ନିଶା ପାଇଁ ନାରକୀୟ କାଣ୍ଡ; ଡ୍ରଗ୍ସ ନ ଖାଇବାରୁ ସାଙ୍ଘାତିକ ମାଡ, ଖୁଆଇବା ପାଇଁ ବାଧ୍ୟ କରୁଥିଲେ ଜଣେ ଛାତ୍ରୀ...

Deviprasad Mohanty Picture
Published On

ଭୁବନେଶ୍ବର: ନିଶା ପାଇଁ ନାରକୀୟ କାଣ୍ଡ। ଡ୍ରଗ୍ସ ନ ଖାଇବାରୁ ସାଙ୍ଘାତିକ ମାଡ଼। ନିଶା ନ ଖାଇବାରୁ ଲାଟ୍ରିନ ପାଣି ପିଆଇଲେ। ରାଜଧାନୀ ଉପକଣ୍ଠରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରୁ ଆସିଛି ଏଭଳି ସଙ୍ଗିନ ଘଟଣା।  ସାଙ୍ଘାତିକ ଘଟଣା ହେଉଛି ନିଶା ଖୁଆଇବା ପାଇଁ ବାଧ୍ୟ କରୁଛନ୍ତି ଜଣେ ଛାତ୍ରୀ। ନିଶା ନଖାଇଲେ ରାଗିଙ୍ଗ କରବା ସହ ଲକ୍ଷାଧିକ ଟଙ୍କା ମାଗୁଥିବା ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: ବାରିପଦାରେ କାଳବୈଶାଖୀ ତାଣ୍ଡବ; ଝଡ଼ତୋଫାନରେ ୨ ମୃତ, ୩ ଆହତ

ଏ ଘଟଣା ଘଟିବା ପରେ ଭୁବନେଶ୍ୱର ଷ୍ଟେସନ ପରିସରରେ ଥିବା ଯାତ୍ରୀଙ୍କୁ ଚେକିଂ ଚାଲିଛି। ମିଳିଥିବା ଆଉଟପୁଟ ମୁତାବକ ଛାତ୍ର ଛାତ୍ରୀଙ୍କୁ ସ୍କାନରକୁ ନିଆଯାଇଛି। ସନ୍ଧାନି କୁକୁର ସାହାଯ୍ୟରେ ଚେକିଂ ଚାଲିଥିବା ବେଳେ ନିଶା କାରବାରର ସନ୍ଧାନ ମିଳିଛ । ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ୫ଟି ବଡ଼ ନିୟମ: ଏଲପିଜି, ଏଟିଏମ୍‌ରୁ ଆୟକର ଓ ପ୍ୟାନ୍ କାର୍ଡ ପର୍ଯ୍ୟନ୍ତ, ଜାଣନ୍ତୁ କେମିତି ପଡ଼ିବ ପ୍ରଭାବ

10 Dec 2025 By Deviprasad Mohanty

ନିଶା ପାଇଁ ନାରକୀୟ କାଣ୍ଡ; ଡ୍ରଗ୍ସ ନ ଖାଇବାରୁ ସାଙ୍ଘାତିକ ମାଡ, ଖୁଆଇବା ପାଇଁ ବାଧ୍ୟ କରୁଥିଲେ ଜଣେ ଛାତ୍ରୀ...

ଭୁବନେଶ୍ବର: ନିଶା ପାଇଁ ନାରକୀୟ କାଣ୍ଡ। ଡ୍ରଗ୍ସ ନ ଖାଇବାରୁ ସାଙ୍ଘାତିକ ମାଡ଼। ନିଶା ନ ଖାଇବାରୁ ଲାଟ୍ରିନ ପାଣି ପିଆଇଲେ। ରାଜଧାନୀ ଉପକଣ୍ଠରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରୁ ଆସିଛି ଏଭଳି ସଙ୍ଗିନ ଘଟଣା।  ସାଙ୍ଘାତିକ ଘଟଣା ହେଉଛି ନିଶା ଖୁଆଇବା ପାଇଁ ବାଧ୍ୟ କରୁଛନ୍ତି ଜଣେ ଛାତ୍ରୀ। ନିଶା ନଖାଇଲେ ରାଗିଙ୍ଗ କରବା ସହ ଲକ୍ଷାଧିକ ଟଙ୍କା ମାଗୁଥିବା ଜଣାପଡ଼ିଛି। 

ଏ ଘଟଣା ଘଟିବା ପରେ ଭୁବନେଶ୍ୱର ଷ୍ଟେସନ ପରିସରରେ ଥିବା ଯାତ୍ରୀଙ୍କୁ ଚେକିଂ ଚାଲିଛି। ମିଳିଥିବା ଆଉଟପୁଟ ମୁତାବକ ଛାତ୍ର ଛାତ୍ରୀଙ୍କୁ ସ୍କାନରକୁ ନିଆଯାଇଛି। ସନ୍ଧାନି କୁକୁର ସାହାଯ୍ୟରେ ଚେକିଂ ଚାଲିଥିବା ବେଳେ ନିଶା କାରବାରର ସନ୍ଧାନ ମିଳିଛ । ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର