ଚାନ୍ଦିପୁରରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (VL-SRSAM)ର ସଫଳ ପରୀକ୍ଷଣ

The Sakala Picture
Published On

ବାଲେଶ୍ବର: ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ୩ ନମ୍ବର ଲଞ୍ଚ ପ୍ୟାଡରେ ମଧ୍ୟାହ୍ନ ୧୨ ଟାରେ ସ୍ବଳ୍ପ ଦୂରଗାମୀ ଭୁପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା VL-SRSAM (Vertical Luch Short Range Surface to Air Missile) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ପୂର୍ବରୁ ଏହି ପରୀକ୍ଷା ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି । ଭୁପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା VL-SRSAMର ଲକ୍ଷ୍ୟଭେଦ କ୍ଷମତା ୮୦ କିଲୋମିଟର। ଡିଆରଡିଓ ଓ ନୌସେନା ତରଫରୁ […]

ବାଲେଶ୍ବର: ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ୩ ନମ୍ବର ଲଞ୍ଚ ପ୍ୟାଡରେ ମଧ୍ୟାହ୍ନ ୧୨ ଟାରେ ସ୍ବଳ୍ପ ଦୂରଗାମୀ ଭୁପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା VL-SRSAM (Vertical Luch Short Range Surface to Air Missile) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ପୂର୍ବରୁ ଏହି ପରୀକ୍ଷା ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି । ଭୁପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା VL-SRSAMର ଲକ୍ଷ୍ୟଭେଦ କ୍ଷମତା ୮୦ କିଲୋମିଟର। ଡିଆରଡିଓ ଓ ନୌସେନା ତରଫରୁ କରାଯାଇଥିବା ପରୀକ୍ଷଣ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗର ସୂଚନା।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯିବା ପାଇଁ ନିର୍ଦ୍ଧାରିତ ହୋଇଥିବା ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର ୩୨୦୦ ଲୋକଙ୍କୁ ସ୍ଥାନାନ୍ତର ଓ ସୁରକ୍ଷା ନିମନ୍ତେ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିଲା

26 Mar 2025 By The Sakala

ଚାନ୍ଦିପୁରରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (VL-SRSAM)ର ସଫଳ ପରୀକ୍ଷଣ

ବାଲେଶ୍ବର: ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ୩ ନମ୍ବର ଲଞ୍ଚ ପ୍ୟାଡରେ ମଧ୍ୟାହ୍ନ ୧୨ ଟାରେ ସ୍ବଳ୍ପ ଦୂରଗାମୀ ଭୁପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା VL-SRSAM (Vertical Luch Short Range Surface to Air Missile) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ପୂର୍ବରୁ ଏହି ପରୀକ୍ଷା ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି । ଭୁପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା VL-SRSAMର ଲକ୍ଷ୍ୟଭେଦ କ୍ଷମତା ୮୦ କିଲୋମିଟର। ଡିଆରଡିଓ ଓ ନୌସେନା ତରଫରୁ କରାଯାଇଥିବା ପରୀକ୍ଷଣ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗର ସୂଚନା।

ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯିବା ପାଇଁ ନିର୍ଦ୍ଧାରିତ ହୋଇଥିବା ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର ୩୨୦୦ ଲୋକଙ୍କୁ ସ୍ଥାନାନ୍ତର ଓ ସୁରକ୍ଷା ନିମନ୍ତେ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିଲା

https://www.thesakala.in/latest-odisha-news/india-successfully-tests-vertically-launched-short-range-missile-with-low-altitude-capability/article-39599
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର