ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି, ଅଗଷ୍ଟ ୧୫ ଯାଏ ଜାରି ରହିବ କଟକଣା

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି । ଅଗଷ୍ଟ ୧୫ ଯାଏ ରାଜ୍ୟରେ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଏହି ପ୍ରତିବନ୍ଧକ ଜୁଲାଇ ୩୦ ଯାଏ ଲାଗୁ ହୋଇଥିଲା। ରାଜ୍ୟରେ କ‌ୋଭିଡ୍‌ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ରାତି ୯ ଟା ରୁ ସକାଳ ୫ ଟା ମଧ୍ୟରେ ଜନସାଧାରଣ ଏବଂ ଯାନବାହାନ ଚଳାଚଳ ଉପରେ କଟକଣା ଜାରି ରହିବ। ନାଇଟ୍‌ କର୍ଫ୍ୟୁ ସମୟରେ […]

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି । ଅଗଷ୍ଟ ୧୫ ଯାଏ ରାଜ୍ୟରେ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଏହି ପ୍ରତିବନ୍ଧକ ଜୁଲାଇ ୩୦ ଯାଏ ଲାଗୁ ହୋଇଥିଲା। ରାଜ୍ୟରେ କ‌ୋଭିଡ୍‌ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ରାତି ୯ ଟା ରୁ ସକାଳ ୫ ଟା ମଧ୍ୟରେ ଜନସାଧାରଣ ଏବଂ ଯାନବାହାନ ଚଳାଚଳ ଉପରେ କଟକଣା ଜାରି ରହିବ। ନାଇଟ୍‌ କର୍ଫ୍ୟୁ ସମୟରେ ସମୟରେ ସ୍ୱାସ୍ଥ୍ୟ ଏବଂ ଜରୁରୀକାଳୀନ ସେବା, ଆଇନ ଶୃଙ୍ଖଳାକୁ ଅତ୍ୟାବଶ୍ୟକ ସାମଗ୍ରୀକୁ ଅନୁମତି ରହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ତେବେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ସହ କେଭେିଡ୍‌ ମୁକାବିଲା ବାବଦରେ ଆଲୋଚନା କରିଥିଲେ। ଗୁରୁବାର ଦିନ ବୃଦ୍ଧି ହୋଇଥିବା ଲକ୍‌ଡାଉନ୍‌ ସମୟରେ କେବଳ ୫୦ ପ୍ରତିଶତ ଲୋକ ସରକାରୀ କାର୍ଯ୍ଯକ୍ରମରେ ଯୋଗ ଦେବେ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର