ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ପରିସରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଦେହରେ କିରାସିନି ଢାଳି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ବ୍ରହ୍ମପୁର ରେଗିଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛ। ତେବେ SDJM କୋର୍ଟକୁ  ସେ କେଉଁ କାରଣରୁ ଆସିଥିଲେ ତାହା ଜଣା ପଡ଼ିନାହିଁ। ତେବେ ସେଠାରେ ମୃତୟନ ହୋଇଥିବା ପୁଲିସ କର୍ମଚାରୀ ମହିଳାଙ୍କୁ କାବୁ କରିଥିଲେ। ପରେ ମହିଳାଙ୍କ ହାତରୁ କିରାସିନ ବୋତଲ ଛଡ଼ାଇ ନେଇଥିଲେ। ଉଦ୍ଧାର ହୋଇଥିବା ମହିଳାଙ୍କୁ […]

ବ୍ରହ୍ମପୁର: ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ପରିସରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଦେହରେ କିରାସିନି ଢାଳି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ବ୍ରହ୍ମପୁର ରେଗିଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛ। ତେବେ SDJM କୋର୍ଟକୁ  ସେ କେଉଁ କାରଣରୁ ଆସିଥିଲେ ତାହା ଜଣା ପଡ଼ିନାହିଁ। ତେବେ ସେଠାରେ ମୃତୟନ ହୋଇଥିବା ପୁଲିସ କର୍ମଚାରୀ ମହିଳାଙ୍କୁ କାବୁ କରିଥିଲେ। ପରେ ମହିଳାଙ୍କ ହାତରୁ କିରାସିନ ବୋତଲ ଛଡ଼ାଇ ନେଇଥିଲେ। ଉଦ୍ଧାର ହୋଇଥିବା ମହିଳାଙ୍କୁ ବୈଦ୍ୟନାଥପୁର ଥାନାରେ ରଖାଯାଇଛି । ମହିଳା କେଉଁ କାରଣରୁ ଏଭଳି କଲେ ତାହା ସ୍ପଷ୍ଟ ହୋଇନାହିଁ । ବୈଦ୍ୟନାଥପୁର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

02 Dec 2022 By The Sakala

ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର: ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ପରିସରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଦେହରେ କିରାସିନି ଢାଳି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ବ୍ରହ୍ମପୁର ରେଗିଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛ। ତେବେ SDJM କୋର୍ଟକୁ  ସେ କେଉଁ କାରଣରୁ ଆସିଥିଲେ ତାହା ଜଣା ପଡ଼ିନାହିଁ। ତେବେ ସେଠାରେ ମୃତୟନ ହୋଇଥିବା ପୁଲିସ କର୍ମଚାରୀ ମହିଳାଙ୍କୁ କାବୁ କରିଥିଲେ। ପରେ ମହିଳାଙ୍କ ହାତରୁ କିରାସିନ ବୋତଲ ଛଡ଼ାଇ ନେଇଥିଲେ। ଉଦ୍ଧାର ହୋଇଥିବା ମହିଳାଙ୍କୁ ବୈଦ୍ୟନାଥପୁର ଥାନାରେ ରଖାଯାଇଛି । ମହିଳା କେଉଁ କାରଣରୁ ଏଭଳି କଲେ ତାହା ସ୍ପଷ୍ଟ ହୋଇନାହିଁ । ବୈଦ୍ୟନାଥପୁର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର