ବାଇକ୍ ଉପରେ ମାଡିଗଲା ଟ୍ରକ, ୨ ଶିଶୁ ମୃତ

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବୁଳିଆ ଜାତୀୟ ରାଜପଥରେ ବୁଧବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଇକ୍ ଉପରେ ଏକ ଟ୍ରକ୍ ମାଡିଯାଇଛି। ଫଳରେ ଘଟଣାସ୍ଥଳରେ ଦୁଇ ଶିଶୁଙ୍କ ମୃତ୍ଯୁ ଘଟିଛି। ଏହି ଦୁର୍ଘଟଣାରେ ବାପା-ମାଆ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ସୂଚନା ଅନୁଯାୟୀ, ଏକ ବାଇକ୍‌ ଯୋଗେ ବାପା , ମାଆ ଓ ୨ ଶିଶୁ ଯାଉଥିଲେ। ତେବେ ରମ୍ଭା ସାବୁଳିଆ ଜାତୀୟ ରାଜପଥ ନିକଟରେ ରାସ୍ତା […]

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବୁଳିଆ ଜାତୀୟ ରାଜପଥରେ ବୁଧବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଇକ୍ ଉପରେ ଏକ ଟ୍ରକ୍ ମାଡିଯାଇଛି। ଫଳରେ ଘଟଣାସ୍ଥଳରେ ଦୁଇ ଶିଶୁଙ୍କ ମୃତ୍ଯୁ ଘଟିଛି। ଏହି ଦୁର୍ଘଟଣାରେ ବାପା-ମାଆ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ସୂଚନା ଅନୁଯାୟୀ, ଏକ ବାଇକ୍‌ ଯୋଗେ ବାପା , ମାଆ ଓ ୨ ଶିଶୁ ଯାଉଥିଲେ। ତେବେ ରମ୍ଭା ସାବୁଳିଆ ଜାତୀୟ ରାଜପଥ ନିକଟରେ ରାସ୍ତା ପାର୍ ହେଉଥିବା ବେଳେ ବାଇକ୍‌ ଉପରେ ଏକ ଟ୍ରକ ମାଡିଯାଇଥିଲା। ଫଳରେ ୨ଜଣ ଶିଶୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ସେପଟେ ଦୁର୍ଘଟଣାର ଶିକାର ହୋଇଥିବା ବାପା ଓ ମାଆଙ୍କ ଅବସ୍ଥାରେ ଗୁରୁତର ରହିଛି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ରମ୍ଭା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

10 Mar 2021 By The Sakala

ବାଇକ୍ ଉପରେ ମାଡିଗଲା ଟ୍ରକ, ୨ ଶିଶୁ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବୁଳିଆ ଜାତୀୟ ରାଜପଥରେ ବୁଧବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଇକ୍ ଉପରେ ଏକ ଟ୍ରକ୍ ମାଡିଯାଇଛି। ଫଳରେ ଘଟଣାସ୍ଥଳରେ ଦୁଇ ଶିଶୁଙ୍କ ମୃତ୍ଯୁ ଘଟିଛି। ଏହି ଦୁର୍ଘଟଣାରେ ବାପା-ମାଆ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁଯାୟୀ, ଏକ ବାଇକ୍‌ ଯୋଗେ ବାପା , ମାଆ ଓ ୨ ଶିଶୁ ଯାଉଥିଲେ। ତେବେ ରମ୍ଭା ସାବୁଳିଆ ଜାତୀୟ ରାଜପଥ ନିକଟରେ ରାସ୍ତା ପାର୍ ହେଉଥିବା ବେଳେ ବାଇକ୍‌ ଉପରେ ଏକ ଟ୍ରକ ମାଡିଯାଇଥିଲା। ଫଳରେ ୨ଜଣ ଶିଶୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ସେପଟେ ଦୁର୍ଘଟଣାର ଶିକାର ହୋଇଥିବା ବାପା ଓ ମାଆଙ୍କ ଅବସ୍ଥାରେ ଗୁରୁତର ରହିଛି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ରମ୍ଭା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର