ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ସାର୍ଟିଫିକେଟ୍‌ ପାଇଁ ନେଉଥିଲେ ୧୨,୦୦୦ ଟଙ୍କା ଲାଞ୍ଚ

The Sakala Picture
Published On

ରାଉରକେଲା: ବୋର୍ଡ ସାର୍ଟିଫିକେଟ ପାଇଁ ନେଉଥିଲେ ୧୨ ହଜାର ଟଙ୍କା, ମାଡିବସିଲା ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା କୁମଝରିଆ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୀତ ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପଧାନଶିକ୍ଷକ ସଂଜୟ ସାମଲ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି। ଜଣେ ଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟ, ମାର୍କ ସିଟ ଓ ସ୍କୁଲ ଲିଭିଂ ପାଇଁ ୧୨ ହଜାର ଦାବି କରିଥିଲେ ପ୍ରଧାନଶିକ୍ଷକ। ଏ ନେଇ ରାଉରକେଲା ଭିଜିଲାନ୍ସ ଡିଭିଜନରେ ମାମଲା ରୁଜ୍ଜୁ ହୋଇଛି । ସୂଚନା […]

ରାଉରକେଲା: ବୋର୍ଡ ସାର୍ଟିଫିକେଟ ପାଇଁ ନେଉଥିଲେ ୧୨ ହଜାର ଟଙ୍କା, ମାଡିବସିଲା ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା କୁମଝରିଆ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୀତ ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପଧାନଶିକ୍ଷକ ସଂଜୟ ସାମଲ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି। ଜଣେ ଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟ, ମାର୍କ ସିଟ ଓ ସ୍କୁଲ ଲିଭିଂ ପାଇଁ ୧୨ ହଜାର ଦାବି କରିଥିଲେ ପ୍ରଧାନଶିକ୍ଷକ। ଏ ନେଇ ରାଉରକେଲା ଭିଜିଲାନ୍ସ ଡିଭିଜନରେ ମାମଲା ରୁଜ୍ଜୁ ହୋଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ସୂଚନା ଅନୁସାରେ ଶ୍ରୀ ସାମଲ ଏହି ଅଞ୍ଚଳର ଜଣେ ଗରିବ ଲୋକଙ୍କର ଝିଅଙ୍କ ପାଇଁ ଅସଲି ବୋର୍ଡ ସାର୍ଟିଫିକେଟ, ମାର୍କସିଟ୍‌ ଓ ସ୍କୁଲ ଲିଭିଂ ସାର୍ଟିଫିକେଟ ବାହାର କରିଦେବା ପାଇଁ ୧୨,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ବ୍ୟକ୍ତି ଜଣକ ଏବାବଦରେ ଭିଜିଲାନ୍ସ କାର୍ଯ୍ୟାଳୟରେ ଅବଗତ କରିଥିଲେ। ଏହା ପରେ ଶ୍ରୀ ସାମଲଙ୍କୁ ଧରିବା ପାଇଁ ଯୋଜନା ହୋଇଥିଲା। ଆଜି ପୂର୍ବାହ୍ନରେ ଶ୍ରୀ ସାମଲ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅତର୍କିତ ଚଢ଼ଉ କରି ଶ୍ରୀ ସାମଲଙ୍କ ପାଖରୁ ରଙ୍ଗବୋଳା ଟଙ୍କା ଜବତ କରିଥିଲେ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି ବେଦାନ୍ତ ଆଲୁମିନିୟମ

26 Aug 2022 By The Sakala

ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ସାର୍ଟିଫିକେଟ୍‌ ପାଇଁ ନେଉଥିଲେ ୧୨,୦୦୦ ଟଙ୍କା ଲାଞ୍ଚ

ରାଉରକେଲା: ବୋର୍ଡ ସାର୍ଟିଫିକେଟ ପାଇଁ ନେଉଥିଲେ ୧୨ ହଜାର ଟଙ୍କା, ମାଡିବସିଲା ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା କୁମଝରିଆ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୀତ ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପଧାନଶିକ୍ଷକ ସଂଜୟ ସାମଲ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି। ଜଣେ ଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟ, ମାର୍କ ସିଟ ଓ ସ୍କୁଲ ଲିଭିଂ ପାଇଁ ୧୨ ହଜାର ଦାବି କରିଥିଲେ ପ୍ରଧାନଶିକ୍ଷକ। ଏ ନେଇ ରାଉରକେଲା ଭିଜିଲାନ୍ସ ଡିଭିଜନରେ ମାମଲା ରୁଜ୍ଜୁ ହୋଇଛି ।

ସୂଚନା ଅନୁସାରେ ଶ୍ରୀ ସାମଲ ଏହି ଅଞ୍ଚଳର ଜଣେ ଗରିବ ଲୋକଙ୍କର ଝିଅଙ୍କ ପାଇଁ ଅସଲି ବୋର୍ଡ ସାର୍ଟିଫିକେଟ, ମାର୍କସିଟ୍‌ ଓ ସ୍କୁଲ ଲିଭିଂ ସାର୍ଟିଫିକେଟ ବାହାର କରିଦେବା ପାଇଁ ୧୨,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ବ୍ୟକ୍ତି ଜଣକ ଏବାବଦରେ ଭିଜିଲାନ୍ସ କାର୍ଯ୍ୟାଳୟରେ ଅବଗତ କରିଥିଲେ। ଏହା ପରେ ଶ୍ରୀ ସାମଲଙ୍କୁ ଧରିବା ପାଇଁ ଯୋଜନା ହୋଇଥିଲା। ଆଜି ପୂର୍ବାହ୍ନରେ ଶ୍ରୀ ସାମଲ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅତର୍କିତ ଚଢ଼ଉ କରି ଶ୍ରୀ ସାମଲଙ୍କ ପାଖରୁ ରଙ୍ଗବୋଳା ଟଙ୍କା ଜବତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର