ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଫାଙ୍କା ଗୁଳି ଚାଳନା, ଅଡୁଆରେ ପିଏସଓ

Madhusudan Das Picture
Published On

ଟିଟିଲାଗଡ଼: ଫାଙ୍କା ଗୁଳିଚାଳନା କରି ଅଡୁଆରେ ଟିଟିଲାଗଡ଼ ବିଧାୟକ I ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଫାଙ୍କା ଗୁଳି ଚାଳନା ଘଟଣା I ଶତାଧିକ ଲୋକଙ୍କ ଉପସ୍ଥିତିରେ ବିଧାୟକ୍ ନବୀନ୍ ଜୈନଙ୍କ ଗୁଳି ଚାଳନା ନେଇ ଆକ୍ସିନମୁଡରେ ବଲାଙ୍ଗୀର ଏସ୍‌ପି I ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଅତିରିକ୍ତ ଏସପି ହିମାଂଶୁ ବେହେରା I ବିଧାୟକଙ୍କ ପିଏସଓକୁ ନୋଟିସ ଜାରି I ପିଏସଓଙ୍କ ଗନ୍ ଲାଇସେନ୍ସ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା I ଗୁଳି ଚାଳନା ସମୟରେ ପିଏସଓ କହିକି ଅଟକାଇଲେ ନାହିଁ ତାହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବଲାଙ୍ଗୀର ପୋଲିସ I

ଆହୁରି ପଢ଼ନ୍ତୁ: ଗାଁ ଦାଣ୍ଡରୁ ଟେକିନେଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ; ରାଜ୍ୟରେ ପୁଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳାକୁ ନେଇ ପୁଣି ଉଠିଲା ପ୍ରଶ୍ନ

28 Mar 2026 By Madhusudan Das

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଫାଙ୍କା ଗୁଳି ଚାଳନା, ଅଡୁଆରେ ପିଏସଓ

ଟିଟିଲାଗଡ଼: ଫାଙ୍କା ଗୁଳିଚାଳନା କରି ଅଡୁଆରେ ଟିଟିଲାଗଡ଼ ବିଧାୟକ I ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଫାଙ୍କା ଗୁଳି ଚାଳନା ଘଟଣା I ଶତାଧିକ ଲୋକଙ୍କ ଉପସ୍ଥିତିରେ ବିଧାୟକ୍ ନବୀନ୍ ଜୈନଙ୍କ ଗୁଳି ଚାଳନା ନେଇ ଆକ୍ସିନମୁଡରେ ବଲାଙ୍ଗୀର ଏସ୍‌ପି I ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଅତିରିକ୍ତ ଏସପି ହିମାଂଶୁ ବେହେରା I ବିଧାୟକଙ୍କ ପିଏସଓକୁ ନୋଟିସ ଜାରି I ପିଏସଓଙ୍କ ଗନ୍ ଲାଇସେନ୍ସ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା I ଗୁଳି ଚାଳନା ସମୟରେ ପିଏସଓ କହିକି ଅଟକାଇଲେ ନାହିଁ ତାହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବଲାଙ୍ଗୀର ପୋଲିସ I

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର