ମନୋରଞ୍ଜନ
ଓଡ଼ିଶା
ରାଜ୍ୟରେ ବଢ଼ିଲା ତାତି: ୩୬ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା,୩୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ଟାଣ ଖରା ଆରମ୍ଭ ହୋଇଯାଇଛି। ୧୧ ସହରର ତାପମାତ୍ରା ୩୬ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ୩୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପଲାଟିଛି। #ପୁଣି ୩୮ଡ଼ିଗ୍ରୀ ଛୁଇଁଲା ପାରଦ ଆଜି ଗଜପତି ଜିଲ୍ଲାର #ପାରଳାଖେମୁଣ୍ଡି ରେ ସର୍ବୋଚ୍ଚ ଦିନ ତାପମାତ୍ରା #୩୮ଡ଼ିଗ୍ରୀ ରେକର୍ଡ ହୋଇଛି — Meteorological Centre, Bhubaneswar (@mcbbsr) March 6, 2024 ୩୬ ଡିଗ୍ରୀ କିମ୍ବା ତାଠାରୁ […]
ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ଟାଣ ଖରା ଆରମ୍ଭ ହୋଇଯାଇଛି। ୧୧ ସହରର ତାପମାତ୍ରା ୩୬ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ୩୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପଲାଟିଛି।
#ପୁଣି ୩୮ଡ଼ିଗ୍ରୀ ଛୁଇଁଲା ପାରଦ
ଆଜି ଗଜପତି ଜିଲ୍ଲାର #ପାରଳାଖେମୁଣ୍ଡି ରେ ସର୍ବୋଚ୍ଚ ଦିନ ତାପମାତ୍ରା #୩୮ଡ଼ିଗ୍ରୀ ରେକର୍ଡ ହୋଇଛି
ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ— Meteorological Centre, Bhubaneswar (@mcbbsr) March 6, 2024
୩୬ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଥିବା ୧୧ ସହର ଗୁଡିକ ହେଉଛି- ଝାରସୁଗୁଡ଼ା ୩୬.୮ ଡିଗ୍ରୀ, ତାଳଚେର- ୩୬ ଡିଗ୍ରୀ, ଭବାନୀପାଟ୍ଟଣା- ୩୬.୨ ଡିଗ୍ରୀ, ବଲାଙ୍ଗୀର- ୩୬.୯ ଡିଗ୍ରୀ, ଟିଟିଲାଗଡ଼-୩୬.୫ ଡିଗ୍ରୀ, ମାଲକାନାଗିରି- ୩୬.୭ ଡିଗ୍ରୀ, ସୁବର୍ଣ୍ଣପୁର- ୩୬.୨ ଡିଗ୍ରୀ, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି।
#୧୧ସହର ରେ ସର୍ବୋଚ୍ଚ ଦିନ ତାପମାତ୍ରା #୩୬ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ,#ଗଜପତି ରେ ସର୍ବାଧିକ #୩୮ଡ଼ିଗ୍ରୀ #ବଲାଙ୍ଗୀର ୩୬.୯ ଡ଼ିଗ୍ରୀ #ଝାରସୁଗୁଡା ୩୬.୮ ଡ଼ିଗ୍ରୀ#ମାଲକାନଗିରି ୩୬.୭ ଡ଼ିଗ୍ରୀ #ଟିଟଲାଗଡ ୩୬.୫ ଡ଼ିଗ୍ରୀ pic.twitter.com/2vS2QUF6a3
— Meteorological Centre, Bhubaneswar (@mcbbsr) March 6, 2024
ସେହିପରି ଭୁବନେଶ୍ବର ୩୪.୭ ଓ କଟକର ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି।