲ୍ଲା ପାଇଁ ବିଜେଡି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି। ଏହି ୩ ଜିଲ୍ଲା ମଧ୍ୟରେ ଢେଙ୍କାନାଳ,କୋରାପୁଟ ଓ ରାୟଗଡା ରହିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ୩ ଜିଲ୍ଲା ପାଇଁ ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି

ଢେଙ୍କାନାଳ 

ଆହୁରି ପଢ଼ନ୍ତୁ: ସମ୍ୱଲପୁରରେ ଛାତିଥରା ସଡକ ଦୁର୍ଘଟଣା: ରାସ୍ତା ପାର୍‌ ହେଉଥିବାବେଳେ ଅଜଣା ଗାଡ଼ି ଧକ୍କାରେ ଅଜା ଓ ନାତି ମୃତ

ଡ଼.ନୃସିଂଘ ଚରଣ ସାହୁ- ସଭାପତି

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ବେପରୁଆ କାରର ଆତଙ୍କ: ପଳାଶୁଣିରୁ ଫୁଲନଖରା ଯାଏଁ ଏକାଧିକ ଗାଡ଼ିକୁ ଧକ୍କା, ଅନେକ ଆହତ

ସନ୍ଦୀପ ସରଙ୍ଗୀ-କାର୍ଯ୍ୟକାରୀ ସଭାପତି

କୋରାପୁଟ

ଝିନ୍ନ ହିକ୍‌କା-ସଭାପତି

ଦୁର୍ଗା ମିଶ୍ର-କାର୍ଯ୍ୟକାରୀ ସଭାପତି

ପ୍ରସାଦ ବିଡକା- କାର୍ଯ୍ୟକାରୀ ସଭାପତି

ରାୟଗଡା

ଜଗନ୍ନାଥ ସାରକା – ସଭାପତି

ଗୟାଧର ପୁଲାଓ-କାର୍ଯ୍ୟକାରୀ ସଭାପତି

ରଞ୍ଜିତ କୁମାର ପାଣିଗ୍ରାହୀ-କାର୍ଯ୍ୟକାରୀ ସଭାପତି

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର