ଶିକାରୀ ହେଲେ ଶିକାର: ବାରହା ଧରିବା ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ଶିକାରୀ ମୃତ

The Sakala Picture
Published On

ସୋନପୁର: ଶିକାରୀ ହେଲେ ଶିକାର । ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ନିଜେ ଶିକାରୀ ସେହି ତାର ସଂସ୍ପର୍ଶରେ ଆସି ହରାଇଲେ ଜୀବନ। । ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ । ମୃତକ ହେଲେ ବୀରମହାରାଜପୁର ଥାନା ବାଘପାଲି ଗାଁର ହରିଶ୍ଚନ୍ଦ୍ର ପଧାନ । ବାରାହ ଶିକାର କରିବାକୁ ଜଙ୍ଗଲରେ ହରିଶ୍ଚନ୍ଦ୍ର ବିଦ୍ୟୁତା ତାର ବିଛାଇଥିଲେ । ଗତକାଲି ବିଳମ୍ବିତ ରାତିରେ ସେହି […]

ସୋନପୁର: ଶିକାରୀ ହେଲେ ଶିକାର । ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ନିଜେ ଶିକାରୀ ସେହି ତାର ସଂସ୍ପର୍ଶରେ ଆସି ହରାଇଲେ ଜୀବନ। । ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ । ମୃତକ ହେଲେ ବୀରମହାରାଜପୁର ଥାନା ବାଘପାଲି ଗାଁର ହରିଶ୍ଚନ୍ଦ୍ର ପଧାନ ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ବାରାହ ଶିକାର କରିବାକୁ ଜଙ୍ଗଲରେ ହରିଶ୍ଚନ୍ଦ୍ର ବିଦ୍ୟୁତା ତାର ବିଛାଇଥିଲେ । ଗତକାଲି ବିଳମ୍ବିତ ରାତିରେ ସେହି ବିଦ୍ୟୁତର ତାରରେ ଲାଗି ତାଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ଲୋକ ଏକଥା ଜାଣିବାକୁ ପାଇଥିଲେ । ଖବର ପାଇ ଉଲୁଣ୍ଡା ବନ ବିଭାଗ ଟିମ୍ ଓ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର