ଠକେଇ ଅଭିଯୋଗରେ ପ୍ରବଚକ ଶରଣାରବିନ୍ଦ ଓଝା ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ଠକେଇ ମାମଲାରେ ପ୍ରବଚକ ଶରଣାରବିନ୍ଦ ଓଝା ଗିରଫ । ୧୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ବାୟାବାବାଙ୍କ ଉପରେ ଏକ ଡକ୍ୟୁମେଣ୍ଟାରି କରିବା ପାଇଁ ଡାକ୍ତରାଣୀ ସାଗରିକା ଦାଶଙ୍କ ଠାରୁ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗ । ଏ ନେଇ ଡାକ୍ତରାଣୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ ।  ଅଭିଯୋଗ ପରେ ପୋଲିସ ସର୍ଜମିନ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଠକେଇ ନେଇ ପର୍ଯ୍ୟାପ୍ତ ପ୍ରମାଣ ପରେ ଶରଣାରବିନ୍ଦଙ୍କୁ ଗିରଫ କରିଛି ପୋଲିସ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ନଭେମ୍ବର ୨୧ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର