ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁ ପଡ଼ିଲେ ମହିଳା

The Sakala Picture
Published On

କଟକ: ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁ ପଡିଲେ ମହିଳା । ବ୍ରିଜ ଉପରେ ବ୍ୟାଗ୍‌ ସହ ମୋବାଇଲ ରଖି ମହାନଦୀକୁ ଡେଇଁ ପଡ଼ିଲେ ମହିଳା । ସେହି ସମୟରେ ନଦୀ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି । ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ମୃତ ମହିଳା ଜଣଙ୍କ ନାମ କାମିନୀ ସ୍ୱାଇଁ। ତାଙ୍କ ଘର ଅରିଲୋ ବୋଲି ସୂଚନା ମିଳିଛି। କାମିନୀ […]

କଟକ: ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁ ପଡିଲେ ମହିଳା । ବ୍ରିଜ ଉପରେ ବ୍ୟାଗ୍‌ ସହ ମୋବାଇଲ ରଖି ମହାନଦୀକୁ ଡେଇଁ ପଡ଼ିଲେ ମହିଳା । ସେହି ସମୟରେ ନଦୀ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି । ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ମୃତ ମହିଳା ଜଣଙ୍କ ନାମ କାମିନୀ ସ୍ୱାଇଁ। ତାଙ୍କ ଘର ଅରିଲୋ ବୋଲି ସୂଚନା ମିଳିଛି। କାମିନୀ ନଦୀକୁ ଡେ଼ଇଁବା ପୂର୍ବରୁ ବ୍ରିଜ ଉପରେ ନିଜର ଆଧାର କାର୍ଡ ଏବଂ ଭ୍ୟାନିଟ ଥୋଇ ଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ତେବେ କେଉଁ ପରିସ୍ଥିତିରେ ମହିଳା ଜଣକ ମହାନଦୀକୁ ଡେଇଁଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। କଟକ କମିଶନରେଟ ପୁଲିସ୍‌ ମହିଳାଙ୍କ ଭ୍ୟାନିଟ୍‌ ବ୍ୟାଗ ଜବତ କରି ଛାନ୍‌ଭିନ୍‌ ଚଳାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ପାଣିରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର