ମନୋରଞ୍ଜନ
ଓଡ଼ିଶା
କୋରେଇ ଟ୍ରେନ ଦୁର୍ଘଟଣା: ବାତିଲ ହେଲା ୮ ଟ୍ରେନ୍ , ରେଲୱେ ପକ୍ଷରୁ ହେଲପଲାଇନ୍ ନମ୍ବର ଜାରି
ଭୁବନେଶ୍ୱର: ଯାଜପୁର କୋରେଇ ରେଳ ଷ୍ଟେସନରେ ଭୟଙ୍କର ଦୁର୍ଘଟଣା ପରେ ୮ଟି ଟ୍ରେନ୍ ଚଳାଚଳକୁ ବାତିଲା କରାଯାଇଥିବା ବେଳେ ୧୨ଟିର ମାର୍ଗ ପରିବର୍ତ୍ତନ କରାଯାଇଛି। ରେଷ୍ଟୋରେସନ ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗିବ। ସମ୍ବଲପୁର ରୁଟ ଦେଇ ଟ୍ରେନ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସୂଚନା। ବାତିଲ ହୋଇଥିବା ୮ଟି ଟ୍ରେନ୍ ହେଲା, ହାୱଡା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ, ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ପୁରୀ, ପୁରୀ-ଶାଲିମାର ଏକ୍ସପ୍ରେସ ବାତିଲ ହେବା ସହ ଶାଲିମାର-ହାଇଦ୍ରାବାଦ୍ ଏକ୍ସପ୍ରେସ୍ ବାତିଲ୍ […]
ଭୁବନେଶ୍ୱର: ଯାଜପୁର କୋରେଇ ରେଳ ଷ୍ଟେସନରେ ଭୟଙ୍କର ଦୁର୍ଘଟଣା ପରେ ୮ଟି ଟ୍ରେନ୍ ଚଳାଚଳକୁ ବାତିଲା କରାଯାଇଥିବା ବେଳେ ୧୨ଟିର ମାର୍ଗ ପରିବର୍ତ୍ତନ କରାଯାଇଛି। ରେଷ୍ଟୋରେସନ ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗିବ। ସମ୍ବଲପୁର ରୁଟ ଦେଇ ଟ୍ରେନ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସୂଚନା।
ବାତିଲ ହୋଇଥିବା ୮ଟି ଟ୍ରେନ୍ ହେଲା, ହାୱଡା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ, ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ପୁରୀ, ପୁରୀ-ଶାଲିମାର ଏକ୍ସପ୍ରେସ ବାତିଲ ହେବା ସହ ଶାଲିମାର-ହାଇଦ୍ରାବାଦ୍ ଏକ୍ସପ୍ରେସ୍ ବାତିଲ୍ କରାଯାଇଛି । ସେହିପରି କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନ୍, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍ ଓ ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ଟ୍ରେନ୍ ବାତିଲ୍ କରାଯାଇଛି ।
ଅନ୍ୟପକ୍ଷରେ, ରେଲୱେ ପକ୍ଷରୁ ଜରୁରୀକାଳୀନ ସହାୟତା ପାଇଁ ନମ୍ବର ଜାରି କରାଯାଇଛି। କୋରେଇ ରେଳ ଷ୍ଟେସନ ସହାୟତା ନମ୍ବର- ୮୪୫୫୮୮୯୯୦୫, ଖୋର୍ଦ୍ଧା ରୋଡ କଣ୍ଟ୍ରୋଲ ନମ୍ବର- ୦୬୭୪- ୨୪୯୨୨୪୫, ଭୁବନେଶ୍ବର ସହାୟତା ନମ୍ବର- ୦୬୭୪ – ୨୫୩୪୦୨୦।