ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଦିଲ୍ଲୀପ କୁମାର ନାୟକ

Madhusudan Das Picture
Published On

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହେଲେ ଦିଲ୍ଲୀପ କୁମାର ନାୟକ । ଦଳବିରୋଧୀ କାର୍ଯ୍ୟ ପାଇଁ ନିମାପଡ଼ା ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଦଳରୁ ସସ୍‌ପେଣ୍ଡ୍‌ କଲା ବିଜେଡି । ପୁରୀ ଜିଲ୍ଲାର ନିମାପଡ଼ା ନିର୍ବାଚନ ମଣ୍ଡଳୀର ନେତା ଦିଲ୍ଲୀପ କୁମାର ନାୟକଙ୍କୁ ଦଳରୁ ତୁରନ୍ତ ପ୍ରଭାବ ସହିତ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟକଳାପ ଏବଂ ଜାଲିଆତିରେ ସମ୍ପୃକ୍ତ ଥିବା ଭଳି ଗୁରୁତର ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। 

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସଖୀ’ ଅଧୀନରେ ନୂତନ ସିଲେଇ ତାଲିମ କେନ୍ଦ୍ର ନିର୍ମାଣ କରି କଳାହାଣ୍ଡିରେ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଭିଏଏମ୍ଏଲ୍

bjd

ଆହୁରି ପଢ଼ନ୍ତୁ: କଟକରେ ଭୟାବହ ଅଗ୍ନିକାଣ୍ଡ: ୬ ବର୍ଷର ଶିଶୁ ମୃତ, ଜଣେ ବୃଦ୍ଧ ଗୁରୁତର

ବିଜେଡି ପକ୍ଷରୁ ଜାରି କରାଯାଇଥିବା ଆଦେଶନାମାରେ ଉଲ୍ଲେଖ କରାଯାଇଛି ଯେ, ଦିଲ୍ଲୀପ ନାୟକଙ୍କ ଆଚରଣ ଦଳର ସ୍ୱାର୍ଥ ବିରୋଧୀ। ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ଏହି ନିଲମ୍ବନ ପତ୍ରରେ ସ୍ୱାକ୍ଷର କରିଛନ୍ତି। 

ଆହୁରି ପଢ଼ନ୍ତୁ: ଅବକାରୀ ବିଭାଗର ଚଢ଼ାଉବେଳେ ୨୪୦୦ ବୋତଲ କଫ୍ ସିରପ୍ ଜବତ, ଜଣେ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର