ରସିକ ଆରଆଇ ବାବୁଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ରାଜସ୍ୱ ସଚିବ

The Sakala Picture
Published On

ଢେଙ୍କାନାଳ: ସରକାରୀ କାର୍ଯ୍ଯାଳୟରେ ଅନୈତିକ କାର୍ଯ୍ଯ ପ୍ରସଙ୍ଗରେ ଗଦାଶିଳା ଆରାଆଇ ରଞ୍ଜନ ପାଣିଗ୍ରାହୀଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦିଆଯାଇଛି। ଢ଼େଙ୍କାନାଳ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବ ନିର୍ଦ୍ଦେଶ ଦେଇଛନ୍ତି।  ନିଲମ୍ବନ ସହିତ ଅପରାଧିକ ମାମଲା ରୁଜୁ କରିବାକୁ ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା  ସମ୍ନାକୁ ଆସିବାପରେ ତୁରନ୍ତ ପଦକ୍ଷେପ ନିଆଯାଇଛି। ସୂଚନା ଅନୁଯାୟୀ, ଆଜି ଏହାର ଷ୍ଟିଂ ଅପରେସନ ବୈଦ୍ଯୁତିକ ଗଣମାଧ୍ଯମ ନନ୍ଦିଘୋଷ ଟିଭିରେ ହୋଇଥିଲା। ଯେଉଁଥିରେ ରାଜସ୍ୱ ନିରୀକ୍ଷକ ବିଭାଗର କର୍ମଚାରୀ […]

ଢେଙ୍କାନାଳ: ସରକାରୀ କାର୍ଯ୍ଯାଳୟରେ ଅନୈତିକ କାର୍ଯ୍ଯ ପ୍ରସଙ୍ଗରେ ଗଦାଶିଳା ଆରାଆଇ ରଞ୍ଜନ ପାଣିଗ୍ରାହୀଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦିଆଯାଇଛି। ଢ଼େଙ୍କାନାଳ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବ ନିର୍ଦ୍ଦେଶ ଦେଇଛନ୍ତି।  ନିଲମ୍ବନ ସହିତ ଅପରାଧିକ ମାମଲା ରୁଜୁ କରିବାକୁ ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା  ସମ୍ନାକୁ ଆସିବାପରେ ତୁରନ୍ତ ପଦକ୍ଷେପ ନିଆଯାଇଛି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନା ଅନୁଯାୟୀ, ଆଜି ଏହାର ଷ୍ଟିଂ ଅପରେସନ ବୈଦ୍ଯୁତିକ ଗଣମାଧ୍ଯମ ନନ୍ଦିଘୋଷ ଟିଭିରେ ହୋଇଥିଲା। ଯେଉଁଥିରେ ରାଜସ୍ୱ ନିରୀକ୍ଷକ ବିଭାଗର କର୍ମଚାରୀ ରଞ୍ଜନ ପାଣିଗ୍ରାହୀଙ୍କ ରାସଲୀଳା କଏଦ ହୋଇଥିଲା। ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଆରଆଇ ଅଫିସର ରଞ୍ଜନ ପାଣିଗ୍ରାହୀ ସରକାରୀ କାର୍ଯ୍ଯାଳୟକୁ  ନିଜ ବେଡ୍ ରୁମ ଭାବି ନିଶା ଶକ୍ତ ଅବସ୍ଥାରେ ଶୋଇଥିଲେ। ଖାଲି ଶୋଇନାହାନ୍ତି ତାସହ ଅନୈତିକ କାର୍ଯ୍ଯରେ ମଧ୍ୟ ଲିପ୍ତ ଥିଲେ। ବହୁ ମିହିଳାଙ୍କସହ ତାଙ୍କ ସମ୍ପର୍କ ଥିବା ଜଣାପଡ଼ିଥିଲା। ଆରଆଇ ଅଫିସର ପଛପଟୁ ବିପୁଳ ପରିମାଣରେ ପାଣିବୋତଲ ଓ ମଦ ବୋତଲ ମଧ୍ୟ ଜବତ ହୋଇଛି। କାର୍ଯ୍ଯାଳୟରେ ତାଙ୍କର କିଛି ସାଙ୍ଗ ମଧ୍ୟ ଶୋଇଥିବା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଏ ଘଟଣାରେ ଆରଆଇ ଅଫିସର ରଞ୍ଜନ ପାଣିଗ୍ରାହୀ କହିଥିଲେ ଯେ, ଏ ବିଷୟରେ ମୁଁ କିଛି ଜାଣି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର