ଜୁନ୍ ୪ରେ ଜେଇ ଆଡ୍ଭାନ୍ସଡ ପରୀକ୍ଷା
ଭୁବନେଶ୍ୱର: ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି)ଗୁଡ଼ିକରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଆସନ୍ତା ଜୁନ୍ ୪ ତାରିଖରେ ଅନୁଷ୍ଠିତ ହେବ। ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରବେଶିକା ପାଇଁ ଆଡମିଟ୍ କାର୍ଡ଼ ଅନଲାଇନରେ ଉପଲବ୍ଧ ହୋଇଛି। ଅଢ଼େଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି।

02 Jun 2023 By The Sakala

⊕ https://www.thesakala.in/latest-odisha-news/jee-advanced-exam-on-4th-june/article-22216