ମଦ୍ୟପ ବାପାକୁ ଲୁହାଛଡ଼ରେ ପିଟିପିଟି ହତ୍ୟା କଲା ନାବାଳକ ପୁଅ

The Sakala Picture
Published On

ବାଲିପାଟଣା : ମଦ୍ୟପ ବାପାକୁ ଲୁହାଛଡ଼ରେ ପିଟିପିଟି ହତ୍ୟା କଲା ନାବାଳକ ପୁଅ । ବାଲିପାଟଣା ଥାନା ଆମଣାକୁଦ ପଞ୍ଚାୟତ ତିହୁରି ଗ୍ରାମରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ନାବାଳକ ପୁଅର ଲୁହାଛଡ଼ ମାଡ଼ରେ ମଦ୍ୟପ ବାପାର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗଜରାଜ ଭୋଇ। ମିଳିଥିବା ସୂଚନା ମୁତାବକ ଗଜରାଜ ମଦ୍ୟପାନ କରି ଘରେ ବାରମ୍ବାର ଗଣ୍ଡଗୋଳ କରୁଥିଲେ । ଗତକାଲି ରାତିରେ ମଦ ପିଇ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଉତକ୍ଷିପ୍ତ […]

ବାଲିପାଟଣା : ମଦ୍ୟପ ବାପାକୁ ଲୁହାଛଡ଼ରେ ପିଟିପିଟି ହତ୍ୟା କଲା ନାବାଳକ ପୁଅ । ବାଲିପାଟଣା ଥାନା ଆମଣାକୁଦ ପଞ୍ଚାୟତ ତିହୁରି ଗ୍ରାମରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ନାବାଳକ ପୁଅର ଲୁହାଛଡ଼ ମାଡ଼ରେ ମଦ୍ୟପ ବାପାର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗଜରାଜ ଭୋଇ।

ଆହୁରି ପଢ଼ନ୍ତୁ: ଆନ୍ଧ୍ର ଉପକୂଳ ଅତିକ୍ରମ କଲା ଭୀଷଣ ସାମୁଦ୍ରିକ ଝଡ଼ 'ମୁରାସୁ': ଦୁର୍ବଳ ହୋଇ ଆଜି ମଧ୍ୟରାତ୍ରି ସୁଦ୍ଧା ଅବପାତରେ ହେବ ପରିଣତ

ମିଳିଥିବା ସୂଚନା ମୁତାବକ ଗଜରାଜ ମଦ୍ୟପାନ କରି ଘରେ ବାରମ୍ବାର ଗଣ୍ଡଗୋଳ କରୁଥିଲେ । ଗତକାଲି ରାତିରେ ମଦ ପିଇ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଉତକ୍ଷିପ୍ତ ହୋଇ ପୁଅ ଲୁହାଛଡ଼ରେ ବାପାର ମୁଣ୍ଡକୁ ପିଟି ଦେଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତ । ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ମୃତୟନ ହେବା ସହ କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଛେଦ ପାଇଁ ପଠାଇଛି।

ଆହୁରି ପଢ଼ନ୍ତୁ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ସ୍ଥଗିତ ରହିଲା ମିଡ୍ ସେମିଷ୍ଟର ପରୀକ୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର