ରିଲ୍ସ ନିଶା ହେଲା କାଳ, ବ୍ରିଜ୍ରରୁ ସାଳନ୍ଦୀ ନଦୀକୁ ଡେଇଁ ଯୁବକ ନିଖୋଜ
ଭଦ୍ରକ: ରିଲ୍ସ କରିବା ପଡ଼ିଅଁଳା ମହଙ୍ଗା । ବ୍ରିଜ୍ରରୁ ସାଳନ୍ଦୀ ନଦୀକୁ ଡେଇଁ ରିଲ୍ସ କରୁଥିବାବେଳେ ଭାସିଗଲେ ଦୁଇ ଯୁବକ । ଜଣେ ଯୁବକ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣେ ଯୁବକ ଏବେ ବି ନିଖୋଜ ଅଛି । ଭଦ୍ରକ ପୁରୁଣା ବଜାର ଥାନା ନିକଟ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରେ ଅଘଟଣ । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ।
02 Apr 2026
By Madhusudan Das

⊕ https://www.thesakala.in/latest-odisha-news/two-youths-drowned-while-making-reels-in-river/article-45776