ବିଦ୍ୟୁତ ଆଘାତରେ ମାଆ ଓ ଅଢ଼େଇ ବର୍ଷ ପୁଅର ମୃତ୍ୟୁ

The Sakala Picture
Published On

କେନ୍ଦୁଝର: ବିଦ୍ୟୁତ ଆଘାତରେ ମାଆ ଓ ଅଢ଼େଇ ବର୍ଷର ପୁଅ ମୃତ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସାହାରପୁର ଗାଁରେ ଘଟି ଯାଇଛି ଏଭଳି ଦୁଃଖଦ ଘଟଣା। ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ ମାଆପୁଅ । ମାଆପୁଅକୁ ବଞ୍ଚାଇବାକୁ ଯାଇ ଶାଶୁ ଗୁରୁତର ହୋଇଥିବା ଜଣା ପଡ଼ିଛି। ଶାଶୁଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ନାଁ କଳ୍ପନା ବେହେରା ହୋଇଥିବାବେଳେ ଅଢ଼େଇ ବର୍ଷର ପୁଅର ନାଁ ଶୁଭ୍ରଜିତ […]

କେନ୍ଦୁଝର: ବିଦ୍ୟୁତ ଆଘାତରେ ମାଆ ଓ ଅଢ଼େଇ ବର୍ଷର ପୁଅ ମୃତ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସାହାରପୁର ଗାଁରେ ଘଟି ଯାଇଛି ଏଭଳି ଦୁଃଖଦ ଘଟଣା। ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ ମାଆପୁଅ । ମାଆପୁଅକୁ ବଞ୍ଚାଇବାକୁ ଯାଇ ଶାଶୁ ଗୁରୁତର ହୋଇଥିବା ଜଣା ପଡ଼ିଛି। ଶାଶୁଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ନାଁ କଳ୍ପନା ବେହେରା ହୋଇଥିବାବେଳେ ଅଢ଼େଇ ବର୍ଷର ପୁଅର ନାଁ ଶୁଭ୍ରଜିତ ବେହେରା ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଓୟୁଏଟିରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: କ୍ୟାମ୍ପସ୍‌ ସୁରକ୍ଷା ନେଇ ବିଜୁ ମହିଳା ଜନତା ଦଳର ଉଦ୍‌ବେଗ

 

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ହଜାର ହଜାର ଆଦିବାସୀଙ୍କ ଗର୍ଜନ: ନିଜ ସମ୍ପ୍ରଦାୟର ସମ୍ମାନ ଓ ଅଧିକାରର ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର