ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କୁ ମାଡିବସିଲା କମିଶନରେଟ ପୋଲିସ, ୨ ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କୁ ମାଡି ବସିଲା କମିଶନରେଟ ପୋଲିସ। ପୋଲିସ କବଜାରେ ୨ ବନ୍ଧୁକ ବେପାରୀ। ବଡ ଧରଣର ଅପରାଧ ଘଟିବା ପୂର୍ବରୁ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ। ଧରାହେଲେ ୨ ଆନ୍ତଃରାଜ୍ୟ ଅପରାଧି। ତାଙ୍କ ନିକଟରୁ ଗୋଟିଏ କାରବାଇନ ସମେତ ୫ ମାଉଜର ଜବତ କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ରିଲ୍ସ ସୁଟିଂ ବେଳେ ବ୍ରାହ୍ମଣୀ ନଦୀରେ ଅଘଟଣ; ରେଳ ପୋଲରୁ ଖସି ଯୁବକ ନିଖୋଜ

ସୂଚନା ଅନୁସାରେ, ଦୁଇ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିଛି କମିଶନରେଟ୍ ପୋଲିସ । ବଡ଼ ଧରଣର ଅପରାଧ ଘଟିବା ପୂର୍ବରୁ ସ୍ପେଶାଲ କ୍ରାଇମ୍ ୟୁନିଟ୍ ହାତରେ ଲାଗିଲେ ଦୁଇ ବନ୍ଧୁକ ବେପାରୀ । ଗ୍ରାହକ ସାଜି ଯାଇଥିଲେ ବନ୍ଧୁକ ବେପାରୀ ପାଖକୁ । ମଉକା ଦେଖି ଦୁଇ ବେପାରୀଙ୍କୁ ମାଡ଼ିବସିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଧରାପଡିଥିବା ଦୁଇ ବେପାରୀଙ୍କ ଠାରୁ ଗୋଟିଏ କାର୍ବାଇନ ସହ ୫ ମାଉଜର, ୯ଟି ଗୁଳି ଜବତ କରିଛି ପୋଲିସ । ବେପାରୀ ଦୁଇ ଜଣଙ୍କ ଠାରୁ ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି । 

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

15 Nov 2025 By Madhusudan Das

ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କୁ ମାଡିବସିଲା କମିଶନରେଟ ପୋଲିସ, ୨ ଗିରଫ

ଭୁବନେଶ୍ୱର: ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କୁ ମାଡି ବସିଲା କମିଶନରେଟ ପୋଲିସ। ପୋଲିସ କବଜାରେ ୨ ବନ୍ଧୁକ ବେପାରୀ। ବଡ ଧରଣର ଅପରାଧ ଘଟିବା ପୂର୍ବରୁ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ। ଧରାହେଲେ ୨ ଆନ୍ତଃରାଜ୍ୟ ଅପରାଧି। ତାଙ୍କ ନିକଟରୁ ଗୋଟିଏ କାରବାଇନ ସମେତ ୫ ମାଉଜର ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ଦୁଇ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିଛି କମିଶନରେଟ୍ ପୋଲିସ । ବଡ଼ ଧରଣର ଅପରାଧ ଘଟିବା ପୂର୍ବରୁ ସ୍ପେଶାଲ କ୍ରାଇମ୍ ୟୁନିଟ୍ ହାତରେ ଲାଗିଲେ ଦୁଇ ବନ୍ଧୁକ ବେପାରୀ । ଗ୍ରାହକ ସାଜି ଯାଇଥିଲେ ବନ୍ଧୁକ ବେପାରୀ ପାଖକୁ । ମଉକା ଦେଖି ଦୁଇ ବେପାରୀଙ୍କୁ ମାଡ଼ିବସିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଧରାପଡିଥିବା ଦୁଇ ବେପାରୀଙ୍କ ଠାରୁ ଗୋଟିଏ କାର୍ବାଇନ ସହ ୫ ମାଉଜର, ୯ଟି ଗୁଳି ଜବତ କରିଛି ପୋଲିସ । ବେପାରୀ ଦୁଇ ଜଣଙ୍କ ଠାରୁ ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର